ସଞ୍ଜୀବ ମାରିକ ଅପରାଧୀଙ୍କୁ ସୁରକ୍ଷା ଦେଉଥିଲେ: ଦୁର୍ଗା ପ୍ରସାଦ ହୋତା

ଭୁବନେଶ୍ୱର: ଡି’ ବ୍ରଦର୍ସଙ୍କୁ ନେଇ ପୂର୍ବତନ ଡିଜି ସଞ୍ଜୀବ ମାରିକଙ୍କ ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ପୂର୍ବତନ ଆଇଜି ମାରିକଙ୍କର ସିଧାସଳଖ ଡି’ ବ୍ରଦର୍ସଙ୍କ ସହ ଲିଙ୍କ ଥିବା ଅଭିଯୋଗ ଚର୍ଚ୍ଚାରେ ଥିବା ବେଳେ ପୂର୍ବତନ ଓଏଏସ୍‌ପି ଡେପୁଟି କମାଣ୍ଡାଣ୍ଟ ଦୁର୍ଗା ପ୍ରସାଦ ହୋତା ଗୁରୁତର ଅଭିଯୋଗ ଆଣିଛନ୍ତି। ମାରିକ ବିଭିନ୍ନ ଦୁର୍ନୀତିରେ ସମ୍ପୃକ୍ତ ରହିବା ସହ ଅପରାଧୀଙ୍କୁ ସୁରକ୍ଷା ଦେଉଥିବା ସେ ଅଭିଯୋଗ କରିଛନ୍ତି। ସେପଟେ ନିର୍ଦ୍ଦିଷ୍ଟ ଭାବେ ଅଭିଯୋଗ ଆଣି ପ୍ରମାଣ ନ […]

sanjib marik

sanjib marik

Rakesh Mallick
  • Published: Friday, 26 February 2016
  • Updated: 26 February 2016, 04:17 PM IST

Sports

Latest News

ଭୁବନେଶ୍ୱର: ଡି’ ବ୍ରଦର୍ସଙ୍କୁ ନେଇ ପୂର୍ବତନ ଡିଜି ସଞ୍ଜୀବ ମାରିକଙ୍କ ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ପୂର୍ବତନ ଆଇଜି ମାରିକଙ୍କର ସିଧାସଳଖ ଡି’ ବ୍ରଦର୍ସଙ୍କ ସହ ଲିଙ୍କ ଥିବା ଅଭିଯୋଗ ଚର୍ଚ୍ଚାରେ ଥିବା ବେଳେ ପୂର୍ବତନ ଓଏଏସ୍‌ପି ଡେପୁଟି କମାଣ୍ଡାଣ୍ଟ ଦୁର୍ଗା ପ୍ରସାଦ ହୋତା ଗୁରୁତର ଅଭିଯୋଗ ଆଣିଛନ୍ତି। ମାରିକ ବିଭିନ୍ନ ଦୁର୍ନୀତିରେ ସମ୍ପୃକ୍ତ ରହିବା ସହ ଅପରାଧୀଙ୍କୁ ସୁରକ୍ଷା ଦେଉଥିବା ସେ ଅଭିଯୋଗ କରିଛନ୍ତି। ସେପଟେ ନିର୍ଦ୍ଦିଷ୍ଟ ଭାବେ ଅଭିଯୋଗ ଆଣି ପ୍ରମାଣ ନ ଦେଲେ ଅନାଦିଙ୍କ ଭଳି ହୋତାଙ୍କୁ ମଧ୍ୟ କୋର୍ଟକୁ ଟାଣିବି ବୋଲି ମାରିକ୍‌ ଧମକ ଦେଇଛନ୍ତି।

ମାରିକ ବିଭିନ୍ନ ଦୁର୍ନୀତିରେ ସମ୍ପୃକ୍ତ ଥିବା ସହ ଅପରାଧୀଙ୍କୁ ସୁରକ୍ଷା ଦେଇଥିବା ଅଭିଯୋଗ କରିଛନ୍ତି ଦୁର୍ଗା ପ୍ରସାଦ ହୋତା। ବିଭିନ୍ନ ବେଆଇନ କାମ କରିବାକୁ ମାରିକ ତାଙ୍କୁ ବାଧ୍ୟ କରିଥିଲେ ବୋଲି ସେ କହିଛନ୍ତି। ୨୦୧୪ରେ ହୋତା ମାରିକଙ୍କ ନାଁରେ ଥିବା ବିଭିନ୍ନ ଅଭିଯୋଗକୁ ନେଇ “ଅପରାଧୀ ଡିଜି ମାରିକ୍‌ ମାମା” ନାଁରେ ଏକ ବହି ଲେଖିଥିଲେ। ଏଥିପାଇଁ ସେ ଆଣିଥିବା ଅଭିଯୋଗର ତର୍ଜମା କରି ତା’ର ତଦନ୍ତ କରାଇବା ପାଇଁ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କୁ ଅନୁରୋଧ ମଧ୍ୟ କରିଥିଲେ।

ପୂର୍ବତନ ଡେପୁଟି କମାଣ୍ଡାଣ୍ଟ ଦୁର୍ଗା ପ୍ରସାଦ ହୋତା କହିଛନ୍ତି, “ଡି’ ବ୍ରଦର୍ସଙ୍କ ସହ ମାରିକ୍‌ଙ୍କ ସମ୍ପର୍କ ଥାଇ ପରେ ବୋଲି ସନ୍ଦେହ ପ୍ରକାଶ ପାଇଥିବାରୁ ଏହାର ନିରପେକ୍ଷ ତଦନ୍ତ ଦରକାର।”

ଅନ୍ୟପକ୍ଷେ ହୋତାଙ୍କ ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି ମାରିକ୍‌ କହିଛନ୍ତି। ସେ କହିଛନ୍ତି, “ଦୁର୍ଗା ପ୍ରସାଦ ହୋତା ଆଣିଥିବା ଅଭିଯୋଗର ନିର୍ଦ୍ଦିଷ୍ଟ ପ୍ରମାଣ ଦିଅନ୍ତୁ। ନଚେତ ସେ ତାଙ୍କୁ କୋର୍ଟରେ ଦେଖିବେ।”

ମାରିକ ଡି’ ବ୍ରଦର୍ସଙ୍କଠାରୁ ୭ କୋଟି ଟଙ୍କା ନେଇଥିବା ପୂର୍ବତନ ଆଇଜି ଅନାଦି ସାହୁ ଅଭିଯୋଗ କରିଥିଲେ। ମାରିକଙ୍କ ତତ୍‌କାଳୀନ ଷ୍ଟେନୋ ରବୀନ୍ଦ୍ର ସେଠୀଙ୍କ ଜରିଆରେ ଏହି ଅର୍ଥ କାରବାର ହୋଇଥିବା ଅନାଦି କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story