ସି-ସୋର୍ ଚିଟ୍‌ଫଣ୍ଡ୍ ଠକେଇ: ପ୍ରଶାନ୍ତଙ୍କ ଜାମିନ୍ ଆବେଦନ ଶୁଣାଣି ହାଇକୋର୍ଟରେ ଶେଷ, ରାୟ ସଂରକ୍ଷିତ

କଟକ: ସି-ସୋର ଗ୍ରୁପ ଅଧ୍ୟକ୍ଷ ପ୍ରଶାନ୍ତ ଦାସଙ୍କ ଜାମିନ ଆବେଦନର ଶୁଣାଣି ଗୁରୁବାର ହାଇକୋର୍ଟରେ ଶେଷ ହୋଇଛି। ଉଭୟ ପକ୍ଷଙ୍କୁ ଶୁଣିବା ପରେ ଖଣ୍ଡପୀଠ ରାୟକୁ ସଂରକ୍ଷିତ ରଖିଛନ୍ତି। ପ୍ରଶାନ୍ତଙ୍କ ଓକିଲ ଯୁକ୍ତି କରିଥିଲେ ଯେ ସି-ସୋର କମ୍ପାନି ଜମାକାରୀଙ୍କର ଡିପୋଜିଟ୍ ମ୍ୟାଚୁରିଟି ହେବାକୁ ଯାଉଥିବା ବେଳେ ତାଙ୍କୁ (ପ୍ରଶାନ୍ତ) ଗିରଫ କରାଯାଇଥିଲା। ପ୍ରଥମେ କ୍ରାଇମବ୍ରାଞ୍ଚ ଏ ଘଟଣାର ତଦନ୍ତ କରିଥିଲା। ତା’ପରେ ସିବିଆଇ ତଦନ୍ତ କରିଛି। କିନ୍ତୁ ସି-ସୋର ବିରୋଧରେ କେହି ପ୍ରମାଣ ଯୋଗାଡ଼ କରି […]

prasant

prasant

Rakesh Mallick
  • Published: Thursday, 11 February 2016
  • Updated: 11 February 2016, 04:39 PM IST

Sports

Latest News

କଟକ: ସି-ସୋର ଗ୍ରୁପ ଅଧ୍ୟକ୍ଷ ପ୍ରଶାନ୍ତ ଦାସଙ୍କ ଜାମିନ ଆବେଦନର ଶୁଣାଣି ଗୁରୁବାର ହାଇକୋର୍ଟରେ ଶେଷ ହୋଇଛି। ଉଭୟ ପକ୍ଷଙ୍କୁ ଶୁଣିବା ପରେ ଖଣ୍ଡପୀଠ ରାୟକୁ ସଂରକ୍ଷିତ ରଖିଛନ୍ତି।

ପ୍ରଶାନ୍ତଙ୍କ ଓକିଲ ଯୁକ୍ତି କରିଥିଲେ ଯେ ସି-ସୋର କମ୍ପାନି ଜମାକାରୀଙ୍କର ଡିପୋଜିଟ୍ ମ୍ୟାଚୁରିଟି ହେବାକୁ ଯାଉଥିବା ବେଳେ ତାଙ୍କୁ (ପ୍ରଶାନ୍ତ) ଗିରଫ କରାଯାଇଥିଲା। ପ୍ରଥମେ କ୍ରାଇମବ୍ରାଞ୍ଚ ଏ ଘଟଣାର ତଦନ୍ତ କରିଥିଲା। ତା’ପରେ ସିବିଆଇ ତଦନ୍ତ କରିଛି। କିନ୍ତୁ ସି-ସୋର ବିରୋଧରେ କେହି ପ୍ରମାଣ ଯୋଗାଡ଼ କରି ପାରିନାହାନ୍ତି। କ୍ରାଇମବ୍ରାଞ୍ଚଠାରୁ ସିବିଆଇ କୌଣସି ପ୍ରକାର ଅଧିକ ତଥ୍ୟ ପ୍ରମାଣ ହାସଲ କରି ପାରିନାହିଁ। ତଦନ୍ତ ପ୍ରାୟ ଶେଷ ହୋଇସାରିଛି। ତେଣୁ ତାଙ୍କୁ ଜାମିନ ଦେବାରେ କୌଣସି ଅସୁବିଧା ନାହିଁ।

କମ୍ପାନିର ଅନ୍ୟତମ ନିଦ୍ଦେର୍ଶକ ପ୍ରଭାତ ଦାସଙ୍କ ଜାମିନ ଆବେଦନକୁ ସୁପ୍ରିମ୍‌କୋର୍ଟ ଖାରଜ କରି ଦେଇଛନ୍ତି।  ପ୍ରଭାତଙ୍କ ଠାରୁ ପ୍ରଶାନ୍ତ ସି-ସୋର ଗ୍ରୁପର ପରିଚାଳନାରେ ପ୍ରମୁଖ ଭୁମିକା ଗ୍ରହଣ କରିଥିଲେ। ସବୁକିଛି ପ୍ରଶାନ୍ତଙ୍କ ନିର୍ଦ୍ଦେଶରେ କରାଯାଉଥିଲା। ପ୍ରଭାତଙ୍କୁ ସୁପ୍ରିମକୋର୍ଟ ଜାମିନ ଅଗ୍ରାହ୍ୟ କରିବା ପରେ ପ୍ରଶାନ୍ତଙ୍କୁ ଜାମିନ ଦେବାର କୌଣସି କାରଣ ନାହିଁ ବୋଲି ସିବିଆଇ ପକ୍ଷରୁ ଯୁକ୍ତି ଉପସ୍ଥାପନ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story