କୁଳଭୂଷଣଙ୍କ ମାଆ ଓ ପତ୍ନୀଙ୍କ ଅପମାନକୁ ନିନ୍ଦା କଲେ ସୁଦର୍ଶନ

ପୁରୀ (ଓଡ଼ିଶା ରିପୋର୍ଟର): ଗୁଇନ୍ଦାଗିରି ଅଭିଯୋଗରେ ବନ୍ଦୀ ଜୀବନ ଅତିବାହିତ କରୁଥିବା କୁଳଭୂଷଣ ଯାଦବଙ୍କ ପତ୍ନୀ ଓ ମାଆଙ୍କୁ ପାକିସ୍ତାନ ଅପମାନିତ କରିଛି। ଏପରିକି କୁଳଭୂଷଣଙ୍କୁ ଦେଖା କରିବାକୁ ଯିବା ପୂର୍ବରୁ ସେମାନଙ୍କ ଲୁଗା ବଦଳା ଯାଇଥିଲା। ଏପରି ଘଟଣାକୁ ଭାରତ ସରକାର ବିରୋଧ କରିଛନ୍ତି। ପାକିସ୍ତାନର ଏହି ଅମାନବୀୟ ଘଟଣାକୁ ବାଲୁକାକଳା ମାଧ୍ୟମରେ ନିନ୍ଦା କରିଛନ୍ତି ସୁଦର୍ଶନ ପଟ୍ଟନାୟକ।

ଆଜି ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ଏକ ବାଲୁକା କଳା ନିର୍ମାଣ କରିଛନ୍ତି। ଯେଉଁଥିରେ ସେ କୁଳଭୂଷଣଙ୍କ ମାଆ ଓ ପତ୍ନୀଙ୍କ କାନ୍ଦିବାର ଛବି ଆଙ୍କିଛନ୍ତି। ଏପରି ହୃଦୟସ୍ପର୍ଶୀ କଳାକୃତୀ ଦେଖି ବେଳାଭୂମିରେ ବହୁ ପର୍ଯ୍ୟଟକଙ୍କ ଆଖିରେ ଲୁହ ଆସିଯାଇଥିଲା।

ଆହୁରି ପଢ଼ନ୍ତୁ

ତିନି ଦିନ ପ୍ରବଳ ବର୍ଷା, ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଦୁର୍ଘଟଣାରେ ଚାଲିଗଲା ଡାକ୍ତରଙ୍କ ଜୀବନ

ମନ୍ତ୍ରୀ ପ୍ରତାପ ଜେନାଙ୍କ ଦାୟିତ୍ୱହୀନତା: ଜୀବିତ ସମୀର ଦେଙ୍କୁ ଦେଲେ ଶ୍ରଦ୍ଧାଞ୍ଜଳି

ଉପନିର୍ବାଚନବେଳେ ବାଲେଶ୍ୱରରେ ବିଜେଡିକୁ ଝଟକା

+୨ ଅପ୍ସନାଲ୍ ପରୀକ୍ଷା ପାଇଁ ତାରିଖ ଘୋଷଣା

ଥଇଥାନ ହେବେ ଅସିତ୍ , ସୁରେଶ ପରବର୍ତ୍ତୀ ସିଏସ୍ !

୨୪ ଘଣ୍ଟାରେ ସୁସ୍ଥ ହେଲେ ୨୭୩୮ କରୋନା ଆକ୍ରାନ୍ତ

ଝଟକା ଦେଇ ମଲମ !

‘ଓଟିଭି’ ସାମ୍ବାଦିକଙ୍କ ବିରୋଧରେ ପୁଲିସର କାର୍ଯ୍ୟାନୁଷ୍ଠାନକୁ ନେଇ NUJର ଉଦବେଗ

ବଗଲା ଧର୍ମଶାଳା ଜମି ବିବାଦ, ହାଇକୋର୍ଟରେ ସରକାରଙ୍କ ମିଥ୍ୟା ସତ୍ୟପାଠ!

‘ଜନଜାତି ବିକାଶ ପାଇଁ ଓଡ଼ିଶାକୁ ୩ବର୍ଷରେ ୧୬୫୬କୋଟି ଟଙ୍କା ଅନୁଦାନ’

ମୁଖ୍ୟମନ୍ତ୍ରୀଙ୍କ ବନ୍ୟା ସର୍ଭେ ପର୍ଦ୍ଦାଫାସ ପରେ ଦେଢ଼ ବର୍ଷ ତଳର କେସ ଖୋଳତାଡ଼ !