ଭୁବନେଶ୍ୱର: ଏୟାର ଏସିଆର କମର୍ସିଆଲ୍ ପାଇଲଟ୍ ଭାବେ ଯୋଗ ଦେଇଛନ୍ତି ଓଡ଼ିଆ ଝିଅ ଶେଲ୍ଭି ମିଶ୍ର। ଆଜି ବେଙ୍ଗାଲୁରୁରେ ସେ କାର୍ଯ୍ୟରେ ଯୋଗ ଦେଇଛନ୍ତି। ଏଭିଏସନ୍ ପାଠ ଶେଷ କରି ସେ ଆମେରିକାରର ଟେକ୍ସାସ୍ରେ ଦେଢ଼ ବର୍ଷ ବିମାନ ଚଳାଇବାର ଟ୍ରେନିଂ ନେଇଥିଲେ। ସେଠାରେ ସେ ୪୦୦ ଘଣ୍ଟାର ଉଡ଼ାଣ କରି ନିଜ ଦକ୍ଷତା ପ୍ରଦର୍ଶନ କରିଥିଲେ। ଏହା ପରେ ସେ ଫିଲିପାଇନ୍ସରେ ମଧ୍ୟ ବିମାନ ଉଡ଼ାଇବାର ଟ୍ରେନିଂ ନେଇଥିଲେ।
ଶେଲ୍ଭି ହେଉଛନ୍ତି କେନ୍ଦୁଝର ଜିଲ୍ଲା ରୁକୁଣାପୁର ଶଶସନର ଡକ୍ଟର ବିପିନି ମିଶ୍ର ଓ ସୁକାନ୍ତି ମିଶ୍ର।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।