ସାରଥୀଙ୍କ ଜାମିନ ପ୍ରସଙ୍ଗ; ତଳ କୋର୍ଟରେ ଆଉ କିଛି କାଗଜପତ୍ର ଦାଖଲ କରିବାକୁ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ସୁପ୍ରିମ୍‌କୋର୍ଟରେ ସାରଥୀଙ୍କ ଜାମିନ ଆବେଦନର ଶୁଣାଣି ହୋଇଛି। ତଳ କୋର୍ଟରେ ଆଉ କିଛି କାଗଜପତ୍ର ଦାଖଲ କରିବା ପାଇଁ କୋର୍ଟ ଆବେଦନକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଚାରି ସପ୍ତାହ ପରେ କୋର୍ଟରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।