ସମ୍ରାଟ ଗୁପ୍ତା ଗୁଳିକାଣ୍ଡ ମାମଲା: ଦୋଷୀକୁ ୫ ବର୍ଷ ଜେଲ ଦଣ୍ଡାଦେଶ

ଯାଜପୁର: ବହୁଚର୍ଚ୍ଚିତ ଶ୍ରମିକ ନେତା ସମ୍ରାଟ ଗୁପ୍ତା ହତ୍ୟା ଉଦ୍ୟମ ଗୁଳିକାଣ୍ଡ ମାମଲାରେ ଦୋଷୀ ସାବ୍ୟସ୍ତ ପପୁ ଓରଫ ସଞ୍ଜୟ କୁମାର ନାୟକକୁ  ଆଜି ଯାଜପୁର ରୋଡ୍ ଆସିଷ୍ଟାଣ୍ଟ ସେସନ୍ସ ଜଜ୍‌ ୫ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି। ଏଥି ସହିତ ୫,୦୦୦ ଟଙ୍କା ଜୋରିମାନା ଦେବାକୁ ମଧ୍ୟ କୋର୍ଟ ତାକୁ ନିର୍ଦ୍ଦେଶ ଦେଇଛନ୍ତି। ୨୦୧୦ ମସିହାରେ ସଞ୍ଜୟ ଶ୍ରମିକ ନେତା ସମ୍ରାଟଙ୍କୁ ଏକ ବନ୍ଧୁକରୁ ଗୁଳି ମାରିଥିଲା। ସମ୍ରାଟଙ୍କ କାନ୍ଧରେ ଗୁଳି ବାଜି ଥିଲା। ତତ୍‌କ୍ଷଣାତ […]

samrat

samrat

Rakesh Mallick
  • Published: Friday, 20 May 2016
  • Updated: 20 May 2016, 11:43 AM IST

Sports

Latest News

[caption id="attachment_84219" align="alignleft" width="232"]samrat ସମ୍ରାଟ ଗୁପ୍ତା (ମଝି)[/caption]

ଯାଜପୁର: ବହୁଚର୍ଚ୍ଚିତ ଶ୍ରମିକ ନେତା ସମ୍ରାଟ ଗୁପ୍ତା ହତ୍ୟା ଉଦ୍ୟମ ଗୁଳିକାଣ୍ଡ ମାମଲାରେ ଦୋଷୀ ସାବ୍ୟସ୍ତ ପପୁ ଓରଫ ସଞ୍ଜୟ କୁମାର ନାୟକକୁ  ଆଜି ଯାଜପୁର ରୋଡ୍ ଆସିଷ୍ଟାଣ୍ଟ ସେସନ୍ସ ଜଜ୍‌ ୫ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି। ଏଥି ସହିତ ୫,୦୦୦ ଟଙ୍କା ଜୋରିମାନା ଦେବାକୁ ମଧ୍ୟ କୋର୍ଟ ତାକୁ ନିର୍ଦ୍ଦେଶ ଦେଇଛନ୍ତି।

୨୦୧୦ ମସିହାରେ ସଞ୍ଜୟ ଶ୍ରମିକ ନେତା ସମ୍ରାଟଙ୍କୁ ଏକ ବନ୍ଧୁକରୁ ଗୁଳି ମାରିଥିଲା। ସମ୍ରାଟଙ୍କ କାନ୍ଧରେ ଗୁଳି ବାଜି ଥିଲା। ତତ୍‌କ୍ଷଣାତ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଓ ସେ ମୃତ୍ୟୁମୁଖରୁ ବଞ୍ଚି ଯାଇଥିଲେ। ଏ ସଂକ୍ରାନ୍ତରେ କାଳିଆପାଣି ଥାନାରେ ଏକ ମାମଲା ରୁଜୁ ହୋଇଥିଲା। ପୋଲିସ୍ ଆଇପିସିର ଧାରା ୩୦୭ ଓ ୩୨୬ ଓ ଆର୍ମସ୍ ଆକ୍ଟର ଧାରା ୨୫ ଅନୁଯାୟୀ ସଞ୍ଜୟ ନାଁରେ ମାମଲା ରୁଜୁ କରିବା ସହିତ ତାକୁ ଗିରଫ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story