୨୪ରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଭେଟିବେ ଏସ୍‌ସିବି ନର୍ସିଂ ଛାତ୍ରୀ; ଦାବି ପୂରଣ ନ ହେଲେ ରାସ୍ତାରେ ପାଠ ପଢ଼ିବେ, ବିନା ଷ୍ଟାଇପେଣ୍ଡରେ ୱାର୍ଡ ଡ୍ୟୁଟି କରିବେ

କଟକ: ଦୁର୍ବବ୍ୟହାର ଅଭିଯୋଗରେ ଅଧ୍ୟକ୍ଷାଙ୍କ ବହିଷ୍କାର ଦାବି କରି ଆନ୍ଦୋଳନ କରୁଥିବା ଏସ୍‌ସିବି ନର୍ସିଂ ଛାତ୍ରୀମାନେ ମେ’ ୨୪ ତାରିଖରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଭେଟିବେ। ଦାବି ପୂରଣ ନ ହେଲେ ରାଜରାସ୍ତାରେ ପାଠ ପଢ଼ିବେ ଓ ବିନା ଷ୍ଟାଇପେଣ୍ଡରେ ୱାର୍ଡ ଡ୍ୟୁଟି କରିବେ ବୋଲି ସେମାନେ ନିଷ୍ପତ୍ତି ନେଇଛନ୍ତି। ନର୍ସିଂ ଛାତ୍ରୀ ଅମିତା ସାହୁ କହିଛନ୍ତି,“୧୬ ତାରିଖରେ ଆମେ ସ୍ୱାସ୍ଥ୍ୟ ସଚିବଙ୍କୁ ଭେଟିଥିଲୁ। ତଦନ୍ତ ରିପୋର୍ଟ ଆସିବା ପରେ ପଦକ୍ଷେପ ନିଆଯିବ ବୋଲି ସେ କହିଥିଲେ। ତା’ପରେ ୧୭ […]

nursinghstudent

nursinghstudent

Rakesh Mallick
  • Published: Thursday, 19 May 2016
  • Updated: 19 May 2016, 11:13 AM IST

Sports

Latest News

nursinghstudentକଟକ: ଦୁର୍ବବ୍ୟହାର ଅଭିଯୋଗରେ ଅଧ୍ୟକ୍ଷାଙ୍କ ବହିଷ୍କାର ଦାବି କରି ଆନ୍ଦୋଳନ କରୁଥିବା ଏସ୍‌ସିବି ନର୍ସିଂ ଛାତ୍ରୀମାନେ ମେ’ ୨୪ ତାରିଖରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଭେଟିବେ। ଦାବି ପୂରଣ ନ ହେଲେ ରାଜରାସ୍ତାରେ ପାଠ ପଢ଼ିବେ ଓ ବିନା ଷ୍ଟାଇପେଣ୍ଡରେ ୱାର୍ଡ ଡ୍ୟୁଟି କରିବେ ବୋଲି ସେମାନେ ନିଷ୍ପତ୍ତି ନେଇଛନ୍ତି।

ନର୍ସିଂ ଛାତ୍ରୀ ଅମିତା ସାହୁ କହିଛନ୍ତି,“୧୬ ତାରିଖରେ ଆମେ ସ୍ୱାସ୍ଥ୍ୟ ସଚିବଙ୍କୁ ଭେଟିଥିଲୁ। ତଦନ୍ତ ରିପୋର୍ଟ ଆସିବା ପରେ ପଦକ୍ଷେପ ନିଆଯିବ ବୋଲି ସେ କହିଥିଲେ। ତା’ପରେ ୧୭ ତାରିଖରେ ଆମେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଥିଲୁ। ଶୀଘ୍ର ପଦକ୍ଷେପ ନେବାକୁ ସେ ନିର୍ଭର ପ୍ରତିଶ୍ରୁତି ଦେଇଥିଲେ। ଏବେ ବି ତାଙ୍କ କଥା ଉପରେ ଆମର ବିଶ୍ୱାସ ରହିଛି। ଯଦି ସେ କିଛି ପଦକ୍ଷେପ ନ ନିଅନ୍ତି ତା’ହେଲେ ଆମେ ଏସ୍‌ସିବି ମେଡିକାଲ୍ ଅଧ୍ୟକ୍ଷଙ୍କୁ ଅନୁରୋଧ କରିବୁ ଆମକୁ ବିନା ଷ୍ଟାଇପେଣ୍ଡରେ ବାହାରେ ରହି ୱାର୍ଡ ଡ୍ୟୁଟି କରିବାକୁ ଅନୁମତି ଦେବାକୁ। ସେହିପରି ନର୍ସିଂ କଲେଜର ଶିକ୍ଷକମାନଙ୍କୁ ଅନୁରୋଧ କରିବୁ ଆମକୁ ଗେଟ୍ ବାହାରେ ପାଠ ପଢ଼ାଇବା ପାଇଁ।”

ନର୍ସିଂ ସ୍କୁଲର ଅଧ୍ୟକ୍ଷା ଜଣେ ଛାତ୍ରୀଙ୍କୁ ଦୁର୍ବବ୍ୟବହାର କରିବା ଅଭିଯୋଗରେ ଛାତ୍ରୀମାନେ ଆନ୍ଦୋଳନ ଚଳାଇଛନ୍ତି। ଅଧ୍ୟକ୍ଷାଙ୍କୁ ତୁରନ୍ତ ବଦଳି କରିବା ଅଥବା କାର୍ଯ୍ୟରୁ ବହିଷ୍କାର କରିବା ଏବଂ ନର୍ସିଂ ସ୍କୁଲରୁ ସାଇନେଡାଏ ଉଠାଇ ନେବା ପାଇଁ ଛାତ୍ରୀମାନେ ଦାବି କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story