ସମ୍ୱଲପୁର ଶୀତଳଷଷ୍ଠୀ: ଆଜି ସବୁ ପଡ଼ାରେ ‘ପତରପେଣ୍ଡି’

ସମ୍ୱଲପୁର: ପ୍ରସିଦ୍ଧ ଶୀତଳଷଷ୍ଠୀ ପାଇଁ ସମ୍ୱଲପୁର ସହର ଉତ୍ସବ ମୁଖର ହୋଇପଡ଼ିଛି । ଗତକାଲି ନନ୍ଦପଡ଼ାର ବମ୍‌ବରାଡ ବାଲୁଙ୍କେଶ୍ୱର ବାବାଙ୍କ ଗୁଆଗୁଣ୍ଡା କାର୍ଯ୍ୟକ୍ରମ ସଂପନ୍ନ ହୋଇଛି। ଆଜି ରାତିରେ ଅନ୍ୟ ସମସ୍ତ ପଡ଼ାରେ ବିବାହ ପାଇଁ ନିର୍ବନ୍ଧ କାର୍ଯ୍ୟ ‘ପତରପେଣ୍ଡି’ ଅନୁଷ୍ଠିତ ହେବ। ଆସନ୍ତାକାଲି ଗୁଆଗୁଣ୍ଡା କାର୍ଯ୍ୟକ୍ରମ ସମ୍ପନ୍ନ କରିବେ। ପରମ୍ପରା ଅନୁସାରେ ବାଲୁଙ୍କଶ୍ୱର ବାବାଙ୍କ ବିବାହ ଲାଗି ମହାପ୍ରଭୁ ନୃସିଂହ ସହରର ସମସ୍ତ ଦେବଦବୀଙ୍କୁ  ନିମନ୍ତ୍ରଣ କରିଛନ୍ତି। ମହାପ୍ରଭୁ ନୃସିଂହ ବାଲୁଙ୍କେଶ୍ୱର ବାବାଙ୍କ ମନ୍ଦିରରୁ ଏକ […]

sambulpur

sambulpur

Rakesh Mallick
  • Published: Tuesday, 07 June 2016
  • Updated: 07 June 2016, 08:50 AM IST

ସମ୍ୱଲପୁର: ପ୍ରସିଦ୍ଧ ଶୀତଳଷଷ୍ଠୀ ପାଇଁ ସମ୍ୱଲପୁର ସହର ଉତ୍ସବ ମୁଖର ହୋଇପଡ଼ିଛି । ଗତକାଲି ନନ୍ଦପଡ଼ାର ବମ୍‌ବରାଡ ବାଲୁଙ୍କେଶ୍ୱର ବାବାଙ୍କ ଗୁଆଗୁଣ୍ଡା କାର୍ଯ୍ୟକ୍ରମ ସଂପନ୍ନ ହୋଇଛି। ଆଜି ରାତିରେ ଅନ୍ୟ ସମସ୍ତ ପଡ଼ାରେ ବିବାହ ପାଇଁ ନିର୍ବନ୍ଧ କାର୍ଯ୍ୟ ‘ପତରପେଣ୍ଡି’ ଅନୁଷ୍ଠିତ ହେବ। ଆସନ୍ତାକାଲି ଗୁଆଗୁଣ୍ଡା କାର୍ଯ୍ୟକ୍ରମ ସମ୍ପନ୍ନ କରିବେ।

ପରମ୍ପରା ଅନୁସାରେ ବାଲୁଙ୍କଶ୍ୱର ବାବାଙ୍କ ବିବାହ ଲାଗି ମହାପ୍ରଭୁ ନୃସିଂହ ସହରର ସମସ୍ତ ଦେବଦବୀଙ୍କୁ  ନିମନ୍ତ୍ରଣ କରିଛନ୍ତି। ମହାପ୍ରଭୁ ନୃସିଂହ ବାଲୁଙ୍କେଶ୍ୱର ବାବାଙ୍କ ମନ୍ଦିରରୁ ଏକ ବିରାଟ ଶୋଭାଯାତ୍ରାରେ ଗୋଟିକ ପରେ ଗୋଟିଏ ମନ୍ଦିରକୁ ଯାଇଥିଲେ। ଢୋଲ୍‌ ଓ ଦୁଲ୍‌ଦୁଲି ବାଜା ସାଙ୍ଗକୁ ନାଚଗୀତରେ କମ୍ପିଥିଲା ସହର। ବିବାହ ଉତ୍ସବରେ ଯୋଗ ଦେବା ଲାଗି ସମସ୍ତ ଦେବଦେବୀଙ୍କୁ ଗୁଆ ଦେଇ ନିଉତା ଦେଇଥିଲେ ନୃସିଂହ ମହାପ୍ରଭୁ।

୯ ତାରିଖରେ ଦେବଦେବ ମହାଦେବ ଓ ମାତା ପାର୍ବତୀଙ୍କ ବିବାହ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story