ସର୍ଦ୍ଦାର ରାଜାସ୍ ମେଡିକାଲ କଲେଜ ପ୍ରସଙ୍ଗ: ରାଜ୍ୟ ସରକାରଙ୍କୁ ଧର୍ମେନ୍ଦ୍ରଙ୍କ ଟାର୍ଗେଟ୍

ଭୁବନେଶ୍ୱର: କଳାହାଣ୍ଡି ଜିଲ୍ଲା ସର୍ଦ୍ଦାର ରାଜାସ୍ ମେଡିକାଲ କଲେଜର ପରିଚାଳନାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କଳାହାଣ୍ଡିରେ ସର୍ଦ୍ଦାର ରାଜାସ୍ କଲେଜ ଖୋଲିବାକୁ ରାଜ୍ୟ ସରକାର ହିଁ ନିଷ୍ପତ୍ତି ନେଇଥିଲେ। ତେବେ ଏକ ପ୍ରାଇଭେଟ୍ ଟ୍ରଷ୍ଟକୁ କେଉଁ ଆଧାରରେ ସରକାର ମେଡିକାଲ କଲେଜ ଖୋଲିବାକୁ ଦେଇଥିଲେ ତାହାର କୌଣସି ସ୍ପଷ୍ଟତା ନାହିଁ। ଯଦି କୌଣସି ବିଡିଂ ପ୍ରୋସେସରେ ଦିଆଯାଇଥିଲା ତେବେ ତା’ର କୌଣସି ପ୍ରମାଣ ବି ନାହିଁ ବୋଲି […]

dharmendra

dharmendra

Rakesh Mallick
  • Published: Saturday, 21 November 2015
  • Updated: 21 November 2015, 05:03 AM IST

Sports

Latest News

ଭୁବନେଶ୍ୱର: କଳାହାଣ୍ଡି ଜିଲ୍ଲା ସର୍ଦ୍ଦାର ରାଜାସ୍ ମେଡିକାଲ କଲେଜର ପରିଚାଳନାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କଳାହାଣ୍ଡିରେ ସର୍ଦ୍ଦାର ରାଜାସ୍ କଲେଜ ଖୋଲିବାକୁ ରାଜ୍ୟ ସରକାର ହିଁ ନିଷ୍ପତ୍ତି ନେଇଥିଲେ। ତେବେ ଏକ ପ୍ରାଇଭେଟ୍ ଟ୍ରଷ୍ଟକୁ କେଉଁ ଆଧାରରେ ସରକାର ମେଡିକାଲ କଲେଜ ଖୋଲିବାକୁ ଦେଇଥିଲେ ତାହାର କୌଣସି ସ୍ପଷ୍ଟତା ନାହିଁ। ଯଦି କୌଣସି ବିଡିଂ ପ୍ରୋସେସରେ ଦିଆଯାଇଥିଲା ତେବେ ତା’ର କୌଣସି ପ୍ରମାଣ ବି ନାହିଁ ବୋଲି କହିଛନ୍ତି ଧର୍ମେନ୍ଦ୍ର। ସେ କହିଛନ୍ତି, ବିନା ରାଜ୍ୟ ସରକାରଙ୍କ ସହଯୋଗରେ ଏହି ମେଡିକାଲ୍ କଲେଜକୁ ଏମସିଆଇ ମାନ୍ୟତା ମିଳି ନ ଥିବ। ଏହାର ପଛରେ ସରକାରଙ୍କ ହାତ ରହିଛି। ସଂପୂର୍ଣ୍ଣ ବେଆଇନ ଭାବେ ଏହି କାର୍ଯ୍ୟ କରାଯାଇଛି। ଏନେଇ ତଦନ୍ତ ହେବା ଦରକାର। ତଦନ୍ତ ହେଲେ ପ୍ରକୃତ ତଥ୍ୟ ପଦାକୁ ଆସିପାରିବ।

ତେବେ ଧର୍ମେନ୍ଦ୍ରଙ୍କ ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ। ସେ କହିଛନ୍ତି ଯେ ମେଡିକାଲ୍ କଲେଜ୍ ନେଇ ସମସ୍ତ ପ୍ରକାର ଅନୁମୋଦନ କେନ୍ଦ୍ର ସରକାର ଓ ଅନୁମୋଦନ କରିଥାଆନ୍ତି। ତେବେ ସର୍ଦ୍ଦାର ରାଜାସ୍ ମେଡିକାଲ୍ କଲେଜରେ ବେଆଇନ୍ କାର୍ଯ୍ୟକଳାପ ନଜରକୁ ଆସିବା ପରେ ସରକାର ତଡିତ୍ ବେଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଛାତ୍ରଛାତ୍ରୀଙ୍କ ସ୍ୱାର୍ଥକୁ ସରକାର ଅଗ୍ରାଧିକାର ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story