ଶପଥ ନେଲେ ରାଜ୍ୟସଭା ସଦସ୍ୟ ନରେନ୍ଦ୍ର ସ୍ୱାଇଁ

ଭୁବନେଶ୍ୱର: ନବ ନିର୍ବାଚିତ ରାଜ୍ୟସଭା ସଦସ୍ୟ ନରେନ୍ଦ୍ର ସ୍ୱାଇଁ ଆଜି ଶପଥ ଗ୍ରହଣ କରିଛନ୍ତି। ରାଜ୍ୟର ସ୍ୱାର୍ଥରକ୍ଷା ପାଇଁ ଯତ୍ନଶୀଳ ହେବେ ବୋଲି ଶପଥ ଗ୍ରହଣ ପରେ ନରେନ୍ଦ୍ର ଓଟିଭିକୁ କହିଛନ୍ତି। ଏହାଛଡ଼ା କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗରେ ଦଳ ଯେଉଁ ପଦକ୍ଷେପ ନେବ ସେଥିରେ ସେ ସାମିଲ ହେବେ ବୋଲି କହିଛନ୍ତି। କଳ୍ପତରୁ ଦାସଙ୍କ ପରଲୋକ ପରେ ଖାଲି ପଡିଥିବା ରାଜ୍ୟସଭା ଆସନ ପାଇଁ ହୋଇଥିବା ଉପ-ନିର୍ବାଚନରେ ନରେନ୍ଦ୍ର ଏକମାତ୍ର ପ୍ରାର୍ଥୀ ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିଲେ।

narendra

narendra

Rakesh Mallick
  • Published: Monday, 14 December 2015
  • Updated: 14 December 2015, 02:01 PM IST

Sports

Latest News

ଭୁବନେଶ୍ୱର: ନବ ନିର୍ବାଚିତ ରାଜ୍ୟସଭା ସଦସ୍ୟ ନରେନ୍ଦ୍ର ସ୍ୱାଇଁ ଆଜି ଶପଥ ଗ୍ରହଣ କରିଛନ୍ତି। ରାଜ୍ୟର ସ୍ୱାର୍ଥରକ୍ଷା ପାଇଁ ଯତ୍ନଶୀଳ ହେବେ ବୋଲି ଶପଥ ଗ୍ରହଣ ପରେ ନରେନ୍ଦ୍ର ଓଟିଭିକୁ କହିଛନ୍ତି। ଏହାଛଡ଼ା କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗରେ ଦଳ ଯେଉଁ ପଦକ୍ଷେପ ନେବ ସେଥିରେ ସେ ସାମିଲ ହେବେ ବୋଲି କହିଛନ୍ତି।

କଳ୍ପତରୁ ଦାସଙ୍କ ପରଲୋକ ପରେ ଖାଲି ପଡିଥିବା ରାଜ୍ୟସଭା ଆସନ ପାଇଁ ହୋଇଥିବା ଉପ-ନିର୍ବାଚନରେ ନରେନ୍ଦ୍ର ଏକମାତ୍ର ପ୍ରାର୍ଥୀ ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos