ସମାଜବାଦୀ ଦଳକୁ ରାଷ୍ଟ୍ରୀୟ ଦଳ କରିବା ଲାଗି ସବୁ ରାଜ୍ୟ ନିଜ ସଂଗଠନକୁ ମଜଭୁତ କରିବ: ଅଖିଳେଶ ଯାଦବ

ଭୁବନେଶ୍ୱର: ସମାଜବାଦୀ ଦଳକୁ ଏକ ରାଷ୍ଟ୍ରୀୟ  ଦଳ କରିବା ପାଇଁ ଭବିଷ୍ୟତରେ ସମସ୍ତ ରାଜ୍ୟରେ ନିଜ ସଂଗଠନକୁ ମଜଭୁତ କରାଯିବ। ଏହା କହିଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ। ଓଡ଼ିଶାରେ ତାଙ୍କ ଦଳ ସହ ହାତ ମିଳାଇବାକୁ ଚାହୁଁଥିବା ଲୋକଙ୍କୁ ସ୍ୱାଗତ କରାଯିବ ବୋଲି କହିଛନ୍ତି ଅଖିଳେଶ। ଦୁଇ ଦନିଆ ଓଡ଼ିଶା ଗସ୍ତରେ ଆସିଥିବା ଅଖିଳେଶ ଗତକାଲି କିସ୍ ଅନୁଷ୍ଠାନକୁ ଯାଇ ସେଠାରେ ଆଦିବାସୀ ସ୍କୁଲର ଛାତ୍ରଛାତ୍ରୀଙ୍କୁ ନେଇ ଆୟୋଜିତ କାର୍ୟ୍ୟକ୍ରମରେ ଯୋଗ ଦେଇଥିଲେ। ଏହି […]

akhilesh-5

akhilesh-5

Rakesh Mallick
  • Published: Saturday, 31 October 2015
  • Updated: 31 October 2015, 04:29 AM IST

Sports

Latest News

ଭୁବନେଶ୍ୱର: ସମାଜବାଦୀ ଦଳକୁ ଏକ ରାଷ୍ଟ୍ରୀୟ  ଦଳ କରିବା ପାଇଁ ଭବିଷ୍ୟତରେ ସମସ୍ତ ରାଜ୍ୟରେ ନିଜ ସଂଗଠନକୁ ମଜଭୁତ କରାଯିବ। ଏହା କହିଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ। ଓଡ଼ିଶାରେ ତାଙ୍କ ଦଳ ସହ ହାତ ମିଳାଇବାକୁ ଚାହୁଁଥିବା ଲୋକଙ୍କୁ ସ୍ୱାଗତ କରାଯିବ ବୋଲି କହିଛନ୍ତି ଅଖିଳେଶ। ଦୁଇ ଦନିଆ ଓଡ଼ିଶା ଗସ୍ତରେ ଆସିଥିବା ଅଖିଳେଶ ଗତକାଲି କିସ୍ ଅନୁଷ୍ଠାନକୁ ଯାଇ ସେଠାରେ ଆଦିବାସୀ ସ୍କୁଲର ଛାତ୍ରଛାତ୍ରୀଙ୍କୁ ନେଇ ଆୟୋଜିତ କାର୍ୟ୍ୟକ୍ରମରେ ଯୋଗ ଦେଇଥିଲେ। ଏହି ଅବସରରେ ସେ ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ପରାମର୍ଶ ଦେଇଥିଲେ। ସେହିଭଳି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସେ ଦୁଇ ରାଜ୍ୟର ଚାଲିଥିବା ଜନକଲ୍ୟାଣମୂଳକ ଯୋଜନା ସମ୍ୱନ୍ଧରେ ପାରସ୍ପରିକ ଆଲୋଚନା କରିଥିବା କଥା ଦୋହରାଇଥିଲେ। ତେବେ ବର୍ତ୍ତମାନ ପରିସ୍ଥିତିରେ ତୃତୀୟ ମେଣ୍ଟ କିମ୍ୱା ତାଙ୍କ ଦଳର ରାଜନୈତିକ ଏଜେଣ୍ଡା ପ୍ରସଙ୍ଗକୁ ଏଡାଇ ଯାଇଥିଲେ ଅଖିଳେଶ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story