ବିଧାନସଭାରେ ଛିଡ଼ା ହେଲେ ଦେବୀ, ରୁଷିଲେ ମୋହନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଧାନସଭାରେ ବାଚସ୍ପତି ବିରୋଧୀ ଦଳକୁ କହିବାକୁ ସୁଯୋଗ ନ ଦେଲେ ସେମାନେ ହଟ୍ଟଗୋଳ କରିଥାନ୍ତି। ହେଲେ ଆଜି ବିଧାନସଭାରେ ଏକ ନିଆରା ଚିତ୍ର ଦେଖିବାକୁ ମିଳିଛି। ଶାସକ ଦଳର ବରିଷ୍ଠ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ରଙ୍କୁ ବାଚସ୍ପତି କହିବାକୁ ସୁଯୋଗ ନ ଦେବାରୁ ସେ ଅଭିନବ ଢଙ୍ଗରେ ପ୍ରତିବାଦ କରିଥିଲେ। ସେ ନିଜ ଆସନରେ ଦୀର୍ଘ ସମୟ ଧରି ଛିଡ଼ା ହୋଇ ରହିଥିଲେ। ଶେଷରେ ବାଚସ୍ପତି ତାଙ୍କୁ କହିବାକୁ ସୁଯୋଗ ଦେବା […]

devi,,,,

devi,,,,

Tapaswini Nayak
  • Published: Saturday, 27 July 2019
  • Updated: 27 July 2019, 02:48 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଧାନସଭାରେ ବାଚସ୍ପତି ବିରୋଧୀ ଦଳକୁ କହିବାକୁ ସୁଯୋଗ ନ ଦେଲେ ସେମାନେ ହଟ୍ଟଗୋଳ କରିଥାନ୍ତି। ହେଲେ ଆଜି ବିଧାନସଭାରେ ଏକ ନିଆରା ଚିତ୍ର ଦେଖିବାକୁ ମିଳିଛି। ଶାସକ ଦଳର ବରିଷ୍ଠ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ରଙ୍କୁ ବାଚସ୍ପତି କହିବାକୁ ସୁଯୋଗ ନ ଦେବାରୁ ସେ ଅଭିନବ ଢଙ୍ଗରେ ପ୍ରତିବାଦ କରିଥିଲେ। ସେ ନିଜ ଆସନରେ ଦୀର୍ଘ ସମୟ ଧରି ଛିଡ଼ା ହୋଇ ରହିଥିଲେ। ଶେଷରେ ବାଚସ୍ପତି ତାଙ୍କୁ କହିବାକୁ ସୁଯୋଗ ଦେବା ପରେ ଯାଇ ସେ ନିଜ ଆସନରେ ବସିଥିଲେ।

ସାଧାରଣତଃ ବିରୋଧୀ ସଦସ୍ୟଙ୍କ କ୍ଷେତ୍ରରେ ଗୃହରେ ଏଭଳି ଦୃଶ୍ୟ ଦେଖିବାକୁ ମିଳୁଥିବା ବେଳେ ଖୋଦ୍ ଶାସକ ଦଳର ଜଣେ ବରିଷ୍ଠ ବିଧାୟକଙ୍କୁ କହିବାକୁ ସୁଯୋଗ ନ ମିଳିବାରୁ ସେ ପ୍ରତିବାଦ କରିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି।

ସେସହିପରି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ମଧ୍ୟ ଗୃହରେ ଅଭିନବ ଉପାୟରେ ପ୍ରତିବାଦ କରିଥିଲେ। ମୁଲତବୀ ନୋଟିସ୍ ଆଲୋଚନା ବେଳେ ଉପବାଚସ୍ପତି ତାଙ୍କୁ ସଂକ୍ଷେପରେ କହିବାକୁ କହିବାରୁ ସେ ରୁଷିଥିଲେ। ପରେ ଉପବାଚସ୍ପତିଙ୍କ ଅନୁରୋଧ ସତ୍ତ୍ୱେ ସେ ତାଙ୍କ ବକ୍ତବ୍ୟ ରଖି ନଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story