ସଂସଦ କ୍ୟାଣ୍ଟିନରେ ଖାଦ୍ୟ ରିହାତି ବନ୍ଦ କରାଯିବା ନିଷ୍ପତ୍ତିକୁ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ସ୍ୱାଗତ

ଭୁବନେଶ୍ୱର:ସଂସଦ କ୍ୟାଣ୍ଟିନରେ ସାଂସଦମାନଙ୍କୁ ମିଳୁଥିବା ଖାଦ୍ୟ ରିହାତି ବନ୍ଦ କରାଯିବା ନିଷ୍ପତ୍ତିକୁ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ସ୍ୱାଗତ କରିଛନ୍ତି। ଏହି ରିହାତି ଉଚ୍ଛେଦ କରିବା ପାଇଁ ଲୋକସଭା ବାଚସ୍ପତି ସୁମିତ୍ରା ମହାଜନଙ୍କୁ ବୈଜୟନ୍ତ ଦେଇଥିବା ପ୍ରସ୍ତାବ କେନ୍ଦ୍ର ସରକାର ଗ୍ରହଣ କରିଛନ୍ତି। ସରକାର ସଂସଦ କ୍ୟାଣ୍ଟିନରେ  ମିଳୁଥିବା ଖାଦ୍ୟ ରିହାତି ବନ୍ଦ କରିବା ସହ ଏହାର ଦରବୃଦ୍ଧି ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହା ଜାନୁଆରୀ ପହିଲାରୁ ଲାଗୁ ହୋଇଛି। ଗତବର୍ଷ ଜୁଲାଇ ୧୬ ତାରିଖରେ ସାଂସଦ […]

Baijayant Panda, MP

Baijayant Panda, MP

Rakesh Mallick
  • Published: Saturday, 02 January 2016
  • Updated: 02 January 2016, 03:44 PM IST

Sports

Latest News

ଭୁବନେଶ୍ୱର:ସଂସଦ କ୍ୟାଣ୍ଟିନରେ ସାଂସଦମାନଙ୍କୁ ମିଳୁଥିବା ଖାଦ୍ୟ ରିହାତି ବନ୍ଦ କରାଯିବା ନିଷ୍ପତ୍ତିକୁ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ସ୍ୱାଗତ କରିଛନ୍ତି। ଏହି ରିହାତି ଉଚ୍ଛେଦ କରିବା ପାଇଁ ଲୋକସଭା ବାଚସ୍ପତି ସୁମିତ୍ରା ମହାଜନଙ୍କୁ ବୈଜୟନ୍ତ ଦେଇଥିବା ପ୍ରସ୍ତାବ କେନ୍ଦ୍ର ସରକାର ଗ୍ରହଣ କରିଛନ୍ତି। ସରକାର ସଂସଦ କ୍ୟାଣ୍ଟିନରେ  ମିଳୁଥିବା ଖାଦ୍ୟ ରିହାତି ବନ୍ଦ କରିବା ସହ ଏହାର ଦରବୃଦ୍ଧି ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହା ଜାନୁଆରୀ ପହିଲାରୁ ଲାଗୁ ହୋଇଛି।

ଗତବର୍ଷ ଜୁଲାଇ ୧୬ ତାରିଖରେ ସାଂସଦ ବୈଜୟନ୍ତ ପଣ୍ଡା ଲୋକସଭା ବାଚସ୍ପତିଙ୍କୁ ଚିଠି ଲେଖି ଖାଦ୍ୟ ରିହାତି ବନ୍ଦ କରିବାକୁ ପ୍ରସ୍ତାବ ଦେଇଥିଲେ।  ସାଂସଦମାନେ ସ୍ୱେଚ୍ଛାକୃତ ଭାବେ ଖାଦ୍ୟ ଉପରେ ମିଳୁଥିବା ରିହାତିକୁ ଛାଡ଼ିଦେବା ଉଚିତ ବୋଲି ସେ ଦର୍ଶାଇବା ସହ ରିହାତି ବାବଦକୁ ମିଳୁଥିବା ବର୍ଷକୁ ୧୦ କୋଟିରୁ ଅଧିକ ଟଙ୍କା ଗରିବ ଲୋକଙ୍କ ଉନ୍ନତି ପାଇଁ ଉପଯୋଗ କରାଯାଇପାରିବ ବୋଲି କହିଥିଲେ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story