ସାରଥିଙ୍କ ଅର୍ଥ କାରବାର ମାମଲା: ୩ ସହଯୋଗୀଙ୍କୁ ଇଡିର ଜେରା

କଟକ: ସତ୍ୟମ୍ ଚାରିଟେବଲ୍ ଟ୍ରଷ୍ଟର ବେଆଇନ ଅର୍ଥ କାରବାର ଓ ଜମି କିଣାବିକା ମାମଲାରେ ସାରଥି ଓରଫ୍ ସନ୍ତୋଷ ରାଉଳଙ୍କ ଅନ୍ୟତମ ସହଯୋଗୀ ପ୍ରଦୀପ ସାହୁଙ୍କୁ ଆଜି ଇଡି ପଚରାଉଚରା କରୁଛି।  ଗତକାଲି  ସାରଥିଙ୍କ ପାଳିତ ପୁଅ ସତ୍ୟମ ରାଉଳଙ୍କୁ ଇଡି ୫ ଘଣ୍ଟା ଧରି ଜେରା କରିଥିଲା। ସେହିପରି ସାରଥିଙ୍କ ଅନ୍ୟ ଜଣେ ପ୍ରମୁଖ ସହଯୋଗୀ ପିଲାସ୍କିକୁ ମଧ୍ୟ ଇଡି ପଚରାଉଚରା କରିଥିଲା। ଆଶ୍ରମର ଦୁଇ କର୍ମଚାରୀ ସରୋଜ ରାଉତ ଏବଂ ବିଚିତ୍ରଙ୍କୁ ମଧ୍ୟ ଇଡି […]

sarathi

sarathi

Rakesh Mallick
  • Published: Friday, 03 June 2016
  • Updated: 03 June 2016, 06:04 PM IST

Sports

Latest News

କଟକ: ସତ୍ୟମ୍ ଚାରିଟେବଲ୍ ଟ୍ରଷ୍ଟର ବେଆଇନ ଅର୍ଥ କାରବାର ଓ ଜମି କିଣାବିକା ମାମଲାରେ ସାରଥି ଓରଫ୍ ସନ୍ତୋଷ ରାଉଳଙ୍କ ଅନ୍ୟତମ ସହଯୋଗୀ ପ୍ରଦୀପ ସାହୁଙ୍କୁ ଆଜି ଇଡି ପଚରାଉଚରା କରୁଛି।  ଗତକାଲି  ସାରଥିଙ୍କ ପାଳିତ ପୁଅ ସତ୍ୟମ ରାଉଳଙ୍କୁ ଇଡି ୫ ଘଣ୍ଟା ଧରି ଜେରା କରିଥିଲା। ସେହିପରି ସାରଥିଙ୍କ ଅନ୍ୟ ଜଣେ ପ୍ରମୁଖ ସହଯୋଗୀ ପିଲାସ୍କିକୁ ମଧ୍ୟ ଇଡି ପଚରାଉଚରା କରିଥିଲା।

ଆଶ୍ରମର ଦୁଇ କର୍ମଚାରୀ ସରୋଜ ରାଉତ ଏବଂ ବିଚିତ୍ରଙ୍କୁ ମଧ୍ୟ ଇଡି ଜେରା କରିଛି। ଇଡି ଯାହା ପଚାରିଥିଲେ ସେ ସବୁର ଉତ୍ତର ଦେଇଥିବା ଏମାନେ ଜେରା ପରେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story