୧୫ରେ ବିଧାନସଭା ଆଗରେ ପ୍ରତିବାଦ, ୧୬ ଆମରଣ ଅନଶନ: ସରକାରୀ ହାଇସ୍କୁଲ ଚୁକ୍ତିଭିତ୍ତିକ ଶିକ୍ଷକ ସଂଘ

ଭୁବନେଶ୍ୱର: ଅନ୍ୟାୟ ପୂର୍ବକ କରାଯାଇଥିବା ଛଟେଇକୁ ବିରୋଧ ଓ ସରକାରଙ୍କ ଉଦାସୀନତା ଯୋଗୁ ଆଗାମୀ ଦିନରେ ଆନ୍ଦୋଳନକୁ ତୀବ୍ରତର କରାଯିବ। ଆସନ୍ତାକାଲି ରାଜ୍ୟର ସମସ୍ତ ଜିଲା ଶିକ୍ଷାଧିକାରୀଙ୍କର କାର୍ଯ୍ୟାଳୟ ଘେରାଉ କରାଯାଇ ତାଲା ପକାଯିବ ବୋଲି ଓଡ଼ିଶା ସରକାରୀ ହାଇସ୍କୁଲ ଚୁକ୍ତିଭିତ୍ତିକ ଶିକ୍ଷକ ସଂଘ ଚେତାବନୀ ଦେଇଛି। ଡିସେମ୍ୱର ୧୫ ତାରିଖରେ ବିଧାନସଭା ଆଗରେ ପ୍ରତିବାଦ ସଭା କରାଯାଇ ଡିସେମ୍ୱର ୧୬ ତାରିଖରୁ ଆମରଣ ଅନଶନ ଆରମ୍ଭ ହେବ ବୋଲି ଆଜି ଏକ ସାମ୍ୱାଦିକ ସମ୍ମିଳନୀରେ ସଂଘ […]

teacher

teacher

Rakesh Mallick
  • Published: Sunday, 13 December 2015
  • Updated: 13 December 2015, 01:58 PM IST

Sports

Latest News

ଭୁବନେଶ୍ୱର: ଅନ୍ୟାୟ ପୂର୍ବକ କରାଯାଇଥିବା ଛଟେଇକୁ ବିରୋଧ ଓ ସରକାରଙ୍କ ଉଦାସୀନତା ଯୋଗୁ ଆଗାମୀ ଦିନରେ ଆନ୍ଦୋଳନକୁ ତୀବ୍ରତର କରାଯିବ। ଆସନ୍ତାକାଲି ରାଜ୍ୟର ସମସ୍ତ ଜିଲା ଶିକ୍ଷାଧିକାରୀଙ୍କର କାର୍ଯ୍ୟାଳୟ ଘେରାଉ କରାଯାଇ ତାଲା ପକାଯିବ ବୋଲି ଓଡ଼ିଶା ସରକାରୀ ହାଇସ୍କୁଲ ଚୁକ୍ତିଭିତ୍ତିକ ଶିକ୍ଷକ ସଂଘ ଚେତାବନୀ ଦେଇଛି।

ଡିସେମ୍ୱର ୧୫ ତାରିଖରେ ବିଧାନସଭା ଆଗରେ ପ୍ରତିବାଦ ସଭା କରାଯାଇ ଡିସେମ୍ୱର ୧୬ ତାରିଖରୁ ଆମରଣ ଅନଶନ ଆରମ୍ଭ ହେବ ବୋଲି ଆଜି ଏକ ସାମ୍ୱାଦିକ ସମ୍ମିଳନୀରେ ସଂଘ ପକ୍ଷରୁ କୁହାଯାଇଛି। ହାଇକୋର୍ଟ ରାୟ ଦେବା ପରେ ଆନ୍ଦୋଳନକୁ ଓହ୍ଲାଇଥିଲା ସଂଘ। ତେବେ ସରକାରଙ୍କ ପ୍ରତିଶ୍ରୁତି ପରେ ସଂଘ ଆନ୍ଦୋଳନରୁ ବିରତ ରହିଥିଲା। ମାତ୍ର ଦୀର୍ଘଦିନ ଧରି ସରକାର ଦେଇଥିବା ପ୍ରତିଶ୍ରୁତି ପାଳନ କରି ନ ଥିବାରୁ ବାଧ୍ୟ ହୋଇ ଆନ୍ଦୋଳନକୁ ଓହ୍ଲାଇବାକୁ ନିଷ୍ପତ୍ତି ନିଆଯାଇଥିବା ସଂଘ ପକ୍ଷରୁ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story