ରାଷ୍ଟ୍ରୀୟ ମର୍ଯ୍ୟାଦା ସହ କ୍ୟାପଟେନ ମିଶ୍ରଙ୍କ ଶେଷକୃତ୍ୟ ସମ୍ପର୍ଣ୍ଣ

ଭୁବନେଶ୍ୱର: ଉତ୍ତର ପ୍ରଦେଶ ପୁଖରାୟାଁ ରେଳ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ଓଡ଼ିଆ ସେନା ଅଧିକାରୀ କ୍ୟାପଟେନ୍‌ ଶୁଭେନ୍ଦୁ ମିଶ୍ରଙ୍କର ଆଜି ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଯାଇଛି। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଭୁବନେଶ୍ୱର ସତ୍ୟନଗର ଶଶ୍ମାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଯାଇଛି। କ୍ୟାପଟେନ ମିଶ୍ରଙ୍କ ଘର ନୟାଗଡ଼ ଜିଲ୍ଲା ବିନାୟକପୁରରେ। କ୍ୟାପଟେନ ମିଶ୍ର ୨୩ ଡେହରାଡୁନସ୍ଥିତ ରାଷ୍ଟ୍ରୀୟ ଇଣ୍ଡିଆନ ମିଲିଟାରୀ କଲେଜର ୨୦୧୦ ବ୍ୟାଚର  ଥିଲେ। ସେ ୨୩ ପାରାଚୁଟ୍‌ ରେଜିମେଣ୍ଟରେ କାର୍ଯ୍ୟରତ ଥିଲେ।      

suvandu-mishara

suvandu-mishara

Rakesh Mallick
  • Published: Tuesday, 22 November 2016
  • Updated: 22 November 2016, 12:43 PM IST

Sports

Latest News

ଭୁବନେଶ୍ୱର: ଉତ୍ତର ପ୍ରଦେଶ ପୁଖରାୟାଁ ରେଳ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ଓଡ଼ିଆ ସେନା ଅଧିକାରୀ କ୍ୟାପଟେନ୍‌ ଶୁଭେନ୍ଦୁ ମିଶ୍ରଙ୍କର ଆଜି ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଯାଇଛି। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଭୁବନେଶ୍ୱର ସତ୍ୟନଗର ଶଶ୍ମାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଯାଇଛି। କ୍ୟାପଟେନ ମିଶ୍ରଙ୍କ ଘର ନୟାଗଡ଼ ଜିଲ୍ଲା ବିନାୟକପୁରରେ।

କ୍ୟାପଟେନ ମିଶ୍ର ୨୩ ଡେହରାଡୁନସ୍ଥିତ ରାଷ୍ଟ୍ରୀୟ ଇଣ୍ଡିଆନ ମିଲିଟାରୀ କଲେଜର ୨୦୧୦ ବ୍ୟାଚର  ଥିଲେ। ସେ ୨୩ ପାରାଚୁଟ୍‌ ରେଜିମେଣ୍ଟରେ କାର୍ଯ୍ୟରତ ଥିଲେ।

 

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos