ସର୍ଦ୍ଦାର ରାଜାସ୍ ମେଡିକାଲ କଲେଜର ୧୨୪ ଛାତ୍ରଛାତ୍ରୀଙ୍କ ପ୍ରୋଭିଜିନାଲ ଆଡମିଶନ୍ ଶେଷ  

ଭୁବନେଶ୍ୱର: କଳାହାଣ୍ଡି ଜିଲ୍ଲା ସର୍ଦ୍ଦାର ରାଜାସ୍ ମେଡିକାଲ କଲେଜର ୧୨୪ ଛାତ୍ରଛାତ୍ରୀଙ୍କ ପ୍ରୋଭିଜିନାଲ ଆଡମିଶନ୍ ଶେଷ ହୋଇଛି। ଆସନ୍ତା ୨୪ରୁ ୩୦ ତାରିଖ ମଧ୍ୟରେ ମନୋନୀତ କଲେଜରେ ଛାତ୍ରଛାତ୍ରୀମାନେ ରିପୋର୍ଟ କରିବେ। ଆସନ୍ତାକାଲି ହାଇକୋର୍ଟରେ ଏ ନେଇ ରିପୋର୍ଟ ଦେବେ ରାଜ୍ୟ ସରକାର। ଆଡମିଶନ ସମ୍ପର୍କରେ ଡିଏମ୍ଇଟି ଜଏଣ୍ଟ ଡିରେକଟର୍ ଉମାକାନ୍ତ ଶତପଥୀ ଏହି ସୂଚନା ଦେଇଛନ୍ତି। ୧୨୪ ପିଲାଙ୍କ ମଧ୍ୟରୁ ୫୫ ଜଣ ଏମକେସିଜି, ୫୪ ଜଣ ବୁର୍ଲା ଓ ତିନି ଘରୋଇ କଲେଜରେ ୫ ଜଣ […]

sardarraja

sardarraja

Rakesh Mallick
  • Published: Wednesday, 23 December 2015
  • Updated: 23 December 2015, 10:59 AM IST

Sports

Latest News

ଭୁବନେଶ୍ୱର: କଳାହାଣ୍ଡି ଜିଲ୍ଲା ସର୍ଦ୍ଦାର ରାଜାସ୍ ମେଡିକାଲ କଲେଜର ୧୨୪ ଛାତ୍ରଛାତ୍ରୀଙ୍କ ପ୍ରୋଭିଜିନାଲ ଆଡମିଶନ୍ ଶେଷ ହୋଇଛି। ଆସନ୍ତା ୨୪ରୁ ୩୦ ତାରିଖ ମଧ୍ୟରେ ମନୋନୀତ କଲେଜରେ ଛାତ୍ରଛାତ୍ରୀମାନେ ରିପୋର୍ଟ କରିବେ। ଆସନ୍ତାକାଲି ହାଇକୋର୍ଟରେ ଏ ନେଇ ରିପୋର୍ଟ ଦେବେ ରାଜ୍ୟ ସରକାର। ଆଡମିଶନ ସମ୍ପର୍କରେ ଡିଏମ୍ଇଟି ଜଏଣ୍ଟ ଡିରେକଟର୍ ଉମାକାନ୍ତ ଶତପଥୀ ଏହି ସୂଚନା ଦେଇଛନ୍ତି।

୧୨୪ ପିଲାଙ୍କ ମଧ୍ୟରୁ ୫୫ ଜଣ ଏମକେସିଜି, ୫୪ ଜଣ ବୁର୍ଲା ଓ ତିନି ଘରୋଇ କଲେଜରେ ୫ ଜଣ ଲେଖାଏଁ ପିଲାଙ୍କୁ ଆଡମିଶନ ଦିଆଯାଇଛି। ସର୍ବଭାରତୀୟ ପ୍ରବେଶିକା ପରୀକ୍ଷାର ରାଙ୍କ ଅନୁସାରେ ଚୟନ କରି ଆଡମିଶନ କରାଯାଇଥିବା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ସର୍ଦ୍ଦାର ରାଜାସ୍ ମେଡିକାଲ ଛାତ୍ରଛାତ୍ରୀଙ୍କୁ ଅନ୍ୟତ୍ର ଥଇଥାନ ନେଇ ପୂର୍ବରୁ ବହୁ ବିରୋଧାଭାଷ ଦେଖାଦେଇଥିଲା। ଏମିତି କି ଥଇଥାନ ବିରୋଧରେ ବ୍ରହ୍ମପୁର ଓ ବୁର୍ଲା ବଡମେଡିକାଲ କଲେଜ ଛାତ୍ରଛାତ୍ରୀ ଆନ୍ଦୋଳନକୁ ଓହ୍ଲାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story