ଏସ୍‌ସିବିର ହେମାଟୋଲୋଜି ବିଭାଗରେ ସ୍ନାତକୋତ୍ତର ପାଠ୍ୟକ୍ରମ ଖୋଲିବା ପାଇଁ ଆବଶ୍ୟକୀୟ ଭିତ୍ତିଭୂମି ନାହିଁ: ଏମ୍‌ସିଆଇ

କଟକ: ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ୍ ଓ ହସପିଟାଲର କ୍ଲିନିକାଲ୍‌ ହେମାଟୋଲୋଜି ବିଭାଗରେ ସ୍ନାତକୋତ୍ତର ପାଠ୍ୟକ୍ରମ ଖୋଲିବା ପାଇଁ ଆବଶ୍ୟକୀୟ ଭିତ୍ତିଭୂମି ନ ଥିବା କହିଛି ମେଡିକାଲ କାଉନସିଲ ଅଫ୍ ଇଣ୍ଡିଆ (ଏମ୍‌ସିଆଇ)। ଏହି ପାଠ୍ୟକ୍ରମରେ ଶିକ୍ଷାଦାନ ପାଇଁ ଶିକ୍ଷକମାନଙ୍କର ଆବଶ୍ୟକୀୟ ଶିକ୍ଷାଗତ ଯୋଗ୍ୟତା ନଥିବା ମଧ୍ୟ ଏମ୍‌ସିଆଇ କହିଛି। ଏମ୍‌ସିଆଇ ଗାଇଡ୍‌ ଲାଇନ୍ ଅନୁଯାୟୀ ସ୍ନାତୋକୋତ୍ତର ପାଠ୍ୟକ୍ରମରେ ଶିକ୍ଷାଦାନ କରିବା ପାଇଁ ଜଣେ ଶିକ୍ଷକ ଡକ୍ଟର ଅଫ୍ ମେଡିସିନ୍ (ଡି.ଏମ୍) କୋର୍ସ କରିଥିବା ଅଥବା ସେ […]

scb

scb

Rakesh Mallick
  • Published: Friday, 19 August 2016
  • Updated: 19 August 2016, 09:23 PM IST

Sports

Latest News

କଟକ: ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ୍ ଓ ହସପିଟାଲର କ୍ଲିନିକାଲ୍‌ ହେମାଟୋଲୋଜି ବିଭାଗରେ ସ୍ନାତକୋତ୍ତର ପାଠ୍ୟକ୍ରମ ଖୋଲିବା ପାଇଁ ଆବଶ୍ୟକୀୟ ଭିତ୍ତିଭୂମି ନ ଥିବା କହିଛି ମେଡିକାଲ କାଉନସିଲ ଅଫ୍ ଇଣ୍ଡିଆ (ଏମ୍‌ସିଆଇ)। ଏହି ପାଠ୍ୟକ୍ରମରେ ଶିକ୍ଷାଦାନ ପାଇଁ ଶିକ୍ଷକମାନଙ୍କର ଆବଶ୍ୟକୀୟ ଶିକ୍ଷାଗତ ଯୋଗ୍ୟତା ନଥିବା ମଧ୍ୟ ଏମ୍‌ସିଆଇ କହିଛି।

ଏମ୍‌ସିଆଇ ଗାଇଡ୍‌ ଲାଇନ୍ ଅନୁଯାୟୀ ସ୍ନାତୋକୋତ୍ତର ପାଠ୍ୟକ୍ରମରେ ଶିକ୍ଷାଦାନ କରିବା ପାଇଁ ଜଣେ ଶିକ୍ଷକ ଡକ୍ଟର ଅଫ୍ ମେଡିସିନ୍ (ଡି.ଏମ୍) କୋର୍ସ କରିଥିବା ଅଥବା ସେ କୌଣସି ଏକ ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନରେ ଅତିକମ୍‌ରେ ୨ ବର୍ଷ କାର୍ଯ୍ୟ କରିଥିବ ଆବଶ୍ୟକ। ଅନ୍ୟପକ୍ଷରେ ବର୍ତ୍ତମାନ ଏସ୍‌ସିବି ମେଡିକାଲ୍‌ର ହେମାଟୋଲୋଜି ବିଭାଗରେ ଜଣେ ପ୍ରଫେସର, ଜଣେ ଆସୋସିଏଟ ପ୍ରଫେସର, ୨ ଜଣ ଆସିଷ୍ଟାଣ୍ଟ ପ୍ରଫେସର ଏବଂ ଜଣେ ଏସ୍‌ଆର୍‌ ସିନିୟର ରେସିଡେନ୍ସ ଅଛନ୍ତି। ତେବେ ଏମାନେ ସମସ୍ତେ ଏମ୍‌ସିଆଇ ଗାଇଡ ଲାଇନ୍ ଅନୁଯାୟୀ ଯୋଗ୍ୟ ନୁହନ୍ତି ବୋଲି ଏମ୍‌ସିଆଇ ନିଜେ ଏକ ପତ୍ରରେ ଉଲେଖ କରିଛନ୍ତି। ଏ ନେଇ ଏମ୍‌ସିଆଇର ଗାଇଡ୍‌ ଲାଇନ୍ ବିଭିନ୍ନ ସମୟରେ ପରିବର୍ତ୍ତନ ହେଉଥିବା ମେଡିକାଲ କଲେଜ୍ କର୍ତ୍ତୃପକ୍ଷ କହିଛନ୍ତି।

ପ୍ରାୟ ୩୦ ବର୍ଷରୁ ଅଧିକ ସମୟ ଧରି ଏସ୍‌ସିବିରେ ହେମାଟୋଲୋଜି ବିଭାଗ କାର୍ଯ୍ୟ କରୁଛି। ସମସ୍ତ ପ୍ରକାର ଆଧୁନିକ ଚିକିତ୍ସା ସୁବିଧା ଥିବା ଏହି ବିଭାଗରେ ସ୍ନାତକୋତ୍ତର ପାଠ୍ୟକ୍ରମ ଖୋଲିବା ପାଇଁ ୨୦୧୨ ମସିହା ସେପ୍ଟେମ୍ୱର ୧୪ ତାରିଖରେ ମେଡିକାଲ୍ କର୍ତ୍ତୃପକ୍ଷ ପ୍ରଥମେ ଏମ୍‌ସିଆଇକୁ ପତ୍ର ଲେଖିଥିଲେ। ପରେ ପର୍ଯ୍ୟାୟକ୍ରମେ ଏମ୍‌ସିଆଇ ଟିମ୍ ହେମାଟୋଲୋଜି ବିଭାଗ ପରିଦର୍ଶନ କରିଛନ୍ତି। କିନ୍ତୁ ବିଭିନ୍ନ କାରଣରୁ ଏଠାରେ ସ୍ନାତକୋତ୍ତର ପାଠ୍ୟକ୍ରମ ଖୋଲା ଯାଇ ପାରିବ ନାହିଁ ବୋଲି ଏମ୍‌ସିଆଇ କହିଛି। ଶେଷରେ ୨୦୧୫ ଏପ୍ରିଲ ୨୪ ତାରିଖରେ ଏ ନେଇ ଏସସିବି ମେଡିକାଲ କଲେଜ୍ ଡିନ୍ ତଥା ଅଧ୍ୟକ୍ଷ ଡାକ୍ତର ସିଦ୍ଧାର୍ଥ ଦାଶ ଏମ୍‌ସିଆଇକୁ ଏକ ଅନୁରୋଧପତ୍ର ଲେଖିଥିଲେ। ସେଭଳି କୌଣସି ଜଟିଳ ସମସ୍ୟା ନାହିଁ ଯେଉଁଥିପାଇଁ ଏଠାରେ ହେମାଟୋଲୋଜିରେ ସ୍ନାତକୋତ୍ତର ବିଭାଗ ଖୋଲାଯାଇ ପାରିବନି ବୋଲି କହିଛନ୍ତି ଡାକ୍ତର ଦାସ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story