ସତୀଶ ଗଜଭିୟେଙ୍କ ନିଲମ୍ବନ ଅବଧି ୬ ମାସ ବଢ଼ିଲା

ଭୁବନେଶ୍ୱର: ଆଇପିଏସ୍ ଅଧିକାରୀ ତଥା କେନ୍ଦ୍ରାପଡ଼ାର ପୂର୍ବତନ ଏସପି ସତୀଶ ଗଜଭିୟେଙ୍କ ନିଲମ୍ୱନ ଅବଧି ବଢ଼ିଛି। ତାଙ୍କ ନିଲମ୍ବନ ଅବଧିକୁ ୬ ମାସ ବଢ଼ାଇ ଦିଆଯାଇଛି। ଗଜଭିୟେଙ୍କ ପ୍ରସଙ୍ଗରେ ଗତ ସପ୍ତାହରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସଚ୍ଚିବାଳୟରେ ବସିଥିବା ଗୁରୁତ୍ୱପୂର୍ଣ୍ଣ ବୈଠକ ଆଧାରରେ ଏହି ନିଷ୍ପତ୍ତି ନିଆଯାଇଛି। ସାରଥୀ ମାମଲାରେ କେନ୍ଦ୍ରାପଡ଼ାରେ ଲୋକଙ୍କ ଉପରେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଅଭିଯୋଗରେ ଗତ ଅଗଷ୍ଟ ୧୩ରେ ଗଜଭିୟେଙ୍କୁ ନିଲମ୍ୱନ କରାଯାଇଥିଲା। ଅଲ୍ ଇଣ୍ଡିଆ ସର୍ଭିସ୍ ରୁଲ୍ ଅନୁଯାୟୀ […]

satish

satish

Rakesh Mallick
  • Published: Monday, 09 November 2015
  • Updated: 09 November 2015, 03:11 PM IST

Sports

Latest News

ଭୁବନେଶ୍ୱର: ଆଇପିଏସ୍ ଅଧିକାରୀ ତଥା କେନ୍ଦ୍ରାପଡ଼ାର ପୂର୍ବତନ ଏସପି ସତୀଶ ଗଜଭିୟେଙ୍କ ନିଲମ୍ୱନ ଅବଧି ବଢ଼ିଛି। ତାଙ୍କ ନିଲମ୍ବନ ଅବଧିକୁ ୬ ମାସ ବଢ଼ାଇ ଦିଆଯାଇଛି। ଗଜଭିୟେଙ୍କ ପ୍ରସଙ୍ଗରେ ଗତ ସପ୍ତାହରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସଚ୍ଚିବାଳୟରେ ବସିଥିବା ଗୁରୁତ୍ୱପୂର୍ଣ୍ଣ ବୈଠକ ଆଧାରରେ ଏହି ନିଷ୍ପତ୍ତି ନିଆଯାଇଛି। ସାରଥୀ ମାମଲାରେ କେନ୍ଦ୍ରାପଡ଼ାରେ ଲୋକଙ୍କ ଉପରେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଅଭିଯୋଗରେ ଗତ ଅଗଷ୍ଟ ୧୩ରେ ଗଜଭିୟେଙ୍କୁ ନିଲମ୍ୱନ କରାଯାଇଥିଲା। ଅଲ୍ ଇଣ୍ଡିଆ ସର୍ଭିସ୍ ରୁଲ୍ ଅନୁଯାୟୀ କେନ୍ଦ୍ର ସରକାର ଏହି ନିଲମ୍ୱନକୁ କନଫର୍ମ କରିଥିଲା। ଏନେଇ ଡ୍ରାଫ୍ଟ ଚାର୍ଜ କରାଯାଇ ଡିଜିଙ୍କ ମାଧ୍ୟମରେ କେନ୍ଦ୍ର ସରକାରଙ୍କୁ ଜଣାଇ ଦିଆଯାଇଥିଲା।

ନଭେମ୍ବର ୧୩ ତାରିଖକୁ  ଗଜଭେୟଙ୍କ ନିଲମ୍ବନ ଅବଧିକୁ ୩ ମାସ ପୂରୁଛି। ତେବେ ସଦ୍ୟ ନିଷ୍ପତ୍ତି ଅନୁଯାୟୀ ତାଙ୍କର ନିଲମ୍ବନ ଅବଧିକୁ ୧୮୦  ଦିନ ବା ୬ ମାସ ବୃଦ୍ଧି କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story