ସାଉଦିରେ ଓଡ଼ିଆ ଶ୍ରମିକଙ୍କୁ ନିର୍ଯାତନା: ଓଟିଭିରେ ଖବର ପ୍ରସାରିତ ପରେ ହସ୍ତକ୍ଷେପ କଲେ ସୁଷମା

ଭୁବନେଶ୍ୱର: ସାଉଦି ଆରବରେ ଓଡ଼ିଆ ଶ୍ରମିକଙ୍କୁ ନିର୍ଯାତନା ଅଭିଯୋଗ ନେଇ ଓଟିଭିରେ ଖବର ପ୍ରସାରିତ ହେବା ପରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ ଭାରତୀୟ ଦୂତାବାସକୁ ଟ୍ୱିଇଟ୍‌ କରିଛନ୍ତି। ଏହାପରେ ଦୂତାବାସ ପକ୍ଷରୁ କୁହାଯାଇଛି“ଏହି ଘଟଣା ସମ୍ପର୍କରେ ଦୂତାବାସ ଅବଗତ ଅଛି। ସେମାନଙ୍କୁ ସ୍ୱଦେଶ ପତ୍ୟାବର୍ତ୍ତନ ପାଇଁ ସକ୍ରିୟ ପଦକ୍ଷେପ ନିଆଯାଉଛି।” ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରମିକମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବାକୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବୈଦେଶୀକ ବ୍ୟାପାର ମନ୍ତ୍ରୀ ସୁଷମା […]

susama

susama

Rakesh Mallick
  • Published: Wednesday, 10 May 2017
  • Updated: 10 May 2017, 10:00 PM IST

Sports

Latest News

ଭୁବନେଶ୍ୱର: ସାଉଦି ଆରବରେ ଓଡ଼ିଆ ଶ୍ରମିକଙ୍କୁ ନିର୍ଯାତନା ଅଭିଯୋଗ ନେଇ ଓଟିଭିରେ ଖବର ପ୍ରସାରିତ ହେବା ପରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ ଭାରତୀୟ ଦୂତାବାସକୁ ଟ୍ୱିଇଟ୍‌ କରିଛନ୍ତି। ଏହାପରେ ଦୂତାବାସ ପକ୍ଷରୁ କୁହାଯାଇଛି“ଏହି ଘଟଣା ସମ୍ପର୍କରେ ଦୂତାବାସ ଅବଗତ ଅଛି। ସେମାନଙ୍କୁ ସ୍ୱଦେଶ ପତ୍ୟାବର୍ତ୍ତନ ପାଇଁ ସକ୍ରିୟ ପଦକ୍ଷେପ ନିଆଯାଉଛି।”

ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରମିକମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବାକୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବୈଦେଶୀକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ ଅନୁରୋଧ କରିଛନ୍ତି।

ସୂଚନାଯୋଗ୍ୟ, ଗଞ୍ଜାମ ଜିଲ୍ଲାର ବିଭିନ୍ନ ବ୍ଳକ୍‌ରୁ ୨୪ ଜଣ ଶ୍ରମିକ ଆନ୍ଧ୍ରପ୍ରଦେଶର ଜଣେ ଏଜେଣ୍ଟ ଜରିଆରେ ୫ ମାସ ତଳେ ସାଉଦି ଆରବ ଯାଇଥିଲେ। ସେଠାରେ  ଅଲ୍‌ ରିଆଦ୍‌ ନାମକ ଏକ କନ୍‌ଷ୍ଟ୍ରକ୍‌ସନ୍‌ କମ୍ପାନୀ ଦ୍ୱାରା ନିର୍ଯାତନାର ଶିକାର ହୋଇଥିବା ଅଭିଯୋଗ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story