ସର୍ଦ୍ଦାର ରାଜାସ୍ ମେଡିକାଲ୍ କଲେଜ ପ୍ରସଙ୍ଗ: ଏମକେସିଜି ଓ ଭିଏସଏସରେ ଛାତ୍ର ଆନ୍ଦୋଳନ ଜାରି

ବ୍ରହ୍ମପୁର/ସମ୍ୱଲପୁର: ସର୍ଦ୍ଦାର ରାଜାସ୍ ମେଡିକାଲ୍ କଲେଜ ଛାତ୍ରଛାତ୍ରୀଙ୍କୁ ସରକାରୀ ମେଡିକାଲ୍ କଲେଜରେ ଥଇଥାନ ନିଷ୍ପତ୍ତି ପ୍ରତିବାଦରେ ତେଜୁଛି ଛାତ୍ର ଆନ୍ଦୋଳନ। ବ୍ରହ୍ମପୁର ଏମକେସିଜି ଓ ବୁର୍ଲା ଭିଏସଏସ ମେଡିକାଲ କଲେଜରେ ଏନେଇ ଆରମ୍ଭ ହୋଇଥିବା ଆନ୍ଦୋଳନ ଜାରି ରହିଛି।  ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ଛାତ୍ରଛାତ୍ରୀମାନେ ଗତକାଲ ଠାରୁ ଧାରଣା ଜାରି ରଖିଛନ୍ତି। ଉତ୍ୟକ୍ତ ଛାତ୍ରଛାତ୍ରୀ କଲେଜ ମୁଖ୍ୟ ଫାଟକରେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରିବା ସହ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କରିଛନ୍ତି। ତେବେ […]

sardar

sardar

Rakesh Mallick
  • Published: Wednesday, 02 December 2015
  • Updated: 02 December 2015, 09:02 AM IST

Sports

Latest News

ବ୍ରହ୍ମପୁର/ସମ୍ୱଲପୁର: ସର୍ଦ୍ଦାର ରାଜାସ୍ ମେଡିକାଲ୍ କଲେଜ ଛାତ୍ରଛାତ୍ରୀଙ୍କୁ ସରକାରୀ ମେଡିକାଲ୍ କଲେଜରେ ଥଇଥାନ ନିଷ୍ପତ୍ତି ପ୍ରତିବାଦରେ ତେଜୁଛି ଛାତ୍ର ଆନ୍ଦୋଳନ। ବ୍ରହ୍ମପୁର ଏମକେସିଜି ଓ ବୁର୍ଲା ଭିଏସଏସ ମେଡିକାଲ କଲେଜରେ ଏନେଇ ଆରମ୍ଭ ହୋଇଥିବା ଆନ୍ଦୋଳନ ଜାରି ରହିଛି।

 ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ଛାତ୍ରଛାତ୍ରୀମାନେ ଗତକାଲ ଠାରୁ ଧାରଣା ଜାରି ରଖିଛନ୍ତି। ଉତ୍ୟକ୍ତ ଛାତ୍ରଛାତ୍ରୀ କଲେଜ ମୁଖ୍ୟ ଫାଟକରେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରିବା ସହ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କରିଛନ୍ତି। ତେବେ ଛାତ୍ରଛାତ୍ରୀ ମାନେ ଆଉଟଡୋରରେ ତାଲା ପକାଇବା ନିଷ୍ପତ୍ତିରୁ ଓହରି ଯାଇଥିବା ସୂଚନା ମିଳିଛି। ସେପଟେ ମେଡିକାଲ କଲେଜ କର୍ତ୍ତୃପକ୍ଷ କହିଛନ୍ତି ଯେ ଛାତ୍ରଛାତ୍ରୀଙ୍କ ଦାବି ସମ୍ପର୍କରେ ସରକାରଙ୍କୁ ଅବଗତ କରାଯାଇଛି।

ସେହିପରି ବୁର୍ଲା ଭିଏସ୍ଏସ୍ ମେଡିକାଲ୍ କଲେଜରେ ମଧ୍ୟ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ଜାରି ରହିଛି। ଆଜି ଛାତ୍ରଛାତ୍ରୀମାନେ ଶ୍ରେଣୀ ବର୍ଜନ କରିଛନ୍ତି। ଏଠାରେ ଛାତ୍ରଛାତ୍ରୀମାନେ ଗତ ୨୩ ତାରିଖରୁ ଆନ୍ଦୋଳନ ଚଳାଇଥିବା ବେଳେ ଗତକାଲି ସମ୍ୱଲପୁରରେ ରାଲି କରିଥିଲେ। ଛାତ୍ରଛାତ୍ରୀଙ୍କ କହିବା ଅନୁଯାୟୀ, ବର୍ତ୍ତମାନ ଏଠାରେ ଛାତ୍ରଛାତ୍ରୀଙ୍କ ପଢିବା ପାଇଁ ଆବଶ୍ୟକୀୟ ଭିତ୍ତିଭୂମିର ଅଭାବ ରହିଛି ଓ  ୩୨ ପ୍ରତିଶତ ଅଧ୍ୟାପକ ପଦବୀ ଫାଙ୍କା ପଡିଛି। ସେହି କାରଣରୁ ଏମସିଆଇ ଆଉ ଅଧିକ ସିଟ୍ ବୃଦ୍ଧି କରୁନାହିଁ। ଏଭଳି ପରିସ୍ଥିରେ କେଉଁ ଆଧାରରେ ଅଧିକ ସଂଖ୍ୟକ ପିଲା ଏଠାରେ ପଢିବେ ବୋଲି ଛାତ୍ରଛାତ୍ରୀ ପ୍ରଶ୍ନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story