କମର୍ସିଆଲ୍ ପାଇଲଟ୍ ହେଲେ ଓଡ଼ିଆ ଝିଅ ଶେଲ୍‌ଭି

shelviଭୁବନେଶ୍ୱର: ଏୟାର ଏସିଆର କମର୍ସିଆଲ୍ ପାଇଲଟ୍ ଭାବେ ଯୋଗ ଦେଇଛନ୍ତି ଓଡ଼ିଆ ଝିଅ ଶେଲ୍‌ଭି ମିଶ୍ର। ଆଜି ବେଙ୍ଗାଲୁରୁରେ ସେ କାର୍ଯ୍ୟରେ ଯୋଗ ଦେଇଛନ୍ତି। ଏଭିଏସନ୍ ପାଠ ଶେଷ କରି ସେ ଆମେରିକାରର ଟେକ୍ସାସ୍‌ରେ ଦେଢ଼ ବର୍ଷ ବିମାନ ଚଳାଇବାର ଟ୍ରେନିଂ ନେଇଥିଲେ। ସେଠାରେ ସେ ୪୦୦ ଘଣ୍ଟାର ଉଡ଼ାଣ କରି ନିଜ ଦକ୍ଷତା ପ୍ରଦର୍ଶନ କରିଥିଲେ। ଏହା ପରେ ସେ ଫିଲିପାଇନ୍ସରେ ମଧ୍ୟ ବିମାନ ଉଡ଼ାଇବାର ଟ୍ରେନିଂ ନେଇଥିଲେ।

ଶେଲ୍‌ଭି ହେଉଛନ୍ତି କେନ୍ଦୁଝର ଜିଲ୍ଲା ରୁକୁଣାପୁର ଶଶସନର ଡକ୍ଟର ବିପିନି ମିଶ୍ର ଓ ସୁକାନ୍ତି ମିଶ୍ର।

ଆହୁରି ପଢ଼ନ୍ତୁ

୮ ପଞ୍ଚାୟତରୁ ଆଉ ୩୩ ‘କରୋନା’ ଆକ୍ରାନ୍ତ ଚିହ୍ନଟ, ୩୧ ଲୋକାଲ୍‌ କେସ୍‌

ମହିଳାଙ୍କୁ ଦୁଷ୍ମର୍ମ ଓ ହତ୍ୟା ରିପୋର୍ଟ ବଦଳାଇବାକୁ ପୁଲିସ ଚାପ ପକାଉଛି : ବିଜେପି

ଜିରୋନ୍‌ ମିସ୍‌ ଇଣ୍ଡିଆ ସେମିଫାଇନାଲ୍‌ରେ ଚମକିବେ ଓଡ଼ିଆ ଝିଅ ପ୍ରାଞ୍ଜଲ

୩ ଆଇଏଏସଙ୍କୁ ‘କୋଭିଡ୍ ’ ଦାୟିତ୍ୱ

‘କରୋନା’ ମୁକାବିଲା ପାଇଁ ଏଣିକି ୮ ହଜାର ଟେଷ୍ଟ ପାଇଁ ନିଷ୍ପତ୍ତି

ପ୍ରବାସୀ ଓଡ଼ିଆ ଦମ୍ପତିଙ୍କ ମୃତ୍ୟୁ: ମାନବାଧିକାର କମିଶନଙ୍କ ହସ୍ତକ୍ଷେପ ଲୋଡ଼ିଲା ବିଜେପି

ରାଜ୍ୟରେ ଆଜି ରେକର୍ଡ ୫୬୫ କରୋନା ଆକ୍ରାନ୍ତ ସୁସ୍ଥ

ପ୍ରକାଶ ପାଇଲା ICSE ଦଶମ ଓ ISC ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ

ଘୋଷଣା ହେଲା ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର; ଏଥର ଏମାନେ ସମ୍ମାନିତ ହେବେ

ରାଏବୋଗା ପଞ୍ଚାୟତ ୪୮ ଘଣ୍ଟା ଶଟ୍‌ଡାଉନ୍

ସମ୍ବଲପୁରରେ ଚାଞ୍ଚଲ୍ୟ, ବ୍ୟବସାୟୀଙ୍କୁ ଅପହରଣ

୪୮ ଘଣ୍ଟା ପାଇଁ ବନ୍ଦ ରହିବ ‘ପୁଲିସ ସେବା ଭବନ’