ସଂସଦ ଭବନ ପାହାଚରୁ ଖସି ବିଷ୍ଣୁ ଦାସ ଆହତ

ନୂଆଦିଲ୍ଲୀ: ସଂସଦ ଭବନ ପାହାଚରୁ ଖସି ରାଜ୍ୟସଭା ସାଂସଦ ବିଷ୍ଣୁ ଦାସ ଆହତ ହୋଇଛନ୍ତି। ଆଜି ବିଷ୍ଣୁ ୧୨ ନମ୍ବର ଗେଟ୍‌ ଦେଇ ବାହାରକୁ ଆସୁଥିବା ବେଳେ ଗୋଡ଼ ଖସି ଯିବାରୁ ପଡି ଯାଇଥିଲେ। ତାଙ୍କ ନାକରେ ଆଘାତ ଲାଗିବା ସହ ରକ୍ତସ୍ରାବ ହୋଇଥିଲା। ପାର୍ଲାମେଣ୍ଟ ଆମ୍ବୁଲାନ୍ସ ଦ୍ୱାରା ତାଙ୍କୁ ନିକଟସ୍ଥ ରାମ ମନୋହର ଲୋହିୟା ହସ୍ପିଟାଲକୁ ନିଆଯାଇଥିଲା। ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା ଜଣାପଡିଛି।

bishnu

bishnu

Rakesh Mallick
  • Published: Wednesday, 20 July 2016
  • Updated: 20 July 2016, 09:42 PM IST

Sports

Latest News

ନୂଆଦିଲ୍ଲୀ: ସଂସଦ ଭବନ ପାହାଚରୁ ଖସି ରାଜ୍ୟସଭା ସାଂସଦ ବିଷ୍ଣୁ ଦାସ ଆହତ ହୋଇଛନ୍ତି। ଆଜି ବିଷ୍ଣୁ ୧୨ ନମ୍ବର ଗେଟ୍‌ ଦେଇ ବାହାରକୁ ଆସୁଥିବା ବେଳେ ଗୋଡ଼ ଖସି ଯିବାରୁ ପଡି ଯାଇଥିଲେ। ତାଙ୍କ ନାକରେ ଆଘାତ ଲାଗିବା ସହ ରକ୍ତସ୍ରାବ ହୋଇଥିଲା।

ପାର୍ଲାମେଣ୍ଟ ଆମ୍ବୁଲାନ୍ସ ଦ୍ୱାରା ତାଙ୍କୁ ନିକଟସ୍ଥ ରାମ ମନୋହର ଲୋହିୟା ହସ୍ପିଟାଲକୁ ନିଆଯାଇଥିଲା। ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା ଜଣାପଡିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos