ସ୍କୁଲ ଦିଦିଙ୍କ ଦାଦାଗିରି ଭିଡିଓ ଭାଇରାଲ୍‌

ବୌଦ୍ଧ (ଭାର୍ଜନ କୁମାର ପ୍ରଧାନ): ସ୍କୁଲ୍‌କୁ ବିଳମ୍ବରେ ଆସୁଛନ୍ତି। ପଚାରିଲେ ନାଲି ଆଖି ଦେଖାଉଛନ୍ତି। ଏଥିସହ ଗାଳିଗୁଲଜ ବି କରିବାକୁ ପଛାଉ ନାହାନ୍ତି। ଜଣେ ସ୍କୁଲ ଦିଦିଙ୍କ ଏପରି ଦାଦାଗିରି ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲାରେ। ଆଉ ତାଙ୍କର ଏକ ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ଭିଡିଓଟି ଗତକାଲିର ବୋଲି ଜଣାପଡ଼ିଛି। ଜିଲ୍ଲାର ଲକ୍ଷ୍ମୀପ୍ରସାଦ ପଞ୍ଚାୟତ ଗୁଢ଼ଇାଲି ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ କଲ୍ୟାଣୀ ଦାସ ଗତକାଲି ସ୍କୁଲକୁ ବିଳମ୍ବରେ ଆସିଥିଲେ। ସ୍କୁଲ କମିଟି […]

niharika-didi-1

niharika-didi-1

Tapaswini Nayak
  • Published: Saturday, 02 November 2019
  • Updated: 02 November 2019, 02:24 PM IST

Sports

Latest News

ବୌଦ୍ଧ (ଭାର୍ଜନ କୁମାର ପ୍ରଧାନ): ସ୍କୁଲ୍‌କୁ ବିଳମ୍ବରେ ଆସୁଛନ୍ତି। ପଚାରିଲେ ନାଲି ଆଖି ଦେଖାଉଛନ୍ତି। ଏଥିସହ ଗାଳିଗୁଲଜ ବି କରିବାକୁ ପଛାଉ ନାହାନ୍ତି। ଜଣେ ସ୍କୁଲ ଦିଦିଙ୍କ ଏପରି ଦାଦାଗିରି ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲାରେ। ଆଉ ତାଙ୍କର ଏକ ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ଭିଡିଓଟି ଗତକାଲିର ବୋଲି ଜଣାପଡ଼ିଛି।

ଜିଲ୍ଲାର ଲକ୍ଷ୍ମୀପ୍ରସାଦ ପଞ୍ଚାୟତ ଗୁଢ଼ଇାଲି ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ କଲ୍ୟାଣୀ ଦାସ ଗତକାଲି ସ୍କୁଲକୁ ବିଳମ୍ବରେ ଆସିଥିଲେ। ସ୍କୁଲ କମିଟି ସଭାପତି ଏ ସମ୍ପର୍କରେ ତାଙ୍କୁ ପଚାରିବାରୁ ଉଭୟଙ୍କ ମଧ୍ୟରେ କଥା କଟାକଟି ଓ ଯୁକ୍ତତର୍କ ହୋଇଥିଲା। ଏହି ଯୁକ୍ତତର୍କର ଭିଡିଓ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେଉଛି। ଭିଡିଓରେ ଦିଦି କହୁଛନ୍ତି, “ମୁଁ ୧୦୦ ଟଙ୍କା ତେଲ ଖର୍ଚ୍ଚ କରି ବହୁତ ଦୂରରୁ ଆସୁଛି। ମୋତେ ଘରୁ ଆସିବା ପାଇଁ ଅଧଘଣ୍ଟା ଲାଗୁଛି।”

ଭିଡିଓର ସତ୍ୟାସତ୍ୟ ସମ୍ପର୍କରେ ପଚାରିବାରୁ ସମ୍ପୃକ୍ତ ଶିକ୍ଷୟତ୍ରୀ କହିଛନ୍ତି, “ମୁଁ ସ୍କୁଲରେ ପହଞ୍ଚିଲାବେଳକୁ ୧୦ ମିନିଟ୍ ଡେରି ହୋଇଯାଇଥିଲା। ସ୍କୁଲ ସଭାପତି ପିଲାମାନଙ୍କୁ ମତେଇ ମୋ ଫଟୋ ଉଠାଇଥିଲେ। ମୋର ଯଦି ଡେରି ହୋଇଯାଇଛି,  ଏ ବିଷୟରେ ପରୀକ୍ଷା ପରେ କଥା ହେବି ବୋଲି ମଧ୍ୟ କହିଥିଲି। ହେଲେ ସେମାନେ ମୋ କଥା ନଶୁଣି ମୋ ଫଟୋ ଉଠାଇଥିଲେ। ସେଥିପାଇଁ ମୁଁ ରାଗି ଯାଇଥିଲି।”

ଏ ନେଇ ବୌଦ୍ଧ ବ୍ଲକ୍ ଶିକ୍ଷା ଅଧିକାରୀ ଧ୍ରୁବ ଚରଣ ଘିବେଳା କହିଛନ୍ତି, “ମୁଁ ଏହି ଭାଇରାଲ୍ ଭିଡିଓ ଦେଖିଛି। ଘଟଣାର ତଦନ୍ତ କରାଯାଇ ପଦକ୍ଷେପ ନିଆଯିବ। ଦିଦି ବିଳମ୍ବରେ ଆସୁଥିବା ନେଇ ପୂର୍ବରୁ କେବେ ଅଭିଯୋଗ ହୋଇନାହିଁ।”

ଅନ୍ୟପକ୍ଷରେ ଶିକ୍ଷୟିତ୍ରୀଙ୍କ ଏତାଦୃଶ୍ୟ ଆଚରଣକୁ ଲୋକେ ନାପସନ୍ଦ କରିଛନ୍ତି। ପିଲାମାନେ ତାଙ୍କଠାରୁ କି ଶିକ୍ଷା ଲାଭ କରିବେ ବୋଲି ସେମାନେ ପ୍ରଶ୍ନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story