ହୀରାକୁଦ ଡ୍ୟାମ୍‌ର ଆଉ ୩ଟି ଗେଟ୍‌ ଖୋଲିଲା; ୧୨ଟି ଗେଟ୍‌ରେ ଚାଲିଛି ଜଳ ନିଷ୍କାସନ

ସମ୍ୱଲପୁର: ହୀରାକୁଦ ଡ୍ୟାମ୍‌ରେ ଆଜି ଆଉ ତିନିଟି ଗେଟ୍ ଖୋଲା ଯାଇଛି। ଫଳରେ ଏବେ ୧୨ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି। ଉପରମୁଣ୍ଡରେ  ପ୍ରବଳ ବର୍ଷା ଯୋଗୁଁ  ହୀରକୁଦ ଡ୍ୟାମର୍‌ ଜଳପତ୍ତନ ବୃଦ୍ଧି ପାଇଛି। ଜଳ ପତ୍ତନ ନିୟନ୍ତ୍ରଣରେ ରଖିବାକୁ  ପର୍ଯ୍ୟାୟକ୍ରମେ ଡ୍ୟାମର୍‌ ଗେଟ୍‌ ଖୋଲାଯାଉଛି। ଅଗଷ୍ଟ ୫ରେ ହୀରାକୁଦ ଡ୍ୟାମ୍‌ରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଛଡ଼ାଯାଇଥିଲା।

hirakuda

hirakuda

Rakesh Mallick
  • Published: Saturday, 10 September 2016
  • Updated: 10 September 2016, 04:55 PM IST

Sports

Latest News

ସମ୍ୱଲପୁର: ହୀରାକୁଦ ଡ୍ୟାମ୍‌ରେ ଆଜି ଆଉ ତିନିଟି ଗେଟ୍ ଖୋଲା ଯାଇଛି। ଫଳରେ ଏବେ ୧୨ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି। ଉପରମୁଣ୍ଡରେ  ପ୍ରବଳ ବର୍ଷା ଯୋଗୁଁ  ହୀରକୁଦ ଡ୍ୟାମର୍‌ ଜଳପତ୍ତନ ବୃଦ୍ଧି ପାଇଛି। ଜଳ ପତ୍ତନ ନିୟନ୍ତ୍ରଣରେ ରଖିବାକୁ  ପର୍ଯ୍ୟାୟକ୍ରମେ ଡ୍ୟାମର୍‌ ଗେଟ୍‌ ଖୋଲାଯାଉଛି।

ଅଗଷ୍ଟ ୫ରେ ହୀରାକୁଦ ଡ୍ୟାମ୍‌ରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଛଡ଼ାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story