ଶସ୍ତ୍ର ଚିଟ୍‌ଫଣ୍ଡ୍ ସଂସ୍ଥା ଉପରେ ସିବିଆଇ ଚଢ଼ାଉ

ଭୁବନେଶ୍ୱର: ଶସ୍ତ୍ର ଚିଟ୍‌ଫଣ୍ଡ୍ ସଂସ୍ଥା ଉପରେ ଆଜି ସିବିଆଇ ଚଢ଼ାଉ କରିଛି। ଦେଶର ୯ଟି ସ୍ଥାନରେ ଏକକାଳୀନ ଏହି ଚଢ଼ାଉ କରାଯାଇଛି। ଓଡ଼ିଶାର ଭୁବନେଶ୍ୱର, ବାରିପଦା ଓ ଭଦ୍ରକରେ ଏହି ଚଢ଼ାଉ କରାଯାଇଛି। ଏହାସହିତ ଚେନ୍ନାଇ, ତ୍ରିପୁରା ଓ ମଦୁରାଇରେ ମଧ୍ୟ ଚଢ଼ାଉ କରାଯାଇଛି। ଚେନ୍ନାଇର ଏହି କମ୍ପାନୀ ବିଭିନ୍ନ ସ୍କିମ୍ ମାଧ୍ୟମରେ ସଂସ୍ଥା ଜମାକାରୀଙ୍କଠାରୁ କୋଟି କୋଟି ଟଙ୍କା ହଡ଼ପ କରିଛି। ଓଡ଼ିଶାରେ ମଧ୍ୟ ଏଭଳି ସ୍କିମ୍ କରି ଜମାକାରୀଙ୍କଠାରୁ ଅର୍ଥ ହଡ଼ପ କରାଯାଇଛି। ଚଢ଼ାଉ […]

CBI

CBI

Rakesh Mallick
  • Published: Tuesday, 05 July 2016
  • Updated: 05 July 2016, 03:58 PM IST

Sports

Latest News

ଭୁବନେଶ୍ୱର: ଶସ୍ତ୍ର ଚିଟ୍‌ଫଣ୍ଡ୍ ସଂସ୍ଥା ଉପରେ ଆଜି ସିବିଆଇ ଚଢ଼ାଉ କରିଛି। ଦେଶର ୯ଟି ସ୍ଥାନରେ ଏକକାଳୀନ ଏହି ଚଢ଼ାଉ କରାଯାଇଛି। ଓଡ଼ିଶାର ଭୁବନେଶ୍ୱର, ବାରିପଦା ଓ ଭଦ୍ରକରେ ଏହି ଚଢ଼ାଉ କରାଯାଇଛି। ଏହାସହିତ ଚେନ୍ନାଇ, ତ୍ରିପୁରା ଓ ମଦୁରାଇରେ ମଧ୍ୟ ଚଢ଼ାଉ କରାଯାଇଛି।

ଚେନ୍ନାଇର ଏହି କମ୍ପାନୀ ବିଭିନ୍ନ ସ୍କିମ୍ ମାଧ୍ୟମରେ ସଂସ୍ଥା ଜମାକାରୀଙ୍କଠାରୁ କୋଟି କୋଟି ଟଙ୍କା ହଡ଼ପ କରିଛି। ଓଡ଼ିଶାରେ ମଧ୍ୟ ଏଭଳି ସ୍କିମ୍ କରି ଜମାକାରୀଙ୍କଠାରୁ ଅର୍ଥ ହଡ଼ପ କରାଯାଇଛି। ଚଢ଼ାଉ ସମୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିବାର ସମ୍ଭାବନା ରହିଛି। ବିଶେଷ କରି ବାଲେଶ୍ୱର ଓ ଭଦ୍ରକ ଅଞ୍ଚଳର ଲୋକ ବେଶୀ ପ୍ରଭାବିତ ହୋଇଛନ୍ତି। ଏହି ସଂସ୍ଥା ଓଡ଼ିଶାରୁ ପାଖାପାଖି ଦେଢଶହ କୋଟିରୁ ଅଧିକ ଟଙ୍କା ଠକେଇ କରିଛି। ପୂର୍ବରୁ ଏହି  ସଂସ୍ଥା ମୁଖ୍ୟ  ଗିରଫ ହୋଇ ବରଗଡ଼ ଜେଲ୍‌ରେ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story