ସାଟେଲାଇଟ୍ ଫଟୋ ଏବଂ ଅତ୍ୟାଧୁନିକ ଜ୍ଞାନ କୌଶଳର ସହାୟତାରେ ଧ୍ୱଂସ କରାଯିବ ଗଞ୍ଜେଇ ଚାଷ

କଟକ: ଅତ୍ୟାଧୁନିକ ଜ୍ଞାନକୌଶଳ ଏବଂ ସାଟେଲାଇଟ୍ ଫଟୋର ସହାୟତା ନେଇ ଉପାନ୍ତରେ ଚାଲିଥିବା ଗଞ୍ଜେଇ ଚାଷକୁ ଧ୍ୱଂସ କରାଯିବ। ମାଓବାଦୀଙ୍କ ମୁଖ୍ୟ ଆର୍ଥିକ ଉତ୍ସ ପାଲଟିଥିବା ଏହି ଚାଷକୁ ସମୂଳେ ନଷ୍ଟ କରିବାକୁ ଶୁକ୍ରବାର କଟକରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ହୋଇଛି ଏହି ନିଷ୍ପତ୍ତି। ସେହିପରି ରାଜ୍ୟର ବିଭିନ୍ନ ଜିଲ୍ଲାରେ ବେଆଇନ୍ ଗଞ୍ଜେଇ ଚାଷ କରୁଥିବା ବ୍ୟକ୍ତି ଓ ବ୍ୟବସାୟୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଉପରେ ବୈଠକରେ ଆଲୋଚନା ହୋଇଛି। କ୍ରାଇମବ୍ରାଞ୍ଚ୍ ଏଡିଜି ବି.କେ ଶର୍ମା […]

ganja

ganja

Rakesh Mallick
  • Published: Friday, 30 October 2015
  • Updated: 30 October 2015, 02:21 PM IST

Sports

Latest News

କଟକ: ଅତ୍ୟାଧୁନିକ ଜ୍ଞାନକୌଶଳ ଏବଂ ସାଟେଲାଇଟ୍ ଫଟୋର ସହାୟତା ନେଇ ଉପାନ୍ତରେ ଚାଲିଥିବା ଗଞ୍ଜେଇ ଚାଷକୁ ଧ୍ୱଂସ କରାଯିବ। ମାଓବାଦୀଙ୍କ ମୁଖ୍ୟ ଆର୍ଥିକ ଉତ୍ସ ପାଲଟିଥିବା ଏହି ଚାଷକୁ ସମୂଳେ ନଷ୍ଟ କରିବାକୁ ଶୁକ୍ରବାର କଟକରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ହୋଇଛି ଏହି ନିଷ୍ପତ୍ତି। ସେହିପରି ରାଜ୍ୟର ବିଭିନ୍ନ ଜିଲ୍ଲାରେ ବେଆଇନ୍ ଗଞ୍ଜେଇ ଚାଷ କରୁଥିବା ବ୍ୟକ୍ତି ଓ ବ୍ୟବସାୟୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଉପରେ ବୈଠକରେ ଆଲୋଚନା ହୋଇଛି।

କ୍ରାଇମବ୍ରାଞ୍ଚ୍ ଏଡିଜି ବି.କେ ଶର୍ମା କହିଛନ୍ତି ଯେ ରାଜ୍ୟରେ ବିଭିନ୍ନ ସ୍ଥାନରେ ହେଉଥିବା ଗଞ୍ଜେଇ ଚାଷକୁ ନଷ୍ଟ କରିବାକୁ ଆଧୁନିକ ଜ୍ଞାନ କୌଶଳର ସହାୟତା ନିଆଯିବ। ବିଶେଷ କରି କେଉଁ ଅଞ୍ଚଳରେ ଗଞ୍ଜେଇ ଚାଷ କରାଯାଉଛି, କେଉଁମାନେ ଗଞ୍ଜେଇ ଚାଷ କରୁଛନ୍ତି- ଏସବୁର ଖୋଳତାଡ଼ କରାଯିବ। ଗଞ୍ଜେଇ ଚାଷ ନଷ୍ଟ କରାଯିବ ଓ ଚାଷ କରିଥିବା ବ୍ୟକ୍ତିମାନଙ୍କୁ ଆଇନର ପଞ୍ଝା ଭିତରକୁ ଆଣି ଦଣ୍ଡ ଦେବା ପାଇଁ ଉଦ୍ୟମ କରାଯିବ।

ମାଓପ୍ରବଣ ମାଲକାନଗିରି, ଗଜପତି, ରାୟଗଡ଼ା ଓ କନ୍ଧମାଳ ସମେତ ୮ଟି ଜିଲ୍ଲାର ସୀମାବର୍ତ୍ତୀ ଓ ଦୁର୍ଗମ ଅଞ୍ଚଳରେ ମୁଖ୍ୟତଃ ଗଞ୍ଜେଇ ଚାଷ ହେଉଛି। ତେବେ ଏହି ତାଲିକାରେ ଏବେ ସାମିଲ ହୋଇଛି ନୟାଗଡ଼। ଗତବର୍ଷ ୩ ହଜାର ଏକର ଜମିରେ ବେଆଇନ ଗଞ୍ଜେଇ ଚାଷ ନଷ୍ଟ ଲାଗି ଟାର୍ଗେଟ୍ ରଖାଯାଇଥିବା ବେଳେ ୩ ହଜାର ୭ଶହ ଏକର ଜମିରେ ଗଞ୍ଜେଇ ଚାଷ ନଷ୍ଟ କରିବାରେ ସଫଳତା ମିଳିଥିଲା। ସେହିପରି ଚଳିତ ବର୍ଷ ୨ହଜାର ୯୫୦ ଏକର ଜମିରେ ବେଆଇନ ଗଞ୍ଜେଇ ଚାଷ ନଷ୍ଟ କରିବା ଲାଗି ଲକ୍ଷ୍ୟ ରଖାଯାଇଛି। ବେଆଇନ ଗଞ୍ଜେଇ ଚାଷ ନଷ୍ଟ କ୍ଷେତ୍ରରେ ଅନୁଗୁଳ ଜିଲ୍ଲା ସବୁଠୁ ଆଗରେ ରହିଛି।

ବୈଠକରେ କ୍ରାଇମବ୍ରାଞ୍ଚ୍ ଏଡିଜି ବି.କେ. ଶର୍ମାଙ୍କ ସହିତ ଅବକାରୀ ବିଭାଗ ସଚିବ ମନୋଜ ଆହୁଜା, ଓକାକର ବୈଜ୍ଞାନିକ ଡିକେ ରାଓ, ୫ଟି ରେଞ୍ଜର ଆଇଜି, ଡିଆଇଜି ଏବଂ ୧୦ଟି ଜିଲ୍ଲାର ଏସପି ଯୋଗ ଦେଇଥିଲେ। ଏଥିସହ ବନବିଭାଗ, ଏନସିବି ଏବଂ ଏସପିଏଫର ବରିଷ୍ଠ ଅଧିକାରୀମାନେ ବୈଠକରେ ଯୋଗଦେଇ ନିଜ ନିଜର ମତ ରଖିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story