ସରକାରୀ ସ୍ତରରେ ଓଡ଼ିଆ ଭାଷାର ପ୍ରଚଳନ ନ ହେବା ନେଇ ଭାଷା ସୁରକ୍ଷା ସମ୍ମିଳନୀର ଉଦବେଗ

ଭୁବନେଶ୍ୱର: ଭାଷା ସୁରକ୍ଷା ସମ୍ମିଳନୀର ଏକ ବୈଠକ ଭୁବନେଶ୍ୱରରେ ଆଜି ଅନୁଷ୍ଠିତ ହୋଇଯାଇଛି। ଏଥିରେ ବହୁ ସାହିତ୍ୟିକ, ଭାଷାବିତ୍ ରାଜନେତା ପ୍ରମୁଖ ଯୋଗଦେଇଥିଲେ। ସରକାରୀ ସ୍ତରରେ ଏଯାଏ ଓଡ଼ିଆ ଭାଷାର ବିଧିବଦ୍ଧ ପ୍ରୟୋଗ ହୋଇପାରିନାହିଁ। ତେଣୁ କିପରି ଏଦିଗରେ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ସେନେଇ ମତପ୍ରକାଶ ପାଇଛି। ସମ୍ମିଳନୀରେ ସଭାପତିତ୍ୱ କରିଥିଲେ ସାଂସଦ ବୈଷ୍ଣବ ପରିଡା, ବରିଷ୍ଠ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନ, ଭାଷାବିତ ଦେବୀପ୍ରସାଦ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

basa

basa

Rakesh Mallick
  • Published: Friday, 30 October 2015
  • Updated: 30 October 2015, 05:42 PM IST

ଭୁବନେଶ୍ୱର: ଭାଷା ସୁରକ୍ଷା ସମ୍ମିଳନୀର ଏକ ବୈଠକ ଭୁବନେଶ୍ୱରରେ ଆଜି ଅନୁଷ୍ଠିତ ହୋଇଯାଇଛି। ଏଥିରେ ବହୁ ସାହିତ୍ୟିକ, ଭାଷାବିତ୍ ରାଜନେତା ପ୍ରମୁଖ ଯୋଗଦେଇଥିଲେ। ସରକାରୀ ସ୍ତରରେ ଏଯାଏ ଓଡ଼ିଆ ଭାଷାର ବିଧିବଦ୍ଧ ପ୍ରୟୋଗ ହୋଇପାରିନାହିଁ। ତେଣୁ କିପରି ଏଦିଗରେ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ସେନେଇ ମତପ୍ରକାଶ ପାଇଛି। ସମ୍ମିଳନୀରେ ସଭାପତିତ୍ୱ କରିଥିଲେ ସାଂସଦ ବୈଷ୍ଣବ ପରିଡା, ବରିଷ୍ଠ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନ, ଭାଷାବିତ ଦେବୀପ୍ରସାଦ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos