ସତକୋଶିଆ ମହାନଦୀ ଗଣ୍ଡରେ ୬ଟି କୁମ୍ଭୀର ଛଡ଼ା ଗଲା

କେନ୍ଦ୍ରାପଡ଼ା: ସତକୋଶିଆ ଅଭୟାରଣ୍ୟର ମହାନଦୀ ଗଣ୍ଡରେ ୬ଟି ମାଈ କୁମ୍ଭୀର ଛଡ଼ା ଯାଇଛି। ବିଲୁପ୍ତ ପ୍ରାୟ କୁମ୍ଭୀର ବଂଶ ବୃଦ୍ଧି ନିମନ୍ତେ ବନ ବିଭାଗ ଚଳିତବର୍ଷ ଏହି ପ୍ରାପ୍ତ ବୟଷ୍କ ମାଈ ଘଡିଆଳଙ୍କୁ ଛାଡ଼ିଛି। ନନ୍ଦନକାନନ ଉଦ୍ୟାନରୁ ଏହି ୬ଟି ଯାକ କୁମ୍ଭୀରକୁ ନିଆଯାଇ ସାତକୋଶିଆ ଅଭୟାରଣ୍ୟର ଟିକରପଡ଼ା ପ୍ରଜନନ କେନ୍ଦ୍ରରେ ରଖାଯାଇଥିଲା। ସେଠାରେ କୁମ୍ଭୀରମାନଙ୍କୁ ପ୍ରତିଷେଧକ ଇଞ୍ଜେକସନ୍‌ ଦେବା ପରେ ସେମାନଙ୍କୁ ସୁରକ୍ଷିତ ଭାବେ ସାତକୋଶିଆ ମହାନଦୀ ଗଣ୍ଡରେ ଛଡ଼ା ଯାଇଥିଲା। ଏହି କୁମ୍ଭୀରମାନଙ୍କ ଲମ୍ୱ […]

crocodile

crocodile

Rakesh Mallick
  • Published: Wednesday, 28 December 2016
  • Updated: 28 December 2016, 10:51 PM IST

Sports

Latest News

କେନ୍ଦ୍ରାପଡ଼ା: ସତକୋଶିଆ ଅଭୟାରଣ୍ୟର ମହାନଦୀ ଗଣ୍ଡରେ ୬ଟି ମାଈ କୁମ୍ଭୀର ଛଡ଼ା ଯାଇଛି। ବିଲୁପ୍ତ ପ୍ରାୟ କୁମ୍ଭୀର ବଂଶ ବୃଦ୍ଧି ନିମନ୍ତେ ବନ ବିଭାଗ ଚଳିତବର୍ଷ ଏହି ପ୍ରାପ୍ତ ବୟଷ୍କ ମାଈ ଘଡିଆଳଙ୍କୁ ଛାଡ଼ିଛି।

ନନ୍ଦନକାନନ ଉଦ୍ୟାନରୁ ଏହି ୬ଟି ଯାକ କୁମ୍ଭୀରକୁ ନିଆଯାଇ ସାତକୋଶିଆ ଅଭୟାରଣ୍ୟର ଟିକରପଡ଼ା ପ୍ରଜନନ କେନ୍ଦ୍ରରେ ରଖାଯାଇଥିଲା। ସେଠାରେ କୁମ୍ଭୀରମାନଙ୍କୁ ପ୍ରତିଷେଧକ ଇଞ୍ଜେକସନ୍‌ ଦେବା ପରେ ସେମାନଙ୍କୁ ସୁରକ୍ଷିତ ଭାବେ ସାତକୋଶିଆ ମହାନଦୀ ଗଣ୍ଡରେ ଛଡ଼ା ଯାଇଥିଲା। ଏହି କୁମ୍ଭୀରମାନଙ୍କ ଲମ୍ୱ ପ୍ରାୟ ୧୦ ଫୁଟ୍‌ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story