ରାଉରକେଲାରେ ସିରିଜ୍‌ ଲୁଟ୍‌

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ରାଉରକେଲାରେ ଗତକାଲି ବିଳମ୍ବିତ ରାତିରେ ବିଭିନ୍ନ ସ୍ଥାନରେ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ଲୁଟେରାମାନେ ୪ଟି ଦୋକନ ସହ ଜନସେବା କେନ୍ଦ୍ରରେ କଳାକନା ବୁଲାଇ ଦେଇଛନ୍ତି। ଲୁଟେରାମାନେ କୁଆଁରମୁଣ୍ଡା ଥାନା ଅଞ୍ଚଳରେ ଚାରୋଟି ଦୋକାନରୁ ଲୁଟ୍ କରିଛନ୍ତି। ସେମାନେ ଝାରବେଡ଼ା ସ୍ଥିତ ଗୋଟିଏ ଦୋକାନରୁ ଓ  ଟାଙ୍ଗରାଇଁଠାରେ ଥିବା ୩ଟି ଦୋକାନରୁ ଲୁଟ୍‌ କରିଥିବା ଅଭିଯୋଗ ହୋଇଛି। ତେବେ ଏହି ଦୋକାନ ଗୁଡ଼ିକରୁ କେତେ ଟଙ୍କା ଲୁଟ୍‌ ହୋଇଛି, ତାହା ଜଣାପଡ଼ିନାହିଁ। ସେହିପରି […]

rourkela000

rourkela000

Tapaswini Nayak
  • Published: Tuesday, 12 November 2019
  • Updated: 12 November 2019, 12:39 PM IST

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ରାଉରକେଲାରେ ଗତକାଲି ବିଳମ୍ବିତ ରାତିରେ ବିଭିନ୍ନ ସ୍ଥାନରେ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ଲୁଟେରାମାନେ ୪ଟି ଦୋକନ ସହ ଜନସେବା କେନ୍ଦ୍ରରେ କଳାକନା ବୁଲାଇ ଦେଇଛନ୍ତି।

ଲୁଟେରାମାନେ କୁଆଁରମୁଣ୍ଡା ଥାନା ଅଞ୍ଚଳରେ ଚାରୋଟି ଦୋକାନରୁ ଲୁଟ୍ କରିଛନ୍ତି। ସେମାନେ ଝାରବେଡ଼ା ସ୍ଥିତ ଗୋଟିଏ ଦୋକାନରୁ ଓ  ଟାଙ୍ଗରାଇଁଠାରେ ଥିବା ୩ଟି ଦୋକାନରୁ ଲୁଟ୍‌ କରିଥିବା ଅଭିଯୋଗ ହୋଇଛି। ତେବେ ଏହି ଦୋକାନ ଗୁଡ଼ିକରୁ କେତେ ଟଙ୍କା ଲୁଟ୍‌ ହୋଇଛି, ତାହା ଜଣାପଡ଼ିନାହିଁ।

ସେହିପରି ଲୁଟେରାମାନେ ଝାରବେଡ଼ା ସ୍ଥିତ ଜନସେବା କେନ୍ଦ୍ରର ତାଲା ଭାଙ୍ଗି ୨୫ହଜାର ଟଙ୍କା, ଲାପ୍‌ଟପ୍, କମ୍ପ୍ୟୁଟର ଓ ଆସବାବପତ୍ର ନେଇ ଯାଇଥିବା ଅଭିଯୋଗ ହୋଇଛି। ଏସବୁ ଘଟଣା ନେଇ ରାଉରକେଲା କୁଆଁରମୁଣ୍ଡା ଥାନାରେ ଅଭିଯୋଗ ହୋଇଛି। ପୁଲିସ୍‌ ଘଟଣାର ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story