ଓମଫେଡ୍ ପ୍ଲାଣ୍ଟରୁ ନମୂନା ସଂଗ୍ରହ
ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଓମଫେଡ୍ ପ୍ଲାଣ୍ଟରେ ଅସ୍ୱାସ୍ଥ୍ୟକର ପରିବେଶ ନେଇ ଖୁଲାସା ପରେ ତତ୍ପର ଜିଲ୍ଲା ପ୍ରଶାସନ। ଆଜି ଜନସ୍ୱାସ୍ଥ୍ୟ ବିଭାଗ ଅଧିକାରୀମାନେ ରେମୁଣାସ୍ଥିତ ଡାଏରୀରେ ପହଞ୍ଚି କ୍ଷୀର, ଦହି ସମେତ ବିଭିନ୍ନ ପ୍ରକାରର ଖାଦ୍ୟ ସାମଗ୍ରୀର ନମୂନା ସଂଗ୍ରହ କରିବା ସହ ଯାଞ୍ଚ କରିଛନ୍ତି। ଏହି ନମୂନାକୁ ପରୀକ୍ଷାଗାରକୁ ପଠାଯିବ। ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି। ଅସ୍ୱାସ୍ଥ୍ୟକର ପରିବେଶରେ ଓମଫେଡ୍ ପ୍ଲାଣ୍ଟରେ ବିଭିନ୍ନ ଖାଦ୍ୟ ପ୍ରସ୍ତୁତି ନେଇ ଗତକାଲି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।