ସ୍ୟାଟ ଉଚ୍ଛେଦ ପ୍ରସଙ୍ଗ: କଟକ ଓ ଭୁବନେଶ୍ୱର ସ୍ୟାଟ ବାରର ପ୍ରତିବାଦ, ଆସନ୍ତାକାଲି କାର୍ଯ୍ୟବନ୍ଦ ଆନ୍ଦୋଳନ

କଟକ: ରାଜ୍ୟ ପ୍ରଶାସନିକ ଟ୍ରିବ୍ୟୁନାଲ୍ (ସ୍ୟାଟ୍) ଉଚ୍ଛେଦ ନିଷ୍ପତ୍ତି ବିରୋଧରେ ପୁଣି ତେଜିଲା କଟକ ଓ ଭୁବନେଶ୍ୱର ବାର୍ ଆସୋସିଏସନର ଆନ୍ଦୋଳନ। ଆସନ୍ତାକାଲି ଦିନକ ପାଇଁ କାର୍ଯ୍ୟରେ ଯୋଗ ନ ଦେବାକୁ କଟକ ଓ ଭୁବନେଶ୍ୱର ସ୍ୟାଟ ବାର୍ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଆସନ୍ତାକାଲି ଅପରାହ୍ନରେ ବସିବାକୁ ଥିବା ବୈଠକରେ କଟକ ସ୍ୟାଟ୍ ବାର୍ ପରବର୍ତ୍ତୀ କାର୍ଯ୍ୟପନ୍ଥା ନେଇ ନିଷ୍ପତ୍ତି ନେବ। ପୂର୍ବରୁ ସ୍ୟାଟ୍ ଉଚ୍ଛେଦ ପ୍ରତିବାଦରେ ବାର୍ ପକ୍ଷରୁ ଆନ୍ଦୋଳନ କରାଯିବା ସହ ରାଜ୍ୟ ସରକାରଙ୍କ […]

sat

sat

Rakesh Mallick
  • Published: Thursday, 10 December 2015
  • Updated: 10 December 2015, 03:47 PM IST

Sports

Latest News

କଟକ: ରାଜ୍ୟ ପ୍ରଶାସନିକ ଟ୍ରିବ୍ୟୁନାଲ୍ (ସ୍ୟାଟ୍) ଉଚ୍ଛେଦ ନିଷ୍ପତ୍ତି ବିରୋଧରେ ପୁଣି ତେଜିଲା କଟକ ଓ ଭୁବନେଶ୍ୱର ବାର୍ ଆସୋସିଏସନର ଆନ୍ଦୋଳନ। ଆସନ୍ତାକାଲି ଦିନକ ପାଇଁ କାର୍ଯ୍ୟରେ ଯୋଗ ନ ଦେବାକୁ କଟକ ଓ ଭୁବନେଶ୍ୱର ସ୍ୟାଟ ବାର୍ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଆସନ୍ତାକାଲି ଅପରାହ୍ନରେ ବସିବାକୁ ଥିବା ବୈଠକରେ କଟକ ସ୍ୟାଟ୍ ବାର୍ ପରବର୍ତ୍ତୀ କାର୍ଯ୍ୟପନ୍ଥା ନେଇ ନିଷ୍ପତ୍ତି ନେବ। ପୂର୍ବରୁ ସ୍ୟାଟ୍ ଉଚ୍ଛେଦ ପ୍ରତିବାଦରେ ବାର୍ ପକ୍ଷରୁ ଆନ୍ଦୋଳନ କରାଯିବା ସହ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଏହି ନିଷ୍ପତ୍ତିର ପୁନର୍ବିଚାର ପାଇଁ ରାଜ୍ୟ ସରକାର ଆଶ୍ୱାସନା ମଧ୍ୟ ଦେଇଥିଲେ। ଏହାସତ୍ତ୍ୱେ ବି ଆଜି ଯାଏଁ କୌଣସି ଠୋସ୍ ପଦକ୍ଷେପ ନିଆଯାଇ ନ ଥିବାରୁ ଆସନ୍ତାକାଲି ଧର୍ମଘଟ କରିବ ବୋଲି କଟକ ସ୍ୟାଟ ବାର ଆସୋସିଏସନ ସଭାପତି ଉଲ୍ଲାସ ଚନ୍ଦ୍ର ମହାନ୍ତି ସୂଚନା ଦେଇଛନ୍ତି। ସେହିପରି ଭୁବନେଶ୍ୱର ସ୍ୟାଟ୍ ବାର୍ ଆଇନଜୀବୀମାନେ ମଧ୍ୟ ଦିନିକିଆ ଧର୍ମଘଟ କରିବାକୁ ନିଷ୍ପତି ନେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story