ଏସସିବିରେ ଡାକ୍ତରୀ ଛାତ୍ରୀଙ୍କୁ ରାଗିଂ ଘଟଣା: ୪ ମେଡିକାଲ ଛାତ୍ରଙ୍କ ହେବ ବୟାନ ରେକର୍ଡ

କଟକ: କଟକ ଏସସିବିରେ ଡାକ୍ତରୀ  ଛାତ୍ରୀଙ୍କୁ ରାଗିଂ ଘଟଣାରେ ଅଭିଯୁକ୍ତ ଛାତ୍ରମାନଙ୍କୁ ପଚରାଉଚରା କରିବ କମିଶନରେଟ୍ ପୋଲିସ୍‌। ଛାତ୍ରୀ ନିଜ ଏତଲାରେ ଉଲ୍ଲେଖ କରିଥିବା ୪ ମେଡିକାଲ ଛାତ୍ରଙ୍କ ବୟାନ ରେକର୍ଡ କରାଯିବ। ଖୁବ୍‌ ଶୀଘ୍ର ଏହି ପ୍ରକ୍ରିୟା ଆରମ୍ଭ ହେବ ବୋଲି କଟକ ଡିସିପି ସଞ୍ଜୀବ ଆରୋରା କହିଛନ୍ତି। ସେ କହିଛନ୍ତି,“ଉଭୟ ପକ୍ଷଙ୍କ ମଧ୍ୟରେ ବୁଝାମଣା ପୋଲିସ୍‌ ତଦନ୍ତକୁ ପ୍ରଭାବିତ କରିବ ନାହିଁ।” ଘଟଣାରେ ଅପୋଷ ବୁଝାମଣା ହୋଇଥିବା ନେଇ ମେଡିକାଲ କର୍ତ୍ତୃପକ୍ଷ ସୂଚନା ଦେବାପରେ […]

scb

scb

Rakesh Mallick
  • Published: Saturday, 28 January 2017
  • Updated: 28 January 2017, 07:32 PM IST

Sports

Latest News

କଟକ: କଟକ ଏସସିବିରେ ଡାକ୍ତରୀ  ଛାତ୍ରୀଙ୍କୁ ରାଗିଂ ଘଟଣାରେ ଅଭିଯୁକ୍ତ ଛାତ୍ରମାନଙ୍କୁ ପଚରାଉଚରା କରିବ କମିଶନରେଟ୍ ପୋଲିସ୍‌। ଛାତ୍ରୀ ନିଜ ଏତଲାରେ ଉଲ୍ଲେଖ କରିଥିବା ୪ ମେଡିକାଲ ଛାତ୍ରଙ୍କ ବୟାନ ରେକର୍ଡ କରାଯିବ। ଖୁବ୍‌ ଶୀଘ୍ର ଏହି ପ୍ରକ୍ରିୟା ଆରମ୍ଭ ହେବ ବୋଲି କଟକ ଡିସିପି ସଞ୍ଜୀବ ଆରୋରା କହିଛନ୍ତି।

ସେ କହିଛନ୍ତି,“ଉଭୟ ପକ୍ଷଙ୍କ ମଧ୍ୟରେ ବୁଝାମଣା ପୋଲିସ୍‌ ତଦନ୍ତକୁ ପ୍ରଭାବିତ କରିବ ନାହିଁ।”

ଘଟଣାରେ ଅପୋଷ ବୁଝାମଣା ହୋଇଥିବା ନେଇ ମେଡିକାଲ କର୍ତ୍ତୃପକ୍ଷ ସୂଚନା ଦେବାପରେ ଆଜି ଦ୍ୱିତୀୟ ଥର ପାଇଁ କଲେଜର ଜେନେରାଲ ବଡି ମିଟିଙ୍ଗ ବସିଥିଲା। ଭବିଷ୍ୟତରେ ଏଭଳି  ନକରିବାକୁ  ୪ଜଣ ଛାତ୍ର ଲିଖିତ ପ୍ରତିଶ୍ରୁତି ଦେଇଛନ୍ତି। ସେହିପରି ଘଟଣା ଆଗକୁ ନ ବଢ଼ାଇବା ପାଇଁ  ଅଭିଯୋଗକାରୀ ଛାତ୍ରୀ ଲିଖିତ ପ୍ରତିଶ୍ରୁତି ଦେଇଛନ୍ତି।

ମେଡିକାଲ କଲେଜ ପ୍ରିନ୍ସିପାଲଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ବିଭିନ୍ନ ବିଭାଗର ପ୍ରଫେସର, ପ୍ରଶାସନିକ ଅଧିକାରୀ,ଛାତ୍ରଛାତ୍ରୀ ଏବଂ ଅଭିଯୋଗ ଆଣିଥିବା ଛାତ୍ରୀ ଉପସ୍ଥିତ ଥିଲେ। ଆପୋଷ ବୁଝାମଣା ମାଧ୍ୟମରେ ସମସ୍ୟାର ସାମାଧାନ କରିବାକୁ ନେଇ ବୈଠକରେ ଆଲୋଚନା ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story