ଅଣନିଶ୍ୱାସୀ କରୁଛି କାମ ଚାପ ! ଅବ୍ୟାହତି ପାଇଁ ଚିଠି ଲେଖିଲେ ଶାଶ୍ୱତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏକାଧିକ ବିଭାଗ ଦାୟିତ୍ୱ ଦିଆଯାଉଥିବାରୁ ଅତ୍ୟଧିକ କାମ ରହୁଛି। ତେଣୁ କେତେକ କାର୍ଯ୍ୟରୁ ଅବ୍ୟାହତି ଦେବାକୁ ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନାଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି ରାଜ୍ୟ ସରକାରଙ୍କ ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର। ସେ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଗତ ନଭେମ୍ବର ମାସରୁ ମୁଁ ରାଜ୍ୟପାଳଙ୍କ ପ୍ରିନ୍ସପାଲ ସେକ୍ରେଟାରି ଦାୟିତ୍ୱରେ ଅଛି। ଏହା ସହିତ ଉଚ୍ଚ ଶିକ୍ଷା ବିଭାଗର ପ୍ରମୁଖ ସଚିବଙ୍କ ଅତିରିକ୍ତ ଦାୟିତ୍ୱ ମଧ୍ୟ ଦିଆଯାଇଛି। […]

saswat mishra

saswat mishra

Tapaswini Nayak
  • Published: Wednesday, 01 December 2021
  • Updated: 01 December 2021, 11:30 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏକାଧିକ ବିଭାଗ ଦାୟିତ୍ୱ ଦିଆଯାଉଥିବାରୁ ଅତ୍ୟଧିକ କାମ ରହୁଛି। ତେଣୁ କେତେକ କାର୍ଯ୍ୟରୁ ଅବ୍ୟାହତି ଦେବାକୁ ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନାଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି ରାଜ୍ୟ ସରକାରଙ୍କ ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର।

ସେ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଗତ ନଭେମ୍ବର ମାସରୁ ମୁଁ ରାଜ୍ୟପାଳଙ୍କ ପ୍ରିନ୍ସପାଲ ସେକ୍ରେଟାରି ଦାୟିତ୍ୱରେ ଅଛି। ଏହା ସହିତ ଉଚ୍ଚ ଶିକ୍ଷା ବିଭାଗର ପ୍ରମୁଖ ସଚିବଙ୍କ ଅତିରିକ୍ତ ଦାୟିତ୍ୱ ମଧ୍ୟ ଦିଆଯାଇଛି। ଓଏସ୍ଏସ୍‌ସିର ଅଧ୍ୟକ୍ଷ ମଧ୍ୟ ଅଛି। ରାଜ୍ୟପାଳଙ୍କ ପ୍ରିନ୍ସପାଲ ସେକ୍ରେଟାରି ଭାବେ ବହୁ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ପଡୁଛି। ତା’ ସହିତ ସାମ୍ବିଧାନିକ ଓ ବ୍ୟବସ୍ଥାପିକାର କାର୍ଯ୍ୟକ୍ରମକୁ ମଧ୍ୟ ଯିବାକୁ ପଡୁଛି।

ତେଣୁ ଧାନ ସଂଗ୍ରହର ତଦାରଖ ପାଇଁ ବିଭିନ୍ନ ଜିଲ୍ଲା ପରିଦର୍ଶନ ଓ ଜିଲ୍ଲାସ୍ତରରେ କୋଭିଡ ପରିଚାଳନାର ଦାୟିତ୍ୱରୁ ଅବ୍ୟାହତି ଦେବାକୁ ଅନୁରୋଧ କରିଛନ୍ତି ଶାଶ୍ୱତ ମିଶ୍ର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story