ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ହାଇଆଲର୍ଟ

ଭୁବନେଶ୍ୱର: ଓଡ଼ିଶାରୁ ସନ୍ଦିଗ୍ଧ ଆତଙ୍କବାଦୀ ରେହମାନ ଧରାପଡ଼ିବା ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ହାଇଆଲର୍ଟ କରାଯାଇଛି। ଭୁବନେଶ୍ୱର ବିମାନବନ୍ଦରରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି। ଏଥିପାଇଁ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରାଯାଇଥିବା ବିମାନବନ୍ଦର ନିର୍ଦ୍ଦେଶକ କହିଛନ୍ତି। ସିଆଇଏସ୍ଏଫ୍ ଯବାନଙ୍କୁ ଅଧିକ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ବିଭିନ୍ନ ଟର୍ମିନାଲରେ ମୋର୍ଚ୍ଚା ଗଠନ କରାଯାଇ ସଶସ୍ତ୍ର ପୋଲିସ ମୁତୟନ କରାଯାଇଛି। ସନ୍ଧାନୀ କୁକୁରଙ୍କ ସହାୟତାରେ ବିମାନବନ୍ଦରରେ ଯାତ୍ରୀ ଓ ଗାଡ଼ି ଗୁଡ଼ିକର ଯାଞ୍ଚ କରାଯାଉଛି। ସେହିଭଳି ହୀରାକୁଦ […]

s

s

Rakesh Mallick
  • Published: Friday, 18 December 2015
  • Updated: 18 December 2015, 03:57 AM IST

Sports

Latest News

ଭୁବନେଶ୍ୱର: ଓଡ଼ିଶାରୁ ସନ୍ଦିଗ୍ଧ ଆତଙ୍କବାଦୀ ରେହମାନ ଧରାପଡ଼ିବା ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ହାଇଆଲର୍ଟ କରାଯାଇଛି। ଭୁବନେଶ୍ୱର ବିମାନବନ୍ଦରରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି। ଏଥିପାଇଁ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରାଯାଇଥିବା ବିମାନବନ୍ଦର ନିର୍ଦ୍ଦେଶକ କହିଛନ୍ତି। ସିଆଇଏସ୍ଏଫ୍ ଯବାନଙ୍କୁ ଅଧିକ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ବିଭିନ୍ନ ଟର୍ମିନାଲରେ ମୋର୍ଚ୍ଚା ଗଠନ କରାଯାଇ ସଶସ୍ତ୍ର ପୋଲିସ ମୁତୟନ କରାଯାଇଛି। ସନ୍ଧାନୀ କୁକୁରଙ୍କ ସହାୟତାରେ ବିମାନବନ୍ଦରରେ ଯାତ୍ରୀ ଓ ଗାଡ଼ି ଗୁଡ଼ିକର ଯାଞ୍ଚ କରାଯାଉଛି।

ସେହିଭଳି ହୀରାକୁଦ ଡ୍ୟାମର ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ ଅଧିକ କଡ଼ାକଡ଼ି କରାଯାଇଛି। ସମ୍ୱଲପୁର ଏସପି ଅଖିଳେଶ୍ୱର ସିଂ ଡ୍ୟାମକୁ ଯାଇ ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି। କୌଣସି ପର୍ଯ୍ୟଟକ କିମ୍ୱା ଗାଡି ଡ୍ୟାମ୍ ଉପରକୁ ଛଡାଯାଉନାହିଁ। ପର୍ଯ୍ୟଟକମାନେ କେବଳ ହୀରାକୁଦରେ ଥିବା ଗାନ୍ଧୀ ମୀନାର ଓ ବୁର୍ଲାରେ ଥିବା ନେହେରୁ ମୀନାର ଉପରୁ ଡ୍ୟାମକୁ ଦେଖୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story