ସେବାୟତଙ୍କୁ କେତେ ଟଙ୍କା ଦିଆଯାଇଛି ସରକାର ସ୍ପଷ୍ଟ କରନ୍ତୁ: ବିଜେପି

ଭୁବନେଶ୍ୱର: କ୍ଷତିପୂରଣ ବାବଦକୁ ଦଇତାପତିଙ୍କୁ ୨ କୋଟି ଟଙ୍କା ଦିଆଯିବା ପ୍ରସଙ୍ଗ ଥମିବାର ନାଁ ନେଉନାହିଁ। ସେବାୟତଙ୍କୁ ୨ କୋଟି ଟଙ୍କା ଦିଆଯାଇଛି ନା ଅଧିକ ସେ ନେଇ ସରକାର ସ୍ପଷ୍ଟୀକରଣ ଦିଅନ୍ତୁ ବୋଲି ବିଜେପି ଦାବି କରିଛି। ସେବାୟତଙ୍କୁ ୨ କୋଟି ଟଙ୍କା ଦିଆଯିବା ନେଇ ବିଜେପି ବିଧାୟକ ପ୍ରଦୀପ ପୁରୋହିତ କହିଛନ୍ତି, “ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ପାଳନ କରିବାକୁ ଏ ସରକାର ଏତେ ଭୟଭୀତ ଥିଲେ ଯେ ଦଇତାପତିଙ୍କୁ ୨ କୋଟି ଟଙ୍କା ଦେବାର […]

puri

puri

Rakesh Mallick
  • Published: Wednesday, 27 July 2016
  • Updated: 27 July 2016, 10:56 PM IST

Sports

Latest News

puriଭୁବନେଶ୍ୱର: କ୍ଷତିପୂରଣ ବାବଦକୁ ଦଇତାପତିଙ୍କୁ ୨ କୋଟି ଟଙ୍କା ଦିଆଯିବା ପ୍ରସଙ୍ଗ ଥମିବାର ନାଁ ନେଉନାହିଁ। ସେବାୟତଙ୍କୁ ୨ କୋଟି ଟଙ୍କା ଦିଆଯାଇଛି ନା ଅଧିକ ସେ ନେଇ ସରକାର ସ୍ପଷ୍ଟୀକରଣ ଦିଅନ୍ତୁ ବୋଲି ବିଜେପି ଦାବି କରିଛି।

ସେବାୟତଙ୍କୁ ୨ କୋଟି ଟଙ୍କା ଦିଆଯିବା ନେଇ ବିଜେପି ବିଧାୟକ ପ୍ରଦୀପ ପୁରୋହିତ କହିଛନ୍ତି, “ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ପାଳନ କରିବାକୁ ଏ ସରକାର ଏତେ ଭୟଭୀତ ଥିଲେ ଯେ ଦଇତାପତିଙ୍କୁ ୨ କୋଟି ଟଙ୍କା ଦେବାର ଭୂମିକା ନିଭାଇଲେ। କ’ଣ ସରକାର ଦଇତାପତିଙ୍କୁ ୨ କୋଟି ଟଙ୍କା ଦେଇଛନ୍ତି? ଯଦି ଦେଇଛନ୍ତି ତେବେ କେଉଁ ପରିସ୍ଥିତିରେ ରାଜ୍ୟ ସରକାର ଦଇତାପତିଙ୍କୁ ଓଡ଼ିଶାବାସୀଙ୍କ ପଇସା ତଥା ରାଜ୍ୟ ରାଜକୋଷର ପଇସାକୁ ଦେଲେ ତାହାର ସ୍ପଷ୍ଟୀକରଣ ଦିଅନ୍ତୁ? ୨ କୋଟି ପରେ ଦାଇତାପତିଙ୍କୁ ଆଉ ଅଧିକ ଟଙ୍କା ଦେଇଛନ୍ତି କି ତାହା ଏ ସରକାର ସ୍ପଷ୍ଟ କରନ୍ତୁ।”

ଆମ ଓଡ଼ିଶା ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି, “ଦଇତାପତିଙ୍କୁ ୨ କୋଟି ଟଙ୍କାର ଦେବାର ଅବାଶ୍ୟକତା ଥିଲା। କିନ୍ତୁ ଲୁଚେଇକି ବା ଏପରି ଲାଞ୍ଚର ରୂପ ଦିଆଯିବାର କୌଣସି ଆବଶ୍ୟକତା ନ ଥିଲା।”

ସେବାୟତଙ୍କ ଦାଦାଗିରି ନେଇ ସେ କହିଛନ୍ତି, “ଜଣେ କାହିଁକି ପୁରୀକୁ ଯିବ। କ’ଣ ଏହି ଦଇତାପତିଙ୍କ ଦାଦାଗିରି ଦେଖିବାକୁ। ଏ ବିଷୟରେ ସାଧାରଣ ଲୋକମାନେ ଚିନ୍ତା କରିବା କଥା। ଦ୍ୱିତୀୟ ଶ୍ରୀମନ୍ଦିର ହେବା ଦରକାର। ଏହାଦ୍ୱାରା ହିଁ ଏମାନଙ୍କ ଉପରେ ଅଙ୍କୁଶ ଲାଗି ପାରିବ। ଯେତେବେଳେ ବ୍ରହ୍ମ ତାତିବ ସେତେବେଳେ ସମାଧାନ ଆପେ ଆପେ ହେବ।”

ଏପରି ଅଭିଯୋଗକୁ ଖଣ୍ଡନ କରି ବିଜେଡି ମୁଖପାତ୍ର ଶଶିଭୂଷଣ ବେହେରା କହିଛନ୍ତି, “ତତ୍‌କାଳୀକ ସମସ୍ୟାକୁ ସମାଧାନ କରିବା ପାଇଁ ପ୍ରଶାସନିକ ନିଷ୍ପତ୍ତି ଅନୁସାରେ ଅର୍ଥ ବରାଦ ହୋଇଥାଏ ଓ ତାହା ଖର୍ଚ୍ଚ ହୋଇଥାଏ। ଯେଉଁମାନେ ସେବାୟତଙ୍କୁ ଟଙ୍କା ଦିଆଯିବା ନେଇ ପ୍ରଶ୍ନ ଉଠାଉଛନ୍ତି ତାହାର ଉତ୍ତର ସେମାନେ ହିଁ କେବଳ ଦେଇପାରିବେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story