ସର୍ଦ୍ଦାର ରାଜାସ୍ ମେଡିକାଲ କଲେଜ ଛାତ୍ରଛାତ୍ରୀଙ୍କୁ ସ୍ଥାନାନ୍ତର ପ୍ରସଙ୍ଗ: ହାଇକୋର୍ଟରେ ଦାଏର ହେଲା ମିସକେସ୍

କଟକ: କଳାହାଣ୍ଡି ଜିଲ୍ଲା ଜାରିଂସ୍ଥିତ ସର୍ଦ୍ଦାର ରାଜାସ୍ ମେଡ଼ିକାଲ କଲେଜ ଛାତ୍ରଛାତ୍ରୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ସଂପର୍କିତ ମାମଲାରେ ହାଇକୋର୍ଟରେ ଆଜି ଆଉ ଏକ ମିସକେସ୍ ଦାୟର ହୋଇଛି। ସର୍ଦ୍ଦାର ରାଜାସ୍ ମେଡ଼ିକାଲ କଲେଜ ଛାତ୍ରଛାତ୍ରୀଙ୍କ ପାଇଁ ଆରମ୍ଭ କରାଯାଇଥିବା କାଉନସେଲିଂ ଏବଂ ଆଡମିଶନ୍ ପକ୍ରିୟା ବନ୍ଦ ରଖିବାକୁ ଏଥିରେ ପ୍ରାର୍ଥନା କରାଯାଇଛି। ରାଜ୍ୟର ୩ ମେଡିକାଲ କଲେଜର ୫ଜଣ ଛାତ୍ରଛାତ୍ରୀଙ୍କ ପକ୍ଷରୁ ଏହି ମିସକେସ୍ ଦାୟର କରାଯାଇଛି। ଗତକାଲି ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶ ଆଧାରରେ ଏହା ଦାୟର […]

OrissaHighCourt

OrissaHighCourt

Rakesh Mallick
  • Published: Thursday, 17 December 2015
  • Updated: 17 December 2015, 02:58 PM IST

Sports

Latest News

କଟକ: କଳାହାଣ୍ଡି ଜିଲ୍ଲା ଜାରିଂସ୍ଥିତ ସର୍ଦ୍ଦାର ରାଜାସ୍ ମେଡ଼ିକାଲ କଲେଜ ଛାତ୍ରଛାତ୍ରୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ସଂପର୍କିତ ମାମଲାରେ ହାଇକୋର୍ଟରେ ଆଜି ଆଉ ଏକ ମିସକେସ୍ ଦାୟର ହୋଇଛି। ସର୍ଦ୍ଦାର ରାଜାସ୍ ମେଡ଼ିକାଲ କଲେଜ ଛାତ୍ରଛାତ୍ରୀଙ୍କ ପାଇଁ ଆରମ୍ଭ କରାଯାଇଥିବା କାଉନସେଲିଂ ଏବଂ ଆଡମିଶନ୍ ପକ୍ରିୟା ବନ୍ଦ ରଖିବାକୁ ଏଥିରେ ପ୍ରାର୍ଥନା କରାଯାଇଛି। ରାଜ୍ୟର ୩ ମେଡିକାଲ କଲେଜର ୫ଜଣ ଛାତ୍ରଛାତ୍ରୀଙ୍କ ପକ୍ଷରୁ ଏହି ମିସକେସ୍ ଦାୟର କରାଯାଇଛି। ଗତକାଲି ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶ ଆଧାରରେ ଏହା ଦାୟର କରାଯାଇଛି। ଗତ ଅକ୍ଟୋବର ୩୦ ତାରିଖରେ ସୁପ୍ରିମକୋର୍ଟ କହିଥିଲେ ଯେ ହାଇକୋର୍ଟରେ ମାମଲାର ପୂର୍ଣାଙ୍ଗ ଶୁଣାଣି ନସରିବା ପର୍ଯ୍ୟନ୍ତ ସୁପ୍ରିମକୋର୍ଟ ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶ ବଳବତ୍ତର ରହିବ। ସେହି ନିର୍ଦ୍ଦେଶ ଅନୁଯାୟୀ ହାଇକୋର୍ଟରେ ମାମଲାର ପୂର୍ଣାଙ୍ଗ ଶୁଣାଣି ନସରିବା ପର୍ଯ୍ୟନ୍ତ କାଉନସେଲିଂ ଏବଂ ଆଡମିଶନ୍ ପକ୍ରିୟା କରାଯିବା ଉଚିତ୍ ନୁହେଁ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ଏମସି ଆଇ ନିର୍ଦ୍ଦେଶାବଳୀ ଅନୁଯାୟୀ ଦୁଇ ସରକାରୀ କଲେଜ ପ୍ରିନ୍ସିପାଲଙ୍କ ବିନା ଅନୁମୋଦନରେ ସେମାନଙ୍କ କଲେଜକୁ କୋଣସି ଛାତ୍ରଛାତ୍ରୀଙ୍କୁ ସ୍ଥାନାନ୍ତର କରାଯାଇ ପାରିବ ନାହିଁ ବୋଲି ଆବେଦନକାରୀ ଯୁକ୍ତି ବାଢ଼ିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story