ସର୍ଦ୍ଦାର ରାଜାସ୍ ମେଡିକାଲ କଲେଜର ୪୫ ଛାତ୍ରଛାତ୍ରୀଙ୍କ  ନାମଲେଖାକୁ ବୁର୍ଲା ମେଡିକାଲ କଲେଜ ଛାତ୍ରଛାତ୍ରୀଙ୍କ ବିରୋଧ

କଳାହାଣ୍ଡି: କଳାହାଣ୍ଡି ସର୍ଦ୍ଦାର ରାଜାସ୍ ମେଡିକାଲ କଲେଜର ୪୫ ଜଣ ଛାତ୍ରଛାତ୍ରୀଙ୍କ ବୁର୍ଲା ମେଡିକାଲ କଲେଜରେ ନାମଲେଖାକୁ ବିରୋଧ କରାଯାଇଛି। ଏହାକୁ ନେଇ ବୁର୍ଲା ମେଡିକାଲ କଲେଜର ଛାତ୍ରଛାତ୍ରୀମାନେ ମୁଖ୍ୟ ଫାଟକ ଆଗରେ ନୀରବ ପ୍ରତିବାଦ ଜଣାଇଛନ୍ତି। ନାମଲେଖାକୁ ବିରୋଧ କରି ହାଇକୋର୍ଟରେ ରିଟ୍ ପିଟିସନ୍ ଦାଖଲ କରାଯିବ ବୋଲି ସେମାନେ ସୂଚନା ଦେଇଛନ୍ତି। ଛାତ୍ରଛାତ୍ରୀମାନେ ଦର୍ଶାଇଛନ୍ତି ଯେ ବର୍ତ୍ତମାନ ବୁର୍ଲାରେ ୧୫୦ ଜଣଙ୍କ ପଢିବା ପାଇଁ ଆବଶ୍ୟକୀୟ ଭିତ୍ତିଭୂମିର ଅଭାବ ରହିଛି। ଏଥିଯୋଗୁଁ ଛାତ୍ରଛାତ୍ରୀମାନେ ଅସୁବିଧାର […]

burla madical

burla madical

Rakesh Mallick
  • Published: Sunday, 22 November 2015
  • Updated: 22 November 2015, 02:53 AM IST

Sports

Latest News

କଳାହାଣ୍ଡି: କଳାହାଣ୍ଡି ସର୍ଦ୍ଦାର ରାଜାସ୍ ମେଡିକାଲ କଲେଜର ୪୫ ଜଣ ଛାତ୍ରଛାତ୍ରୀଙ୍କ ବୁର୍ଲା ମେଡିକାଲ କଲେଜରେ ନାମଲେଖାକୁ ବିରୋଧ କରାଯାଇଛି। ଏହାକୁ ନେଇ ବୁର୍ଲା ମେଡିକାଲ କଲେଜର ଛାତ୍ରଛାତ୍ରୀମାନେ ମୁଖ୍ୟ ଫାଟକ ଆଗରେ ନୀରବ ପ୍ରତିବାଦ ଜଣାଇଛନ୍ତି। ନାମଲେଖାକୁ ବିରୋଧ କରି ହାଇକୋର୍ଟରେ ରିଟ୍ ପିଟିସନ୍ ଦାଖଲ କରାଯିବ ବୋଲି ସେମାନେ ସୂଚନା ଦେଇଛନ୍ତି। ଛାତ୍ରଛାତ୍ରୀମାନେ ଦର୍ଶାଇଛନ୍ତି ଯେ ବର୍ତ୍ତମାନ ବୁର୍ଲାରେ ୧୫୦ ଜଣଙ୍କ ପଢିବା ପାଇଁ ଆବଶ୍ୟକୀୟ ଭିତ୍ତିଭୂମିର ଅଭାବ ରହିଛି। ଏଥିଯୋଗୁଁ ଛାତ୍ରଛାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ ଏପରି ସ୍ଥଳେ ଅନ୍ୟ ବୈଷୟିକ କଲେଜର ଛାତ୍ରଛାତ୍ରୀ ନାମ ଲେଖାଇଲେ ପାଠପଢାରେ ବ୍ୟାଘାତ ସୃଷ୍ଟି ହେବ ବୋଲି ବୁର୍ଲା ମେଡିକାଲର ଛାତ୍ରଛାତ୍ରୀମାନେ କହିଛନ୍ତି। ତେଣୁ ନାମ ଲେଖା ପୂର୍ବରୁ ଆବଶ୍ୟକୀୟ ଭିତ୍ତିଭୂମି ଯୋଗାଇବା ସହ ଖାଲି ଥିବା ପଦବୀ ପୁରଣ ପାଇଁ କଲେଜର ଛାତ୍ରଛାତ୍ରୀ ଦାବି କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story