ସଂଜୀବ ମାରିକଙ୍କ ମାନହାନୀ ମକଦ୍ଦମା ମାମଲା, ଅନାଦି ସାହୁଙ୍କୁ ନୋଟିସ୍‌ 

ଭୁବନେଶ୍ୱର: ପୂର୍ବତନ ପୋଲିସ୍ ଡିଜି ସଂଜୀବ ମାରିକଙ୍କ ମାନହାନୀ ମକଦ୍ଦମାକୁ ନେଇ ପୂର୍ବତନ ପୋଲିସ ଆଇଜି ଅନାଦି ସାହୁଙ୍କୁ ନୋଟିସ୍‌  କରାଯାଇଛି। ଭୁବନେଶ୍ୱର ଏସଡିଜିଏମ୍‌ କୋର୍ଟ ପକ୍ଷରୁ ଏହି ନୋଟିସ୍‌ ଜାରି କରାଯାଇଛି। ମେ’ ୩ ତାରିଖରେ ବ୍ୟକ୍ତିଗତ ଭାବେ କୋର୍ଟରେ ହାଜର ହେବାକୁ ଏହି ନୋଟିସ୍‌ କରାଯାଇଛି। ଦୁର୍ଦ୍ଦାନ୍ତ ଅପରାଧୀ ଧଳସାମନ୍ତ ବ୍ରଦର୍ସଙ୍କ ସହ ପୂର୍ବତନ ପୋଲିସ୍‌ ଡିଜି ସଞ୍ଜୀବ ମାରିକଙ୍କ ସମ୍ପର୍କ ଥିବା ଏବଂ ତାଙ୍କ ପୁଅ ବାହାଘର ଖର୍ଚ୍ଚ ଧଳ ସାମନ୍ତ ବଦର୍ସ […]

sanjib-marik-and-anadi-sahoo (1)

sanjib-marik-and-anadi-sahoo (1)

Rakesh Mallick
  • Published: Monday, 10 April 2017
  • Updated: 10 April 2017, 08:14 AM IST

Sports

Latest News

ଭୁବନେଶ୍ୱର: ପୂର୍ବତନ ପୋଲିସ୍ ଡିଜି ସଂଜୀବ ମାରିକଙ୍କ ମାନହାନୀ ମକଦ୍ଦମାକୁ ନେଇ ପୂର୍ବତନ ପୋଲିସ ଆଇଜି ଅନାଦି ସାହୁଙ୍କୁ ନୋଟିସ୍‌  କରାଯାଇଛି। ଭୁବନେଶ୍ୱର ଏସଡିଜିଏମ୍‌ କୋର୍ଟ ପକ୍ଷରୁ ଏହି ନୋଟିସ୍‌ ଜାରି କରାଯାଇଛି। ମେ’ ୩ ତାରିଖରେ ବ୍ୟକ୍ତିଗତ ଭାବେ କୋର୍ଟରେ ହାଜର ହେବାକୁ ଏହି ନୋଟିସ୍‌ କରାଯାଇଛି।

ଦୁର୍ଦ୍ଦାନ୍ତ ଅପରାଧୀ ଧଳସାମନ୍ତ ବ୍ରଦର୍ସଙ୍କ ସହ ପୂର୍ବତନ ପୋଲିସ୍‌ ଡିଜି ସଞ୍ଜୀବ ମାରିକଙ୍କ ସମ୍ପର୍କ ଥିବା ଏବଂ ତାଙ୍କ ପୁଅ ବାହାଘର ଖର୍ଚ୍ଚ ଧଳ ସାମନ୍ତ ବଦର୍ସ ପକ୍ଷରୁ କରାଯାଇଥିବା ନେଇ ଅନାଦି ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଥିଲେ।  ଏହାକୁ ନେଇ ପୂର୍ବତନ ଡିଜି ତାଙ୍କ ନାଁରେ ମାନହାନୀ ମକଦ୍ଦମା କରିଥିଲେ।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos