କୁଳଭୂଷଣଙ୍କ ମାଆ ଓ ପତ୍ନୀଙ୍କ ଅପମାନକୁ ନିନ୍ଦା କଲେ ସୁଦର୍ଶନ

ପୁରୀ (ଓଡ଼ିଶା ରିପୋର୍ଟର): ଗୁଇନ୍ଦାଗିରି ଅଭିଯୋଗରେ ବନ୍ଦୀ ଜୀବନ ଅତିବାହିତ କରୁଥିବା କୁଳଭୂଷଣ ଯାଦବଙ୍କ ପତ୍ନୀ ଓ ମାଆଙ୍କୁ ପାକିସ୍ତାନ ଅପମାନିତ କରିଛି। ଏପରିକି କୁଳଭୂଷଣଙ୍କୁ ଦେଖା କରିବାକୁ ଯିବା ପୂର୍ବରୁ ସେମାନଙ୍କ ଲୁଗା ବଦଳା ଯାଇଥିଲା। ଏପରି ଘଟଣାକୁ ଭାରତ ସରକାର ବିରୋଧ କରିଛନ୍ତି। ପାକିସ୍ତାନର ଏହି ଅମାନବୀୟ ଘଟଣାକୁ ବାଲୁକାକଳା ମାଧ୍ୟମରେ ନିନ୍ଦା କରିଛନ୍ତି ସୁଦର୍ଶନ ପଟ୍ଟନାୟକ। ଆଜି ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ଏକ ବାଲୁକା କଳା ନିର୍ମାଣ କରିଛନ୍ତି। ଯେଉଁଥିରେ ସେ […]

sand-art-on-kulbhushan-jadhav- issue-at-puri-beach

Rakesh Mallick
  • Published: Thursday, 28 December 2017
  • Updated: 28 December 2017, 10:47 PM IST

ପୁରୀ (ଓଡ଼ିଶା ରିପୋର୍ଟର): ଗୁଇନ୍ଦାଗିରି ଅଭିଯୋଗରେ ବନ୍ଦୀ ଜୀବନ ଅତିବାହିତ କରୁଥିବା କୁଳଭୂଷଣ ଯାଦବଙ୍କ ପତ୍ନୀ ଓ ମାଆଙ୍କୁ ପାକିସ୍ତାନ ଅପମାନିତ କରିଛି। ଏପରିକି କୁଳଭୂଷଣଙ୍କୁ ଦେଖା କରିବାକୁ ଯିବା ପୂର୍ବରୁ ସେମାନଙ୍କ ଲୁଗା ବଦଳା ଯାଇଥିଲା। ଏପରି ଘଟଣାକୁ ଭାରତ ସରକାର ବିରୋଧ କରିଛନ୍ତି। ପାକିସ୍ତାନର ଏହି ଅମାନବୀୟ ଘଟଣାକୁ ବାଲୁକାକଳା ମାଧ୍ୟମରେ ନିନ୍ଦା କରିଛନ୍ତି ସୁଦର୍ଶନ ପଟ୍ଟନାୟକ।

ଆଜି ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ଏକ ବାଲୁକା କଳା ନିର୍ମାଣ କରିଛନ୍ତି। ଯେଉଁଥିରେ ସେ କୁଳଭୂଷଣଙ୍କ ମାଆ ଓ ପତ୍ନୀଙ୍କ କାନ୍ଦିବାର ଛବି ଆଙ୍କିଛନ୍ତି। ଏପରି ହୃଦୟସ୍ପର୍ଶୀ କଳାକୃତୀ ଦେଖି ବେଳାଭୂମିରେ ବହୁ ପର୍ଯ୍ୟଟକଙ୍କ ଆଖିରେ ଲୁହ ଆସିଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story