ସି-ସୋର ଲିଙ୍କ୍: ଆଇଜି ଆରପି କୋଚେଙ୍କୁ ଜେରା କଲା ସିବିଆଇ

ଭୁବନେଶ୍ୱର: ସି–ସୋର ଚିଟଫଣ୍ଡ ଲିଙ୍କ୍ ଘଟଣାରେ କେନ୍ଦ୍ରାଞ୍ଚଳ ରେଞ୍ଜ ଆଇଜି ଆରପି କୋଚେଙ୍କୁ ସିବିଆଇ ଜେରା କରିଛି। ଏକଥା କୋଚେ ଆଜି ନିଜେ ସ୍ୱୀକାର କରିଛନ୍ତି। ଜେରା ସମୟରେ ଚିଟଫଣ୍ଡ କାରବାର ସମ୍ପର୍କରେ  ସିବିଆଇ ତାଙ୍କୁ ପଚରାଉଚୁରା କରିଥିବା ସେ କହିଛନ୍ତି। ସିବିଆଇ ଗୁପ୍ତ ସ୍ଥାନରେ କୋଚେଙ୍କୁ  ସି- ସୋର ଚିଟଫଣ୍ଡ ବିଷୟରେ ପଚରାଉଚୁରା କରିଥିଲା। କୋଚେ କହିଛନ୍ତି, “ମୋତେ ସିବିଆଇ କିଛି ସ୍ପଷ୍ଟୀକରଣ ମାଗିଥିଲା, ମୁଁ ତାହା ଦେଇଛି।” ତେବେ ଏହି ଘଟଣା ସାମ୍ନାକୁ ଆସିବା […]

kocha

kocha

Rakesh Mallick
  • Published: Thursday, 03 March 2016
  • Updated: 03 March 2016, 05:48 PM IST

Sports

Latest News

ଭୁବନେଶ୍ୱର: ସି–ସୋର ଚିଟଫଣ୍ଡ ଲିଙ୍କ୍ ଘଟଣାରେ କେନ୍ଦ୍ରାଞ୍ଚଳ ରେଞ୍ଜ ଆଇଜି ଆରପି କୋଚେଙ୍କୁ ସିବିଆଇ ଜେରା କରିଛି। ଏକଥା କୋଚେ ଆଜି ନିଜେ ସ୍ୱୀକାର କରିଛନ୍ତି। ଜେରା ସମୟରେ ଚିଟଫଣ୍ଡ କାରବାର ସମ୍ପର୍କରେ  ସିବିଆଇ ତାଙ୍କୁ ପଚରାଉଚୁରା କରିଥିବା ସେ କହିଛନ୍ତି। ସିବିଆଇ ଗୁପ୍ତ ସ୍ଥାନରେ କୋଚେଙ୍କୁ  ସି- ସୋର ଚିଟଫଣ୍ଡ ବିଷୟରେ ପଚରାଉଚୁରା କରିଥିଲା।

କୋଚେ କହିଛନ୍ତି, “ମୋତେ ସିବିଆଇ କିଛି ସ୍ପଷ୍ଟୀକରଣ ମାଗିଥିଲା, ମୁଁ ତାହା ଦେଇଛି।”

ତେବେ ଏହି ଘଟଣା ସାମ୍ନାକୁ ଆସିବା ପରେ ପ୍ରଶ୍ନ ଉଠୁଛି ମିଡିଲ୍‌ମ୍ୟାନ୍ ଶୁଭଙ୍କର ନାୟକଙ୍କ ଡାଏରୀରେ ନାଁ ଥିବାରୁ କୋଚେଙ୍କୁ ଜେରା କରାଯାଇଛି କି? ସେ ଶୁଭଙ୍କରଙ୍କୁ କିଛି ଅନୁକମ୍ପା ଦେଖାଇଛନ୍ତି କି? କୋଚେ ଏ ନେଇ ମୁହଁ ଖୋଲି ନାହାନ୍ତି। ଶୁଭଙ୍କର ଡାଏରୀରେ କେଉଁମାନଙ୍କର ନାଁ ରହିଛଇ ସେ ନେଇ ସିବିଆଇ ତଦନ୍ତ ଆଗେଇ ନ ଥିବାରୁ ସୁପ୍ରିମକୋର୍ଟ ଅସନ୍ତୋଷ ପ୍ରକାଶ କରିଥିଲେ। ୪ ମାସ ମଧ୍ୟରେ ତଦନ୍ତ ସାରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ।

ସି-ସୋର ବିଭିନ୍ନ ସ୍କିମ୍ ମାଧ୍ୟମରେ ଜମାକାରୀଙ୍କଠାରୁ ୫୫୦ କୋଟିରୁ ଅଧିକ ଟଙ୍କା ହଡ଼ପ କରିଥିବା ଅଭିଯୋଗ ହୋଇଛି। ମାମଲାରେ ସଂସ୍ଥାର ମୁଖ୍ୟ ପ୍ରଶାନ୍ତ ଦାସଙ୍କ ସମେତ ତିନି ଜଣ ଜେଲରେ ଅଛନ୍ତି। ପୂର୍ବରୁ ସି-ସୋର ଲିଙ୍କ୍ ନେଇ ସାସଂଦ ପ୍ୟାରୀମୋହନ ମହାପାତ୍ର, ରବୀନ୍ଦ୍ର ଜେନା, ବିଧାୟକ ପ୍ରଭାତ ବିଶ୍ୱାଳ ଓ ତାଙ୍କ ପତ୍ନୀଙ୍କୁ ପଚରାଉଚରା କରିଥିଲା ସିବିଆଇ। ଏହାଛଡ଼ା ପାୱାର କରିଡରର ଜଣାଶୁଣା ବ୍ୟକ୍ତି ସରୋଜ ସାହୁ ବି ସିବିଆଇ ଜେରାର ସମ୍ମୁଖୀନ ହୋଇଥିଲେ। ଏହାପରେ ଆଇପିଏସ୍ ଅଧିକାରୀ ରାଜେଶ କୁମାର ଓ ସତୀଶ ଗଜଭିୟେଙ୍କୁ ମଧ୍ୟ ସିବିଆଇ ଜେରା କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story