ଏପ୍ରିଲ୍ ୧୩ ପର୍ଯ୍ୟନ୍ତ ଓଓଏ ସାଧାରଣ ସଂପାଦକ ପଦରୁ ଦୂରେଇ ରହିବାକୁ ଆଶୀର୍ବାଦଙ୍କୁ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ/କଟକ: ଓଡ଼ିଶା ଅଲିମ୍ପିକ୍ ଆସୋସିଏସନ୍ (ଓଓଏ)ର ସାଧାରଣ ସଂପାଦକ ପଦରୁ ଆସନ୍ତା ଏପ୍ରିଲ୍ ୧୩ ପର୍ଯ୍ୟନ୍ତ ଦୂରେଇ ରହିବାକୁ ବୁଧବାର ସୁପ୍ରିମ୍‌କୋର୍ଟ ଆଶୀର୍ବାଦ ବେହେରାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଓଓଏର ଜମି ଜବରଦଖଲ ମାମଲାର ଶୁଣାଣି କରି ସର୍ବୋଚ୍ଚ ନ୍ୟାୟାଳୟ ଏହି ରାୟ ଦେବା ସହିତ ସେହି ଦିନ ପର୍ଯ୍ୟନ୍ତ ସଂଘର ଯୁଗ୍ମ ସଂପାଦକଙ୍କୁ ସାଧାରଣ ସଂପାଦକ ଦାୟିତ୍ୱ ତୁଲାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏ ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୧୩ରେ ହେବ। ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶକୁ ସମ୍ମାନ ଦେଇଛନ୍ତି […]

ashirbad

ashirbad

Rakesh Mallick
  • Published: Wednesday, 09 March 2016
  • Updated: 10 March 2016, 04:23 AM IST

Sports

Latest News

[caption id="attachment_72872" align="alignleft" width="150"]ashirbad ଆଶୀର୍ବାଦ ବେହେରା[/caption]

ନୂଆଦିଲ୍ଲୀ/କଟକ: ଓଡ଼ିଶା ଅଲିମ୍ପିକ୍ ଆସୋସିଏସନ୍ (ଓଓଏ)ର ସାଧାରଣ ସଂପାଦକ ପଦରୁ ଆସନ୍ତା ଏପ୍ରିଲ୍ ୧୩ ପର୍ଯ୍ୟନ୍ତ ଦୂରେଇ ରହିବାକୁ ବୁଧବାର ସୁପ୍ରିମ୍‌କୋର୍ଟ ଆଶୀର୍ବାଦ ବେହେରାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଓଓଏର ଜମି ଜବରଦଖଲ ମାମଲାର ଶୁଣାଣି କରି ସର୍ବୋଚ୍ଚ ନ୍ୟାୟାଳୟ ଏହି ରାୟ ଦେବା ସହିତ ସେହି ଦିନ ପର୍ଯ୍ୟନ୍ତ ସଂଘର ଯୁଗ୍ମ ସଂପାଦକଙ୍କୁ ସାଧାରଣ ସଂପାଦକ ଦାୟିତ୍ୱ ତୁଲାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏ ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୧୩ରେ ହେବ।

ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶକୁ ସମ୍ମାନ ଦେଇଛନ୍ତି ଆଶୀର୍ବାଦ ବେହେରା। ସେ ଓଓଏର ସାଧାରଣ ସଂପାଦକ ପଦବୀରୁ ଓହରି ଯାଇଛନ୍ତି ଏବଂ ଯୁଗ୍ମ ସଂପାଦକ ରବୀନ୍ଦ୍ର ପରିଡ଼ାକୁ ସାଧାରଣ ସଂପାଦକ ଦାୟିତ୍ୱ ଦେଇଛନ୍ତି।

ଆଶୀର୍ବାଦ କହିଛନ୍ତି,“ମୁଁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶକୁ ସମ୍ମାନ ଦେଉଛି। କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ମୁଁ ଏପ୍ରିଲ୍ ୧୩ ପର୍ଯ୍ୟନ୍ତ ସାଧାରଣ ସଂପାଦକ ଦାୟିତ୍ୱରୁ ଓହରି ଯାଇଛି। ତେବେ ଓଓଏର ଦୈନନ୍ଦିନ କାର୍ଯ୍ୟ ବୁଝିବା ପାଇଁ ମୁଁ ଯୁଗ୍ମ ସଂପାଦକ ରବୀନ୍ଦ୍ର ପରିଡ଼ାଙ୍କୁ ଦାୟିତ୍ୱ ଦେଇଛି। ଏପ୍ରିଲ୍ ୧୩ରେ କୋର୍ଟଙ୍କ ପରବର୍ତ୍ତୀ ଶୁଣାଣି ଅଛି। କୋର୍ଟ ଯାହା ନିର୍ଦ୍ଦେଶ ଦେବେ ତାକୁ ପାଳନ କରାଯିବ।”

ଓଡ଼ିଶା ଅଲିମ୍ପିକ ଆସୋସିଏନ୍‌ ବିରୋଧରେ ଆସିଥିବା ସରକାରୀ ଜମି ହଡ଼ପ ଅଭିଯୋଗର ତଦନ୍ତ କରି କଟକ ଜିଲ୍ଲା ଜଜ୍‌ଙ୍କ ନେତୃତ୍ୱରେ ଗଠିତ ବିଚାର ବିଭାଗୀୟ କମିଟି ଗତବର୍ଷ ସେପ୍ଟେମ୍ବର ମାସରେ ସୁପ୍ରିମ୍‌କୋର୍ଟଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ।

ଓଓଏ ସରକାରୀ ଜମି ହଡ଼ପ କରି ସେଠାରେ ବାରବାଟୀ ପ୍ୟାଲେସ୍ ସହିତ ୨୩ଟି ଦୋକାନ ଗୃହ ନିର୍ମାଣ କରିଥିବା ଅଭିଯୋଗର ତଦନ୍ତ କରିବା ପାଇଁ କଟକ ଜିଲ୍ଲା ଜଜ୍‌ଙ୍କ ଅଧ୍ୟକ୍ଷତାରେ ଦୁଇ ଜଣ ଅତିରିକ୍ତ ଜଜ୍‌ଙ୍କୁ ନେଇ ଏକ କମିଟି ଗଠନ କରିବାକୁ ସୁପ୍ରିମ୍‌କୋର୍ଟ ଓଡ଼ିଶା ହାଇକୋର୍ଟଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ମୁତାବକ କଟକ ଜିଲ୍ଲା ଜଜ୍ ସତ୍ୟ ନାରାୟଣ ମିଶ୍ରଙ୍କ ଅଧ୍ୟକ୍ଷତାରେ କଟକ ଅତିରିକ୍ତ ବିଚାରପତି ବି.କେ ମିଶ୍ର ଓ କେନ୍ଦ୍ରାପଡ଼ା ଅତିରିକ୍ତ ବିଚାରପତି କିର୍ତ୍ତୀ ଚନ୍ଦ୍ର ବାରିକଙ୍କୁ ନେଇ ତଦନ୍ତକାରୀ କମିଟି ଗଠନ କରିଥିଲେ। ଏହି କମିଟି ୨୦୧୫ ସେପ୍ଟେମ୍ବର ୨ ତାରିଖରେ ବାରବାଟୀ ଷ୍ଟାଡିୟମ୍ ନିକଟସ୍ଥ ଉକ୍ତ ବିବାଦୀୟ ଜମିରେ ମାପଚୁପ କରି ତଦନ୍ତ ଆରମ୍ଭ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story