ସର୍ଦ୍ଦାର ରାଜାସ୍ ମେଡିକାଲ୍ କଲେଜ ମାମଲା: ୨ସପ୍ତାହ ମଧ୍ୟରେ ନାମଲେଖା ସାରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: ସର୍ଦ୍ଦାର ରାଜାସ ମେଡିକାଲ୍ କଲେଜ ବିବାଦ ପ୍ରସଙ୍ଗରେ ଆଜି ହାଇକୋର୍ଟରେ ଶୁଣାଣି ହୋଇଛି। ସରକାରୀ କୋଟାରେ ନାମ ଲେଖାଇ ଥିବା ଛାତ୍ରଛାତ୍ରୀଙ୍କୁ ସରକାରୀ ମେଡିକାଲ୍ କଲେଜରେ ଓ ମ୍ୟାନେଜମେଣ୍ଟ କୋଟାରେ ଆଡମିସନ୍ କରିଥିବା ଛାତ୍ରଛାତ୍ରୀଙ୍କୁ ଘରୋଇ ମେଡିକାଲ୍ କଲେଜରେ ନାମ ଲେଖାଇ ପାଠପଢାଯିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୨୭ରେ ବସିବାକୁ ଥିବା ଏମିସିଆଇର ଏକଜିକ୍ୟୁଟିଭ୍ କାଉନସିଲ୍ ବୈଠକରେ ନାମଲେଖା ପ୍ରକ୍ରିୟା ସମ୍ପର୍କରେ ଆଲୋଚନା ହେବ। ଏହାର ଦୁଇ ସପ୍ତାହ ମଧ୍ୟରେ ନାମଲେଖା ସାରିବାକୁ ହାଇକୋର୍ଟ […]

kalahandi

kalahandi

Rakesh Mallick
  • Published: Wednesday, 18 November 2015
  • Updated: 18 November 2015, 02:43 PM IST

Sports

Latest News

କଟକ: ସର୍ଦ୍ଦାର ରାଜାସ ମେଡିକାଲ୍ କଲେଜ ବିବାଦ ପ୍ରସଙ୍ଗରେ ଆଜି ହାଇକୋର୍ଟରେ ଶୁଣାଣି ହୋଇଛି। ସରକାରୀ କୋଟାରେ ନାମ ଲେଖାଇ ଥିବା ଛାତ୍ରଛାତ୍ରୀଙ୍କୁ ସରକାରୀ ମେଡିକାଲ୍ କଲେଜରେ ଓ ମ୍ୟାନେଜମେଣ୍ଟ କୋଟାରେ ଆଡମିସନ୍ କରିଥିବା ଛାତ୍ରଛାତ୍ରୀଙ୍କୁ ଘରୋଇ ମେଡିକାଲ୍ କଲେଜରେ ନାମ ଲେଖାଇ ପାଠପଢାଯିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୨୭ରେ ବସିବାକୁ ଥିବା ଏମିସିଆଇର ଏକଜିକ୍ୟୁଟିଭ୍ କାଉନସିଲ୍ ବୈଠକରେ ନାମଲେଖା ପ୍ରକ୍ରିୟା ସମ୍ପର୍କରେ ଆଲୋଚନା ହେବ। ଏହାର ଦୁଇ ସପ୍ତାହ ମଧ୍ୟରେ ନାମଲେଖା ସାରିବାକୁ ହାଇକୋର୍ଟ ନିର୍ଦ୍ଦେଶରେ ଦର୍ଶାଇଛନ୍ତି।

ଆବେଦନକାରୀଙ୍କ ଓକିଲ ପୀତାମ୍ବର ଆଚାର୍ଯ୍ୟ କହିଛନ୍ତି, ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ ରାଜ୍ୟ ସରକାର ଓ ଏମସିଆଇ ଆଉ ଏ ପ୍ରସଙ୍ଗକୁ ଅଧିକ ଟାଣନ୍ତୁ ନାହିଁ। ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ୨ ସପ୍ତାହ ମଧ୍ୟରେ ସେମାନଙ୍କୁ ଅନ୍ୟ ମେଡିକାଲ୍ କଲେଜରେ ପଢ଼ିବାକୁ ସୁଯୋଗ ଦିଅ। ସରକାରୀ କୋଟାରେ ସର୍ଦ୍ଦାର ରାଜାସ୍ ମେଡିକାଲ୍ କଲେଜରେ ନାମ ଲେଖାଇଥିବା ଛାତ୍ରଛାତ୍ରୀମାନଙ୍କୁ ରାଜ୍ୟର ୨ଟି ସରକାରୀ କଲେଜରେ ଓ ମ୍ୟାନେଜମେଣ୍ଟ୍ କୋଟାରେ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କୁ ଅନ୍ୟ ବେସରକାରୀ ମେଡିକାଲ୍ କଲେଜରେ ନାମ ଲେଖାଅ।

ଆବଶ୍ୟକ ଭିତ୍ତିଭୂମି ଅଭାବରୁ ସର୍ଦ୍ଦାର ରାଜାସ୍ ମେଡିକାଲ୍ କଲେଜକୁ ୨୦୧୫-୧୬ ବର୍ଷ ପାଇଁ ଏମସିଆଇ ସ୍ୱୀକୃତି ଦେବାକୁ ମନା କରିଥିଲା। ଫଳରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନେଇ ଅନିଶ୍ଚିତତା ଦେଖାଦେଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story