ସ୍ୟାଟ୍ ଉଚ୍ଛେଦ ପ୍ରସଙ୍ଗ: ସୋମବାର ରାଜ୍ୟବ୍ୟାପୀ ଓକିଲଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ, ମଙ୍ଗଳବାରଠୁ ପିନ୍ଧିବେ କଳାବ୍ୟାଜ୍

କଟକ: ରାଜ୍ୟ ପ୍ରାଶାସନିକ ଟ୍ରିବୁନାଲ୍ ସ୍ୟାଟ୍ ଉଚ୍ଛେଦକୁ ବିରୋଧ କରି ଆସନ୍ତା ସୋମବାର ଓକିଲମାନେ ରାଜ୍ୟବ୍ୟାପୀ କାର୍ଯ୍ୟବନ୍ଦ କରିବେ। ମଙ୍ଗଳବାରଠାରୁ କୋର୍ଟଗୁଡ଼ିକରେ କାର୍ଯ୍ୟ ସ୍ୱାଭାବିକ ହେବ। ତେବେ ସେହିଦିନଠାରୁ ଓକିଲମାନେ କଳାବ୍ୟାଜ୍ ପିନ୍ଧି ପ୍ରତିବାଦ ଜାରି ରଖିବେ। ସ୍ୟାଟ୍ ଉଚ୍ଛେଦ ପ୍ରତିବାଦରେ ଭୁବନେଶ୍ୱର ଏବଂ କଟକ ସ୍ୟାଟ୍ ବାର୍ ଆସୋସିଏସନର ମିଳିତ ନିଷ୍ପତ୍ତିକୁ ଗ୍ରହଣ କରି ରାଜ୍ୟ ବାର୍ କାଉନସିଲ୍ ଏହି ନିଷ୍ପତ୍ତି ନେଇଛି। ଏକ ସାମ୍ବାଦିକ ସମ୍ମିଳନୀରେ ବାର୍ କାଉନସିଲ୍ ଅଧ୍ୟକ୍ଷ ମାନସ ରଂଜନ ମହାପାତ୍ର […]

lawyers

lawyers

Rakesh Mallick
  • Published: Saturday, 26 September 2015
  • Updated: 26 September 2015, 12:17 PM IST

Sports

Latest News

lawyersକଟକ: ରାଜ୍ୟ ପ୍ରାଶାସନିକ ଟ୍ରିବୁନାଲ୍ ସ୍ୟାଟ୍ ଉଚ୍ଛେଦକୁ ବିରୋଧ କରି ଆସନ୍ତା ସୋମବାର ଓକିଲମାନେ ରାଜ୍ୟବ୍ୟାପୀ କାର୍ଯ୍ୟବନ୍ଦ କରିବେ। ମଙ୍ଗଳବାରଠାରୁ କୋର୍ଟଗୁଡ଼ିକରେ କାର୍ଯ୍ୟ ସ୍ୱାଭାବିକ ହେବ। ତେବେ ସେହିଦିନଠାରୁ ଓକିଲମାନେ କଳାବ୍ୟାଜ୍ ପିନ୍ଧି ପ୍ରତିବାଦ ଜାରି ରଖିବେ। ସ୍ୟାଟ୍ ଉଚ୍ଛେଦ ପ୍ରତିବାଦରେ ଭୁବନେଶ୍ୱର ଏବଂ କଟକ ସ୍ୟାଟ୍ ବାର୍ ଆସୋସିଏସନର ମିଳିତ ନିଷ୍ପତ୍ତିକୁ ଗ୍ରହଣ କରି ରାଜ୍ୟ ବାର୍ କାଉନସିଲ୍ ଏହି ନିଷ୍ପତ୍ତି ନେଇଛି। ଏକ ସାମ୍ବାଦିକ ସମ୍ମିଳନୀରେ ବାର୍ କାଉନସିଲ୍ ଅଧ୍ୟକ୍ଷ ମାନସ ରଂଜନ ମହାପାତ୍ର କହିଛନ୍ତି ଯେ ସ୍ୟାଟ୍ ଉଚ୍ଛେଦ ନିଷ୍ପତ୍ତିର ପୁର୍ନବିଚାର ପାଇଁ ବାର କାଉନସିଲ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଏକ ସ୍ମାରକପତ୍ର ଦିଆଯାଇ ୧୫ ଦିନ ସମୟ ଦିଆଯିବ। ସେ ପର୍ଯ୍ୟନ୍ତ ସମସ୍ତ ଆଇନଜୀବୀ କଳାବ୍ୟାଜ୍ ପିନ୍ଧି ପ୍ରତିବାଦ ଜାରି ରଖିବେ। ଏ ସବୁ ସତ୍ତ୍ୱେ ସରକାର କୌଣସି ନିଷ୍ପତ୍ତି ଗ୍ରହଣ ନକଲେ ବାର୍ କାଉନସିଲ ପକ୍ଷରୁ ପୁର୍ନବାର ଏକ ବୈଠକ ଡକାଯାଇ ପରବର୍ତ୍ତୀ କାର୍ଯ୍ୟପନ୍ଥା ସ୍ଥିର କରାଯିବ।

ରାଜ୍ୟର ସମସ୍ତ ୧୫୬ଟି ବାର୍ ଆସୋସିଏସନର ଆଇନଜୀବୀମାନେ ସୋମବାର କାର୍ଯ୍ୟରେ ଯୋଗ ନଦେବାକୁ ବାର୍ କାଉନସିଲ ପକ୍ଷରୁ ଅନୁରୋଧ କରାଯାଇଛି ବୋଲି ରଂଜନ ମହପାତ୍ର ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story