ସର୍ଦ୍ଦାର ରାଜାସ୍ ଛାତ୍ରଛାତ୍ରୀଙ୍କୁ ଥଇଥାନ ପ୍ରସଙ୍ଗ: ପୁଣି ଆନ୍ଦୋଳନକୁ ଓହ୍ଲାଇଲେ ଏମକେସିଜି ଛାତ୍ରଛାତ୍ରୀ

ବ୍ରହ୍ମପୁର: କଳାହାଣ୍ଡିର ସର୍ଦ୍ଦାର ରାଜାସ୍ ମେଡିକାଲ୍ କଲେଜର ଛାତ୍ରଛାତ୍ରୀମାନଙ୍କୁ ସରକାରୀ କଲେଜକୁ ସ୍ଥାନାନ୍ତର କରିବା ନେଇ ନିଆଯାଇଥିବା ନିଷ୍ପତ୍ତିକୁ ବିରୋଧ କରି ଶନିବାରଠାରୁ ପୁଣି ଆନ୍ଦୋଳନକୁ ଓହ୍ଲାଇଛନ୍ତି ବ୍ରହ୍ମପୁର ଏମକେସିଜି ମେଡିକାଲ୍ କଲେଜର ଛାତ୍ରଛାତ୍ରୀମାନେ। ସେମାନେ ମେଡିକାଲ୍ କଲେଜ ସମ୍ମୁଖରେ ଧାରଣାରେ ବସିଛନ୍ତି। ଗତକାଲି କଲେଜ ଅଧ୍ୟକ୍ଷଙ୍କ ସହ ଆଲୋଚନା ପରେ ଛାତ୍ରଛାତ୍ରୀମାନେ ଆନ୍ଦୋଳନରୁ ଓହରି ଯାଇଥିଲେ। ତା’ପୂର୍ବଦିନ ଅର୍ଥାତ୍ ଗୁରୁବାର ଏମକେସିଜିର ଛାତ୍ରଛାତ୍ରୀମାନେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହିତ ମଧ୍ୟ ଆଲୋଚନା କରିଥିଲେ। ସର୍ଦ୍ଦାର ରାଜାସ୍ ମେଡିକାଲ୍ କଲେଜ […]

mkcg-student

mkcg-student

Rakesh Mallick
  • Published: Saturday, 05 December 2015
  • Updated: 05 December 2015, 08:43 AM IST

Sports

Latest News

mkcgstrikeବ୍ରହ୍ମପୁର: କଳାହାଣ୍ଡିର ସର୍ଦ୍ଦାର ରାଜାସ୍ ମେଡିକାଲ୍ କଲେଜର ଛାତ୍ରଛାତ୍ରୀମାନଙ୍କୁ ସରକାରୀ କଲେଜକୁ ସ୍ଥାନାନ୍ତର କରିବା ନେଇ ନିଆଯାଇଥିବା ନିଷ୍ପତ୍ତିକୁ ବିରୋଧ କରି ଶନିବାରଠାରୁ ପୁଣି ଆନ୍ଦୋଳନକୁ ଓହ୍ଲାଇଛନ୍ତି ବ୍ରହ୍ମପୁର ଏମକେସିଜି ମେଡିକାଲ୍ କଲେଜର ଛାତ୍ରଛାତ୍ରୀମାନେ। ସେମାନେ ମେଡିକାଲ୍ କଲେଜ ସମ୍ମୁଖରେ ଧାରଣାରେ ବସିଛନ୍ତି। ଗତକାଲି କଲେଜ ଅଧ୍ୟକ୍ଷଙ୍କ ସହ ଆଲୋଚନା ପରେ ଛାତ୍ରଛାତ୍ରୀମାନେ ଆନ୍ଦୋଳନରୁ ଓହରି ଯାଇଥିଲେ। ତା’ପୂର୍ବଦିନ ଅର୍ଥାତ୍ ଗୁରୁବାର ଏମକେସିଜିର ଛାତ୍ରଛାତ୍ରୀମାନେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହିତ ମଧ୍ୟ ଆଲୋଚନା କରିଥିଲେ।

ସର୍ଦ୍ଦାର ରାଜାସ୍ ମେଡିକାଲ୍ କଲେଜ ଛାତ୍ରଛାତ୍ରୀଙ୍କ ସ୍ଥାନାନ୍ତରକୁ ବିରୋଧ କରି ଗତ ମଙ୍ଗଳବାରଠାରୁ ଏମକେସଜି ମେଡିକାଲ୍ କଲେଜ ଛାତ୍ରଛାତ୍ରୀ ଆନ୍ଦୋଳନକୁ ଓହ୍ଲାଇ ଥିଲେ। ସେମାନେ ଧାରଣା ଦେବା ସହିତ କଲେଜରେ ତାଲା ମଧ୍ୟ ପକାଇ ଦେଇଥିଲେ। ଗୁରୁବାର ଭୁବନେଶ୍ୱରରେ ଅନୁଷ୍ଠିତ ମିଳିତ ରାଲିରେ ମଧ୍ୟ ସେମାନେ ସାମିଲ ହୋଇଥିଲେ। ବୁର୍ଲା ଭିଏସଏସ ମେଡିକାଲ୍ କଲେଜ ଓ ଘରୋଇ ମେଡିକାଲ୍ କଲେଜ୍ ହାଇଟେକର ଛାତ୍ରଛାତ୍ରୀଙ୍କ ସହିତ ରାଲିରେ ସାମିଲ ହୋଇଥିଲେ ସେମାନେ। ଗୁରୁବାର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ଗତକାଲି କଲେଜ ପରିସରରେ ଛାତ୍ରଛାତ୍ରୀଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏହାପରେ ଆନ୍ଦୋଳନ ସ୍ଥଗିତ ରଖାଯିବ ଏବଂ ଆସନ୍ତା ୧୦ ତାରିଖରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା ପରେ ନିଷ୍ପତ୍ତି ନିଆଯିବ ବୋଲି ଛାତ୍ର ସଂସଦ ସଭାପତି କହିଥିଲେ। ତେବେ ହଠାତ ଆଜି ପୁଣି ଛାତ୍ରଛାତ୍ରୀମାନେ ଧାରଣାରେ ବସିଛନ୍ତି। ଏହାପରେ ବ୍ରହ୍ମପୁର ଏସପି ଓ ଉପଜିଲ୍ଲାପାଳ କଲେଜ ଅଧ୍ୟକ୍ଷ ଓ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନି।

ଅନ୍ୟପକ୍ଷରେ ବୁର୍ଲା ଭିଏସଏସ୍ ମେଡିକାଲ୍ ଛାତ୍ରଛାତ୍ରୀମାନେ ଆନ୍ଦୋଳନ ଜାରି ରଖିଛନ୍ତି।  ଗତକାଲି ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କ ସହିତ ସମ୍ବଲପୁର ଜିଲ୍ଲାପାଳ ଓ ଏସପି ଆଲୋଚନା କରିଥିଲେ। ତେବେ ଆଲୋଚନା ବିଫଳ ହୋଇଥିଲା।

ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ରାଜ୍ୟ ସରକାର ସର୍ଦ୍ଦାର ରାଜାସ୍ ମେଡିକାଲ କଲେଜର ୧୨୪ ପିଲାଙ୍କ ମଧ୍ୟରୁ ୫୫ଜଣଙ୍କୁ ଏମକେସିଜି, ୫୪ଜଣଙ୍କୁ ଭିଏସ୍ଏସ୍ ଓ ବାକି ୧୫ ଜଣଙ୍କୁ ତିନିଟି ଘରୋଇ ମେଡିକାଲ କଲେଜରେ ଆଡମିସନ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏହାକୁ ନେଇ ଚାଲିଛି ବିବାଦ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story