ସନା ମହାକୁଡ଼ଙ୍କୁ କ’ଣ ପାଇଁ ଲାଗିଲା ଝଟ୍‌କା

କେନ୍ଦୁଝର (ଓଡ଼ିଶା ରିପୋର୍ଟର): କେନ୍ଦୁଝର ଜିଲ୍ଲାର ଚମ୍ପୁଆ ସ୍ୱାଧୀନ ବିଧାୟକ ସନାତନ ମହାକୁଡଙ୍କୁ ବଡ଼ ଝଟକା ଲାଗିଛି। ସନା ମହାକୁଡ଼ଙ୍କ ୧୬୫ କୋଟି ଟଙ୍କା ଫ୍ରିଜ କରିଛି କେନ୍ଦୁଝର ସଦର ଥାନା ପୋଲିସ। ଫ୍ରିଜ ହୋଇଥିଲା ୧୬୫ କୋଟି ଟଙ୍କା ଇଣ୍ଡସଇଣ୍ଡ ବ୍ୟାଙ୍କର ୫ଟି ଆକାଉଣ୍ଟରେ ରହିଛି। ଗତ ୧୨ ତାରିଖରେ ଚମ୍ପୁଆ ବାସୁଦେବପୁର ନିକଟରେ ଇଣ୍ଡସଇଣ୍ଡ ବ୍ୟାଙ୍କ ମ୍ୟାନେଜରଙ୍କଠାରୁ ୫୦ ଲକ୍ଷ ଟଙ୍କା ଜବତ କରିଥିଲା ପୋଲିସ। ଜବତ ହୋଇଥିବା ଏହି ଟଙ୍କା ସନାତନଙ୍କ ବୋଲି […]

sana mahakuda

sana mahakuda

Rakesh Mallick
  • Published: Saturday, 20 January 2018
  • Updated: 20 January 2018, 10:40 PM IST

କେନ୍ଦୁଝର (ଓଡ଼ିଶା ରିପୋର୍ଟର): କେନ୍ଦୁଝର ଜିଲ୍ଲାର ଚମ୍ପୁଆ ସ୍ୱାଧୀନ ବିଧାୟକ ସନାତନ ମହାକୁଡଙ୍କୁ ବଡ଼ ଝଟକା ଲାଗିଛି। ସନା ମହାକୁଡ଼ଙ୍କ ୧୬୫ କୋଟି ଟଙ୍କା ଫ୍ରିଜ କରିଛି କେନ୍ଦୁଝର ସଦର ଥାନା ପୋଲିସ। ଫ୍ରିଜ ହୋଇଥିଲା ୧୬୫ କୋଟି ଟଙ୍କା ଇଣ୍ଡସଇଣ୍ଡ ବ୍ୟାଙ୍କର ୫ଟି ଆକାଉଣ୍ଟରେ ରହିଛି। ଗତ ୧୨ ତାରିଖରେ ଚମ୍ପୁଆ ବାସୁଦେବପୁର ନିକଟରେ ଇଣ୍ଡସଇଣ୍ଡ ବ୍ୟାଙ୍କ ମ୍ୟାନେଜରଙ୍କଠାରୁ ୫୦ ଲକ୍ଷ ଟଙ୍କା ଜବତ କରିଥିଲା ପୋଲିସ। ଜବତ ହୋଇଥିବା ଏହି ଟଙ୍କା ସନାତନଙ୍କ ବୋଲି କହିଥିଲେ ବ୍ୟାଙ୍କ କର୍ତ୍ତୃପକ୍ଷ। ଏହି ମାମଲାରେ ବ୍ୟାଙ୍କ ମ୍ୟାନେଜରଙ୍କ ସହ ଦୁଇ ସହକର୍ମୀଙ୍କୁ ଗିରଫ କରିଥିଲା ପୋଲିସ। ଏହି ମାମଲାରେ ଥାନାରେ ବ୍ୟକ୍ତିଗତ ଭାବେ ହାଜର ହେବାକୁ ସନାତନଙ୍କୁ ନୋଟିସ୍ କରିଥିଲା ସଦର ପୋଲିସ। ତେବେ ସ୍ୱାସ୍ଥ୍ୟଗତ କାରଣ ନେଇ ହାଜର ହେବାକୁ ୨୦ ଦିନ ସମୟ ମାଗିଛନ୍ତି ସନା ମହାକୁଡ଼। ଏହି କାରଣକୁ ନେଇ ତାଙ୍କ ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍ କରିଛି ସଦର ପୋଲିସ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story