ସାରଥି ମାମଲା: ରାୟ ସଂରକ୍ଷିତ ରଖିଲେ ହାଇକୋର୍ଟ

କଟକ: ସାରଥି ଓରଫ୍‌ ସନ୍ତୋଷ ରାଉଳଙ୍କ ବିରୋଧରେ ବିବାଦୀୟ ଯୁବତୀଙ୍କ ଏତଲା ପ୍ରସଙ୍ଗରେ ହାଇକୋର୍ଟରେ ଚାଲିଥିବା ମାମଲାର ଶୁଣାଣି ଶେଷ ହୋଇଛି। ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ହାଇକୋର୍ଟ ମାମଲାର ବିଚାର କରି ରାୟ ସଂରକ୍ଷିତ ରଖିଛନ୍ତି। ଏହି ମାମଲାରେ ସହ-ଅଭିଯୁକ୍ତ ମଞ୍ଜୁଲତା ସ୍ୱାଇଁ ଓ ଶୁଭଲକ୍ଷ୍ମୀ ପତି ପୂର୍ବରୁ ଜାମିନ୍‌ରେ ଆସିଛନ୍ତି। ସାରଥି ପ୍ରାୟ ୧୫ରୁ ଊର୍ଦ୍ଧ୍ୱ ମାସ ଧରି ବିନା ବିଚାରରେ ଜେଲରେ ଅଛନ୍ତି। ଏସବୁ ଦୃଷ୍ଟିରୁ ତାଙ୍କୁ ଜାମିନ ଦେବାକୁ ସାରଥିଙ୍କ […]

highcourt

highcourt

Rakesh Mallick
  • Published: Wednesday, 16 November 2016
  • Updated: 16 November 2016, 08:33 PM IST

Sports

Latest News

କଟକ: ସାରଥି ଓରଫ୍‌ ସନ୍ତୋଷ ରାଉଳଙ୍କ ବିରୋଧରେ ବିବାଦୀୟ ଯୁବତୀଙ୍କ ଏତଲା ପ୍ରସଙ୍ଗରେ ହାଇକୋର୍ଟରେ ଚାଲିଥିବା ମାମଲାର ଶୁଣାଣି ଶେଷ ହୋଇଛି। ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ହାଇକୋର୍ଟ ମାମଲାର ବିଚାର କରି ରାୟ ସଂରକ୍ଷିତ ରଖିଛନ୍ତି। ଏହି ମାମଲାରେ ସହ-ଅଭିଯୁକ୍ତ ମଞ୍ଜୁଲତା ସ୍ୱାଇଁ ଓ ଶୁଭଲକ୍ଷ୍ମୀ ପତି ପୂର୍ବରୁ ଜାମିନ୍‌ରେ ଆସିଛନ୍ତି।

ସାରଥି ପ୍ରାୟ ୧୫ରୁ ଊର୍ଦ୍ଧ୍ୱ ମାସ ଧରି ବିନା ବିଚାରରେ ଜେଲରେ ଅଛନ୍ତି। ଏସବୁ ଦୃଷ୍ଟିରୁ ତାଙ୍କୁ ଜାମିନ ଦେବାକୁ ସାରଥିଙ୍କ ଓକିଲ ଯୁକ୍ତି ବାଢ଼ିଥିଲେ।

କ୍ରାଇମବ୍ରାଞ୍ଚ ପକ୍ଷରୁ ଦାୟର ହୋଇଥିବା ଅନ୍ୟ ଏକ ମାମଲାରେ ସାରଥିଙ୍କ ଜାମିନ୍‌ ଆବେଦନର ଶୁଣାଣି ହୋଇପାରି ନାହିଁ। ସାରଥିଙ୍କୁ ଜେଲରେ ଭେଟି କେଉଁ ଓକିଲ ତାଙ୍କର ପକ୍ଷ ରଖିବେ ସେ ନେଇ ଦୁଇ ସପ୍ତାହ ମଧ୍ୟରେ ସ୍ପଷ୍ଟ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story