କଟକ: ଏସସିବିକୁ ୧୯ଟି ଜିଲ୍ଲାରୁ ଆସିଥିବା ୧୯୮୩ ରକ୍ତ ନମୁନାରୁ ୩୯୭ଟି ଡେଙ୍ଗୁ ପଜିଟିଭ୍

କଟକ: ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଡେଙ୍ଗୁ ଜନିତ ପରୀକ୍ଷା ପାଇଁ ବର୍ତ୍ତମାନ ସୁଦ୍ଧା ୧୯୮୩ଟି ରକ୍ତ ନମୁନା ଆସିଛି। ସେଥରୁ ୩୯୭ଟି ରକ୍ତ ନମୁନା ପଜିଟିଭ୍ ବାହାରିଛି। ଅର୍ଥାତ ଏତିକି ସଂଖ୍ୟକ ବ୍ୟକ୍ତିଙ୍କୁ ଡେଙ୍ଗୁ ହୋଇଛି। ରବିବାର ଏହି ସୂଚନା ଦେଇଛନ୍ତି ଏସସିବି ମେଡିକାଲର ଜରୁରୀକାଳୀନ ଅଧିକାରୀ। ସେ କହିଛନ୍ତି ଯେ ୧୯ ଜିଲ୍ଲାରୁ ୧୯୮୩ଟି ରକ୍ତ ନମୁନା ଆସିଥିଲା ଡେଙ୍ଗୁ ଜନିତ ପରୀକ୍ଷା ପାଇଁ। ସେଥିରୁ ୩୯୭ଟି ପଜିଟିଭ୍ ବାହାରିଛି। ପଜିଟିଭ ବାହାରିଥିବା ନମୁନାଗୁଡ଼ିକ ମଧ୍ୟରୁ […]

DENGU

DENGU

Rakesh Mallick
  • Published: Sunday, 20 September 2015
  • Updated: 20 September 2015, 08:06 AM IST

Sports

Latest News

କଟକ: ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଡେଙ୍ଗୁ ଜନିତ ପରୀକ୍ଷା ପାଇଁ ବର୍ତ୍ତମାନ ସୁଦ୍ଧା ୧୯୮୩ଟି ରକ୍ତ ନମୁନା ଆସିଛି। ସେଥରୁ ୩୯୭ଟି ରକ୍ତ ନମୁନା ପଜିଟିଭ୍ ବାହାରିଛି। ଅର୍ଥାତ ଏତିକି ସଂଖ୍ୟକ ବ୍ୟକ୍ତିଙ୍କୁ ଡେଙ୍ଗୁ ହୋଇଛି। ରବିବାର ଏହି ସୂଚନା ଦେଇଛନ୍ତି ଏସସିବି ମେଡିକାଲର ଜରୁରୀକାଳୀନ ଅଧିକାରୀ।

ସେ କହିଛନ୍ତି ଯେ ୧୯ ଜିଲ୍ଲାରୁ ୧୯୮୩ଟି ରକ୍ତ ନମୁନା ଆସିଥିଲା ଡେଙ୍ଗୁ ଜନିତ ପରୀକ୍ଷା ପାଇଁ। ସେଥିରୁ ୩୯୭ଟି ପଜିଟିଭ୍ ବାହାରିଛି। ପଜିଟିଭ ବାହାରିଥିବା ନମୁନାଗୁଡ଼ିକ ମଧ୍ୟରୁ ସର୍ବାଧିକ ହେଉଛି ଭଦ୍ରକର। ଏଠାରୁ ଆସିଥିବା ରକ୍ତ ନମୁନାଗୁଡ଼ିକ ମଧ୍ୟରୁ ୭୨ଟି ଡେଙ୍ଗୁ ପଜିଟିଭ୍ ବାହାରିଛି।

ସେ ଆହୁରି ମଧ୍ୟ କହିଛନ୍ତି, ବର୍ତ୍ତମାନ ଏସସିବି ମେଡିକାଲରେ ୭୧ ଜଣ ଡେଙ୍ଗୁ ରୋଗୀ ଚିକିତ୍ସିତ ହେଉଛନ୍ତି। ସେମାନଙ୍କ ମଧ୍ୟରୁ ୬୩ ଜଣ ସ୍ୱତନ୍ତ୍ର ୱାର୍ଡରେ ଚିକିତ୍ସିତ ହେଉଥିବା ବେଳେ ୮ ଜଣଙ୍କୁ ଆଇସିୟୁରେ ରଖାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story