ଖୋଜି ଖୋଜି ସରପଞ୍ଚଙ୍କ ପୁଅକୁ ଗୁଳି ମାରିଲେ

ବ୍ରହ୍ମପୁର (ଜଗନ୍ନାଥ ସାହୁ): ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ଏ. କରଡ଼ାବାଡ଼ର ସରପଞ୍ଚ ଖଦାଳ ପ୍ରଧାନଙ୍କ ପୁଅ ସରୋଜ ପ୍ରଧାନଙ୍କୁ ଖୋଜି ଖୋଜି ଗୁଳି କଲେ ଦୁର୍ବୃତ୍ତ। ଗୁଳି ପେଟରେ ବାଜିଥିବାରୁ ତାଙ୍କୁ ଭଞ୍ଜନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗୁଳି ମାଡ଼ର ପ୍ରକୃତ କାରଣ ଜଣାପଡ଼ିନଥିଲେ ମଧ୍ୟ ପୂର୍ବ ଶତ୍ରୁତାରୁ ହୋଇଥିବା ଜଣାପଡ଼ିଛି। ଆଜି ରାତି ପ୍ରାୟ ସାଢ଼େ ୯ଟା ହେବ। ୭ ଜଣ ଦୁର୍ବୃତ୍ତ ୩ଟି ବାଇକ୍‌ରେ ଆସି ସରୋଜଙ୍କୁ ସୋରଡ଼ ଗାଁରେ ଖୋଜି ଥିଲେ। […]

gun

gun

Rakesh Mallick
  • Published: Friday, 25 May 2018
  • Updated: 25 May 2018, 10:38 PM IST

Sports

Latest News

ବ୍ରହ୍ମପୁର (ଜଗନ୍ନାଥ ସାହୁ): ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ଏ. କରଡ଼ାବାଡ଼ର ସରପଞ୍ଚ ଖଦାଳ ପ୍ରଧାନଙ୍କ ପୁଅ ସରୋଜ ପ୍ରଧାନଙ୍କୁ ଖୋଜି ଖୋଜି ଗୁଳି କଲେ ଦୁର୍ବୃତ୍ତ। ଗୁଳି ପେଟରେ ବାଜିଥିବାରୁ ତାଙ୍କୁ ଭଞ୍ଜନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗୁଳି ମାଡ଼ର ପ୍ରକୃତ କାରଣ ଜଣାପଡ଼ିନଥିଲେ ମଧ୍ୟ ପୂର୍ବ ଶତ୍ରୁତାରୁ ହୋଇଥିବା ଜଣାପଡ଼ିଛି।

ଆଜି ରାତି ପ୍ରାୟ ସାଢ଼େ ୯ଟା ହେବ। ୭ ଜଣ ଦୁର୍ବୃତ୍ତ ୩ଟି ବାଇକ୍‌ରେ ଆସି ସରୋଜଙ୍କୁ ସୋରଡ଼ ଗାଁରେ ଖୋଜି ଥିଲେ। ମାତ୍ର ପାଇନଥିଲେ। ତା’ପରେ ସେମାନେ ତାଙ୍କ ଘରକୁ ଯାଇ ପରିବାର ଲୋକଙ୍କୁ ଧମକ ଚମକ ଦେଇ ସରୋଜଙ୍କ ସମ୍ପର୍କରେ ପଚାରିଥିଲେ। ଭୟଭୀତ ଅବସ୍ଥାରେ ଥିବା ପରିବାର ଲୋକେ ସରୋଜ ଶୌଚ ପାଇଁ ଯାଇଛି ବୋଲି କହିଥିଲେ। ତା’ପରେ ଦୁର୍ବୃତ୍ତମାନେ ପୋଖରୀ ପାଖକୁ ଯାଇ ତାଙ୍କୁ ଗୁଳି କରିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଭଞ୍ଜନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି।

ଏନେଇ ଅଭିଯୋଗ ହେବା ପରେ ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ହେଲେ ଏପର୍ଯ୍ୟନ୍ତ ଅଭିଯୁକ୍ତଙ୍କ ପତ୍ତା ମିଳିପାରିନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story