ସରକାରୀ ଜମିରୁ ଜବରଦଖଲ ହଟାଇବା ପାଇଁ ଗଜଭିୟେଙ୍କ ପତ୍ନୀଙ୍କୁ ନୋଟିସ

ପୁରୀ: ସରକାରୀ ଜମିରୁ ଜବରଦଖଲ ହଟାଇବା ପାଇଁ ପୂର୍ବତନ ଏସପି ସତୀଶ ଗଜଭିୟେଙ୍କ ପତ୍ନୀଙ୍କୁ ନୋଟିସ ଜାରି କରାଯାଇଛି। ଏକ ମାସ ଭିତରେ ଏହି ଜମିରୁ ଜବରଦଖଲ ହଟାଇବା ଲାଗି ଗୋପ୍ ତହସିଲ ପକ୍ଷରୁ ଏହି ନୋଟିସ ଜାରି ହୋଇଛି। ପୁରୀ ଜିଲ୍ଲାର ଗୋପ୍ ବ୍ଲକରେ ବଡ଼କିଆପାଳରେ ଗଜଭିୟେଙ୍କ ପତ୍ନୀ ୧୨ ଏକର ସରକାରୀ ଜମି ଜବରଦଖଲ କରିଥିବା ଅଭିଯୋଗ ହୋଇଥିଲା। ପରେ ଏହି ଜମିରୁ ଜବରଦଖଲ ହଟାଇ ଦେବା ଲାଗି ପ୍ରଶାସନ ପକ୍ଷରୁ ପଦକ୍ଷେପ ଆରମ୍ଭ […]

gajabhiye1

gajabhiye1

Rakesh Mallick
  • Published: Tuesday, 05 January 2016
  • Updated: 05 January 2016, 01:41 PM IST

Sports

Latest News

ପୁରୀ: ସରକାରୀ ଜମିରୁ ଜବରଦଖଲ ହଟାଇବା ପାଇଁ ପୂର୍ବତନ ଏସପି ସତୀଶ ଗଜଭିୟେଙ୍କ ପତ୍ନୀଙ୍କୁ ନୋଟିସ ଜାରି କରାଯାଇଛି। ଏକ ମାସ ଭିତରେ ଏହି ଜମିରୁ ଜବରଦଖଲ ହଟାଇବା ଲାଗି ଗୋପ୍ ତହସିଲ ପକ୍ଷରୁ ଏହି ନୋଟିସ ଜାରି ହୋଇଛି। ପୁରୀ ଜିଲ୍ଲାର ଗୋପ୍ ବ୍ଲକରେ ବଡ଼କିଆପାଳରେ ଗଜଭିୟେଙ୍କ ପତ୍ନୀ ୧୨ ଏକର ସରକାରୀ ଜମି ଜବରଦଖଲ କରିଥିବା ଅଭିଯୋଗ ହୋଇଥିଲା। ପରେ ଏହି ଜମିରୁ ଜବରଦଖଲ ହଟାଇ ଦେବା ଲାଗି ପ୍ରଶାସନ ପକ୍ଷରୁ ପଦକ୍ଷେପ ଆରମ୍ଭ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos