କାର୍ଯ୍ୟରତ ଡାକ୍ତରଙ୍କୁ ମାଡ଼ର ପ୍ରତିବାଦ: ଏସ୍‌ସିବି ପିଜି ଛାତ୍ର ଓ ହାଉସ୍‌ ସର୍ଜନଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

କଟକ: କାର୍ଯ୍ୟରତ ଡାକ୍ତରଙ୍କୁ ମାଡ଼ ପ୍ରତିବାଦରେ ଏସ୍‌ସିବି ପିଜି ଛାତ୍ର ଓ ହାଉସ୍‌ ସର୍ଜନମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରୁଛନ୍ତି। ଗତକାଲି ସନ୍ଧ୍ୟାରୁ ହାଉସ ସର୍ଜନ ଓ ପିଜି ଛାତ୍ରମାନେ କାଜୁଆଲଟି, ଜରୁରୀକାଳୀନ ସେବା ଓ ଆଇସିୟୁ ୱାର୍ଡରେ କାର୍ଯ୍ୟବନ୍ଦ କରିଛନ୍ତି। ଆକ୍ରମଣକାରୀଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଦାବି କରାଯାଇଛି। ରବିବାର ଦିନ ଜଗତସିଂହପୁର ଜିଲ୍ଲା ଗୋବିନ୍ଦପୁରର ମାଳତୀ ମହାନ୍ତି ନାମକ ରୋଗୀ ଟିବି ୱାର୍ଡରେ ଭର୍ତ୍ତି ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଚିକିତ୍ସାରେ […]

scb-medical

scb-medical

Rakesh Mallick
  • Published: Tuesday, 28 March 2017
  • Updated: 28 March 2017, 11:13 AM IST

Sports

Latest News

କଟକ: କାର୍ଯ୍ୟରତ ଡାକ୍ତରଙ୍କୁ ମାଡ଼ ପ୍ରତିବାଦରେ ଏସ୍‌ସିବି ପିଜି ଛାତ୍ର ଓ ହାଉସ୍‌ ସର୍ଜନମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରୁଛନ୍ତି। ଗତକାଲି ସନ୍ଧ୍ୟାରୁ ହାଉସ ସର୍ଜନ ଓ ପିଜି ଛାତ୍ରମାନେ କାଜୁଆଲଟି, ଜରୁରୀକାଳୀନ ସେବା ଓ ଆଇସିୟୁ ୱାର୍ଡରେ କାର୍ଯ୍ୟବନ୍ଦ କରିଛନ୍ତି। ଆକ୍ରମଣକାରୀଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଦାବି କରାଯାଇଛି।

ରବିବାର ଦିନ ଜଗତସିଂହପୁର ଜିଲ୍ଲା ଗୋବିନ୍ଦପୁରର ମାଳତୀ ମହାନ୍ତି ନାମକ ରୋଗୀ ଟିବି ୱାର୍ଡରେ ଭର୍ତ୍ତି ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଚିକିତ୍ସାରେ ଅବହେଳା ହୋଇଥିବା ଅଭିଯୋଗ କରି ରୋଗୀଙ୍କ ସମ୍ପର୍କୀୟମାନେ କାର୍ଯ୍ୟରତ ଜୁନିଅର ଡାକ୍ତର ସମୀର ରଞ୍ଜନ ବେହେରାଙ୍କୁ ମାଡ଼ କାରିଥିଲେ। ଏ ନେଇ ମଙ୍ଗଳାବାଗ ଥାନାରେ ଅଭିଯୋଗ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos