ସରକାରୀ କ୍ୱାର୍ଟର୍ସରେ ଚାଲିଗଲା ଅଫିସରଙ୍କ ଜୀବନ

ଫୁଲବାଣୀ (ତ୍ରିନାଥ ସାହୁ): ଫୁଲବାଣୀ ଡିଆରଡିଏର ଏପିଡି ଧ୍ରୁବ କୁମାର ସିଂହଙ୍କର ଅସ୍ୱାଭାବିକ ମୃତ୍ୟୁ ହୋଇଛି। ମାତ୍ର ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ି ନାହିଁ। ଶ୍ରୀ ସିଂହ ଆଜି ଅଫିସ ନ ଯାଇ ନିଜ ସରକାରୀ କ୍ୱାର୍ଟର୍ସରେ ରହିଥିଲେ। ତେବେ ମଧ୍ୟାହ୍ନରେ ସେ ହଠାତ ଚେତା ହରାଇ ତଳେ ପଡ଼ିଯାଇ ଥିଲେ। ଅନ୍ୟ କର୍ମଚାରୀମାନେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଫୁଲବାଣୀ ହସ୍ପିଟାଲରେ ଭର୍ତ୍ତି କରିଥିଲେ। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। […]

senior-officer-dies-a-unnatural-death-in-his-quarters

senior-officer-dies-a-unnatural-death-in-his-quarters

Tapaswini Nayak
  • Published: Friday, 21 June 2019
  • Updated: 21 June 2019, 06:22 PM IST

Sports

Latest News

ଫୁଲବାଣୀ (ତ୍ରିନାଥ ସାହୁ): ଫୁଲବାଣୀ ଡିଆରଡିଏର ଏପିଡି ଧ୍ରୁବ କୁମାର ସିଂହଙ୍କର ଅସ୍ୱାଭାବିକ ମୃତ୍ୟୁ ହୋଇଛି। ମାତ୍ର ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ି ନାହିଁ।

ଶ୍ରୀ ସିଂହ ଆଜି ଅଫିସ ନ ଯାଇ ନିଜ ସରକାରୀ କ୍ୱାର୍ଟର୍ସରେ ରହିଥିଲେ। ତେବେ ମଧ୍ୟାହ୍ନରେ ସେ ହଠାତ ଚେତା ହରାଇ ତଳେ ପଡ଼ିଯାଇ ଥିଲେ। ଅନ୍ୟ କର୍ମଚାରୀମାନେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଫୁଲବାଣୀ ହସ୍ପିଟାଲରେ ଭର୍ତ୍ତି କରିଥିଲେ। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବର୍ତ୍ତମାନ ଅଫିସରଙ୍କ ମୃତଦେହ ମେଡିକାଲ୍‌ରେ ରହିଛି। ଏନେଇ ପରିବାର ଲୋକଙ୍କୁ ଖବର ଦିଆଯାଇଥିବା ଡିଆର୍‌ଡିଏ ପିଡି ବିଶ୍ୱନାଥ ବାରିକ କହିଛନ୍ତି।

ମୃତ ଧ୍ରୁବ କୁମାର ସିଂହଙ୍କ ଘର ବରଗଡ ଜିଲ୍ଲା ଅତାବିରା ଅଞ୍ଚଳରେ। ସେ ଏଠାରେ ଏକା ରହୁଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos